Latest Odisha News

BREAKING NEWS

Yearly Archives

2020

ବାଲୁକା କଳାରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଦେଶର ସମ୍ମାନସ୍ପଦ ନେତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ବର୍ଷେ ତଳେ ଆଜିର ଦିନରେ ସୁଷମା ପ୍ରାଣ ହରାଇଥିଲେ । ତାଙ୍କ ବିଦାୟ ସହ ଭାରତ ହରାଇଥିଲା ଏକ ମହାନ ରାଜନେତ୍ରୀ । ଆଜି ତାଙ୍କର…

ଅହମ୍ମଦାବାଦ ଟ୍ରାଜେଡି: ସହାୟତା ଘୋଷଣା କଲେ ପିଏମ୍, ତଦନ୍ତ ନିର୍ଦ୍ଦେଶ ଦେଲେ ସିଏମ୍

ଅହମ୍ମଦାବାଦ: କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡରେ ମୃତାହତଙ୍କ ପାଇଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ ।…

ଭାରତର ଶ୍ରେଷ୍ଠ ଆଦରଣୀୟ ରାଜନେତ୍ରୀ ସ୍ବର୍ଗତ ସୁଷମା ସ୍ଵରାଜଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ: ସ୍ବର୍ଗତଃ ସୁଷମା ସ୍ୱରାଜ । ଭାରତୀୟ ରାଜନୀତିର ଜଣେ ଆଦରଣୀୟ ରାଜନେତ୍ରୀ ଥିଲେ। ସେ ଏକ ଧାରାରେ ଜଣେ ସଫଳ ଲୋକପ୍ରିୟ ରାଜନୀତିଜ୍ଞ, ସୁପ୍ରିମକୋର୍ଟର ପୂର୍ବତନ ଆଇନଜୀବୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଭାବରେ ଗୌରବ ଅର୍ଜନ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସେ…

ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ

କଟକ: ଏଣିକି ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ । ସଂପୃକ୍ତ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହାସହ ତିନିଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ସିଏମସି । ଅତ୍ୟାବଶ୍ୟକ ସାମଗ୍ରୀ…

ଅହମ୍ମଦାବାଦର କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ରୋଗୀ ମୃତ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦର ଏକ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୫ ଜଣ ପୁରୁଷ ଓ ତିନି ଜଣ ମହିଳା । ଗତକାଲି ବିଳମ୍ବିତ ରାତି ପାଖାପାଖି ସାଢ଼େ ୩ଟାରେ ନବରଙ୍ଗପୁରା ଅନ୍ତର୍ଗତ ଶ୍ରେୟ ହସ୍ପିଟାଲରେ ନିଆଁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୬-୮-୨୦୨୦ ଗୁରୁବାର, ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୬ ରିଖ ଗୁରୁବାର କର୍କଟ ୨୨ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଶତଭିଷା ନକ୍ଷତ୍ର ଦିନ ୧୧ଟା ୨୧ମିନିଟ୍ ପର୍ଯ୍ୟନ୍ତ ତାପରେ ପୂର୍ବ ଭାଦ୍ର କୁମ୍ଭ ଚନ୍ଦ୍ର ଭୋଗ ହେବ ଘାତ ବାର:-…

ରାଜ୍ୟରେ ବଢୁଛି ସୁସ୍ଥତା ହାର: ମୋଟ ସଂଖ୍ୟା ଟପିଲା ୨୫ ହଜାର

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି । ବିନା କୌଣସି ଔଷଧ ରେ ଆମ ଡାକ୍ତରମାନେ ଏହି ମହାମାରୀରୁ ଲୋକଙ୍କୁ ବଞ୍ଚିବାରେ ଅନେକ ସଫଳତା ହାସଲ…

ମନୋଜ ସିହ୍ନା ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଗିରୀଶ ମୁର୍ମୁଙ୍କ ଇସ୍ତଫା ପରେ ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ ହୋଇଛନ୍ତି ମନୋଜ ସିହ୍ନା । ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗିରୀଶ ମୁର୍ମୁଙ୍କ ସ୍ଥାନ ନେବେ ମନୋଜ ସିହ୍ନା । ମନୋଜ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ରାତିରେ ଡେରି ଯାଏଁ ଚେଇଁ ରହୁଥିବା ଲୋକ ଅଧିକ ବୁଦ୍ଧିମାନ!

ଭୁବନେଶ୍ୱର: ରାତିରେ ଡେରି ରାତି ଯାଏଁ ଚେଇଁ ରହୁଛନ୍ତି କି? ଡେରିରେ ଶୋଇ ଡେରିରେ ଉଠୁଥିବା ଲୋକ ମାନଙ୍କୁ ସମାଜରେ ବେଦାୟିତ୍ତ୍ୱ ତଥା ବହୁତ ଆଳସୁଆ ଭାବେ ଗଣ ଯାଉଥିବ ବେଳେ କିଛି ଅଲଗା ମତ ଦେଉଛି ଵିଜ୍ଞାନ। ଆଜି ଆମେ ଆପଣଙ୍କୁ ଜଣାଇବୁ ଡେରି ରାତି ରେ ଶୋଉଥିବା ଲୋକ ଆଉ ଜଲଦି ଶୋଉଥିବା…

ରାଜ୍ୟର ଏହି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଭିଜୁଛି ସାରା ଓଡ଼ିଶା। ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ, ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ…