Latest Odisha News

BREAKING NEWS

Yearly Archives

2020

ଅଗଷ୍ଟ ୧୫’ରେ ବଜାରକୁ ଆସିବ ନୂଆ ମହିନ୍ଦ୍ରା ଥାର୍ !

ମୁମ୍ବାଇ: ଦେଶର ଅଗ୍ରଣୀ ଗାଡି ନିର୍ମାତା ମହିନ୍ଦ୍ରା ସ୍ୱାଧିନତା ଦିବସରେ ଲଂଚ କରିବ ଥାର୍‌ର ନୂଆ ଭର୍ସନ୍ । ଟେକ୍ନୋଲଜି, କମ୍ଫର୍ଟ ଓ ସେଫ୍‌ଟି ଫିଚର୍ସରେ ପରିବର୍ତ୍ତନ କରାଯାଇ ଏହି ଗାଡିକୁ ବଜାରରେ ପ୍ରବେଶ କରାଯିବ । ତେବେ ଅଫରୋଡ୍ କ୍ଷମତା ଓ ଆଇକନିକ୍ ଡିଜାଇନ୍‌ରେ ଏତେଟା ପରିବର୍ତ୍ତନ…

ଆସିଲା କରୋନା ଔଷଧ ଫାଭିପିରାଭିର, ଜାଣନ୍ତୁ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ: ଲଂଚ ହୋଇଛି ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଔଷଧ । ଦୁଇଟି ଭାରତୀୟ ଔଷଧ କମ୍ପାନି ଲୁପିନ ଓ ସନ ଫାର୍ମାସୁଟିକାଲ୍ସ ଭାରତରେ କରୋନା ଔଷଧ ଫାବିପିରାଭିର ଲଞ୍ଚ୍ କରିଛନ୍ତି । ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିହେବ ।…

[ଭିଡିଓ] ପ୍ରଶ୍ନଘେରରେ ଗଣମାଧ୍ୟମ ପ୍ରତିନିଧିଙ୍କ କର୍ତ୍ତବ୍ୟ !

ଭୁବନେଶ୍ୱର: ଆଜି ବି ବଂଚିଛି ମାନବିକତା । ଏହି ଉକ୍ତିକୁ ଅନେକ ସମ୍ବେଦନଶୀଳ ପରିସ୍ଥିତିରେ ଲୋକେ ମୁହଁରେ ଧରିଥାନ୍ତି । ହେଲେ ସତରେ କ’ଣ ଏବେ ବି ବଂଚିଛି ମଣିଷପଣିଆ ? ଏହି ଭିଡିଓଟିକୁ ଦେଖିଲା ପରେ ଆପଣଙ୍କ ମନରେ ବି ଠିକ୍ ଏହିପରି ପ୍ରଶ୍ନ ଉଙ୍କି ମାରିବ । ଭିଡିଓଟି କେଉଁଠୁ ଆସିଛି ତାହା ଏ…

ଆସନ୍ତୁ ଜାଣିବା କେଉଁ ସମ୍ପ୍ରଦାୟ ଶରୀରକୁ ରାମ ମନ୍ଦିର କରି ଦେଇଛନ୍ତି, କାନ୍ଥରେ ବାଡରେ ସବୁଠି ରାମଙ୍କ ନାମ

ରାୟପୁର: ଏବେ ସାରା ଭାରତ ରାମମୟ ହୋଇ ଉଠିଛି । ଏହି ଅବସରରେ ଆସନ୍ତୁ ଜାଣିବା ଛତିଶଗଡର ରାମନାମୀ ସମ୍ପ୍ରଦାୟର ଲୋକଙ୍କ ବିଷୟରେ । ଏମାନେ ମନ୍ଦିରରେ ପୂଜା କରନ୍ତି ନାହିଁ କି ମୂର୍ତି ପୂଜାକୁ ବିଶ୍ୱାସ କରନ୍ତି ନାହିଁ । ସେମାନେ ରାମଙ୍କ ପାଇଁ ଜୀବନ ଉତ୍ସର୍ଗୀକୃତ କରି ଦେଇଛନ୍ତି । ଶରୀରକୁ…

କୋଭିଡ ଯୋଦ୍ଧାଙ୍କ ପାଇଁ ସାରା ରାଜ୍ୟରେ ୧ ମିନିଟ ନିରବ ପ୍ରାର୍ଥନା, ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ  ନିରବ ପ୍ରାର୍ଥନା କରିଛି। କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରି ସମ୍ମାନ ଜଣାଇଛି ସାରା ଓଡ଼ିଶା। ୧ ମିନିଟ୍ ଲାଗି ଅଟକି ଯାଇଛି ଜୀବନଯାତ୍ରା। ରାସ୍ତଘାଟ, ଅଫିସ, ବଜାରଘାଟ…

କୋଭିଡ ଯୋଦ୍ଧାଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଛନ୍ତି । କୋଭିଡ ଯୋଦ୍ଧାଙ୍କ ପାଇଁ ଟିଭି, ସୋସିଆଲ ମିଡିଆ ଜରିଆରେ ଶପଥ ପାଠ ମଧ୍ୟ କରାଇଛନ୍ତି । ରାଜ୍ୟରେ ୨୫ ହଜାରରୁ ଅଧିକ କରୋନା…

ଗଂଜାମରେ ପୁଣି ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଗଞ୍ଜାମ: ଗଂଜାମରେ ଆଜି ପୁଣି ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଏନେଇ ଗଂଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେବା ସହ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆମେ ଆମ କୋଭିଡ ଯୋଦ୍ଧାଙ୍କୁ ହରାଇଛୁ। ଜିଲ୍ଲା ପ୍ରଶାସନ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ…

[ଭିଡିଓ] ଅଯୋଧ୍ୟାରେ ରାମ ମନ୍ଦିର, ହିମାଚଳରେ ହନୁମାନଙ୍କ ଗଦା ପ୍ରହାର !

ହିମାଚଳ ପ୍ରଦେଶ: ସରିଛି ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମ ମନ୍ଦିରର ଭୂମିପୂଜନ । ଏହି ଅବସରରେ ଭାଇରାଲ୍ ହୋଇଛି ଏକ ଭିଡିଓ । ଭିଡିଓଟି ହିମାଚଳ ପ୍ରଦେଶର ହୋଇଥିଲାବେଳେ ତାଜା ସ୍ଥିତିରେ ଏହା ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି ପ୍ରଭୁ ହନୁମାନଙ୍କ ବେଶରେ ଅଛନ୍ତି । ଅନ୍ୟପଟେ ଆଉ ଜଣେ…

ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି । ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ…

ରେକର୍ଡ, ଦିନକରେ ସୁସ୍ଥ ହେଲେ ୧୨୫୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଓଡ଼ିଶାରେ ଦିନକରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସାରା ରାଜ୍ୟରୁ ୧୨୫୫ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନାରୁ ଆରୋଗ୍ୟ ସଂଖ୍ୟା…