କଟକ ଏସସିବି ଆଇସୋଲେସନରେ ହେବ ଡାଏଲିସିସ୍ ବ୍ୟବସ୍ଥା
କଟକ: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର କରୋନା ଆଇସୋଲେସନ ୱାର୍ଡରେ ଏବେ ରୋଗୀଙ୍କୁ ଡାଏଲିସିସ୍ ସୁବିଧା ମିଳିପାରିବ ।
ମିଳିଥିବା ସୂଚନାନୁଯାୟୀ, ଏଥିପାଇଁ କୋଲକାତାରୁ ସ୍ୱତନ୍ତ୍ର ୩ ଜଣ ଇଞ୍ଜିନିୟର ମଙ୍ଗଳ ବାର ଦିନ କଟକରେ ପହଞ୍ଚି କାମ ଆରମ୍ଭ…