Latest Odisha News

BREAKING NEWS

Yearly Archives

2020

ପୁଅ ପଜିଟିଭ; ମାଆକୁ ମିଳିଲାନି କାନ୍ଧ !

କୁଜଙ୍ଗ: କରୋନା ଯେତେ ବଢୁଛି ସେତିକି ହଜି ଯାଉଛି ମାନବିକତା । ଏହାର ଆଉ ଏକ ଉଦାହରଣ ସମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ,କରୋନା ସଂକ୍ରମିତ ହୋଇଥିଲେ ସେନାବାହିନୀର ଜଣେ ଯବାନ। ଏହାର କିଛିଦିନ ପରେ ପ୍ରାଣ ହରାଇଥିଲେ ତାଙ୍କ ମାଆ। ମୃତ ମା’ଙ୍କୁ କାନ୍ଧ ଦେବାକୁ ଆଗକୁ ଆସିଲେନି…

କରୋନା ନେଲାଣି ୬ ପୋଲିସ କର୍ମଚାରୀଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୬ ପୋଲିସ କର୍ମଚାରୀଙ୍କ ଜୀବନ ନେଲାଣି କରୋନା। ଏହାସହ ୭୦୦ ଟପିଲାଣି ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସଂଖ୍ୟା। ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ରହିଥିବା ସୂଚନା । ବୁଧବାର ଦିନ କରୋନା ଯୋଦ୍ଧାଙ୍କ ପାଇଁ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ମିନିଟ୍‌ର ନିରବ…

ଇସ୍ତଫା ଦେଲେ ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ଗିରୀଶ ମୁର୍ମୁ

କାଶ୍ମୀର: ଇସ୍ତଫା ଦେଇଛନ୍ତି ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ। ଗିରୀଶ ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ। ସୂଚନାନୁସାରେ, ମୁର୍ମୁଙ୍କୁ ପରବର୍ତ୍ତୀ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା…

ହଠାତ୍ ମାଡିଆସିଲା ବିପଦ ..

ମଧ୍ୟପ୍ରଦେଶ: ସୋମବାର ଦେହିରିଆ କେନାଲରେ ଏକ ଅଘଟଣ ଘଟିଯାଇଛିି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ଥିଲା କିଛି ଏପରି । ରେଖା ବାଇ ନାମକ ଜଣେ ମହିଳାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏକ ମାରୁତି ଭ୍ୟାନ ଭଡା କରି ସହରକୁ ଡାକ୍ତର ଦେଖାଇବାକୁ ଯାଇଥିଲେ ।…

ବିଜେଡ଼ି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନାରେ ସାମିଲ ହୋଇଥିଲେ ବିଜେଡି କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବୁଧବାର ସନ୍ଧ୍ୟା ୬ ଟାରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡି…

କାଲିଠୁ ସପ୍ତାହେ ବନ୍ଦ ରହିବ ଭୀମସାର ମେଡିସିନ୍ ବିଭାଗ OPD

ବୁର୍ଲା (ସମ୍ୱଲପୁର): ଆସନ୍ତାକାଲିଠାରୁ (ଗୁରୁବାର) ବନ୍ଦ ରହିବ ବୁର୍ଲା ଭୀମସାର ମେଡିସିନ ବିଭାଗ OPD। ଏନେଇ ସୂଚନା ଦେଇଛନ୍ତି ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର । ଆସନ୍ତା ୧୨ ତାରିଖ ଯାଏଁ ବନ୍ଦ ରହିବ OPD । ମେଡିସିନ ବିଭାଗର ୩୮ ଜଣ ଡାକ୍ତର କ୍ୱାରେଣ୍ଟାଇନରେ ଯିବା ପରେ…

ଚାଇନାରେ ଆତଙ୍କ ଖେଳାଇଲା ନୂଆ ଭାଇରସ୍ “ଟିକ୍ -ବୋର୍ଣ୍ଣ” !

ଚାଇନା: ସ୍ମାର୍ଟଫୋନ୍ ଲଂଚ କଲାଭଳି ଚାଇନାରେ ଜନ୍ମ ନେଉଛନ୍ତି ଭଳିକିଭଳି ଭାଇରସ୍ । ଶୁଣିବାକୁ ହାସ୍ୟାସ୍ପଦ ଲାଗୁଥିଲେ ବି ଚାଇନାରେ ଏବେ ସ୍ଥିତି ବେଶ ଗମ୍ଭୀର । ଟିକ୍‌-ବୋର୍ଣ୍ଣ ନାମକ ଏକ ନୂଆ ଭାଇରସ୍‌କୁ ନେଇ ଚିନ୍ତାରେ ପଡିଛି ଡ୍ରାଗନ୍ ଦେଶ । ତାଜା ରିପୋର୍ଟ ଅନୁଯାୟୀ ଟିକ୍‌-ବୋର୍ଣ୍ଣ…

ରିୟା ଚକ୍ରବର୍ତ୍ତୀଙ୍କୁ ଇଡିର ନୋଟିସ୍, ଅଗଷ୍ଟ ୭ରେ ହାଜିରା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢିଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ବିହାର ପୋଲିସ ସ୍କାନରରେ ରିୟା ଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ କରିଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ରହିଛି । ପ୍ରିଭେନସନ୍…

[ଭିଡ଼ିଓ] କ୍ରୋଧ ଓ ପ୍ରତିଶୋଧର ବର୍ବର ରୂପ…

ରାଜସ୍ଥାନ: ଜଣେ ଉଦ୍ଧତ ଗାଡି ଚାଳକର କାରନାମା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ରାଜସ୍ଥାନ ଆସଲପୁରର ଘଟଣା । ଯେଉଁଠି ଏକ ବୋଲେରୋ କ୍ୟାମ୍ପର ଅବିରତ ଭାବେ ଏକାଧିକ ଲୋକଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ମନରେ ପ୍ରଶ୍ନ ଆସେ, କାହିଁକି ? ଖୋଳତାଡରୁ ସାମ୍ନାକୁ ଆସିଥିଲା ଘଟଣାର…

କିମସ୍‌ରେ ଯୋଗଦେଲେ ଡାକ୍ତର ବିଧୁକଲ୍ୟାଣ ମହାନ୍ତି ଓ ଡାକ୍ତର ହେମନ୍ତ କୁମାର କର

ଭୁବନେଶ୍ୱର: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ କୁମାର କର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‍ ମେଡିକାଲ୍‍ ସାଇନସେସ୍ (କିମସ୍‌)ରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତି କିମ୍ସସ କ୍ୟାନ୍ସଗର ସେଣ୍ଟରର ନିର୍ଦ୍ଦେଶକ ତଥା…