ନ୍ୟୁଜ ଆଙ୍କର ଅର୍ଣ୍ଣବଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା
ମୁମ୍ବାଇ: ବଲିଉଡର ବିବାଦୀୟ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏବେ ନ୍ୟୁଜ ଆଙ୍କର ଅର୍ଣ୍ଣବଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ । ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଫିଲ୍ମର ଟାଇଟଲ ରହିଛି ‘ଅର୍ଣ୍ଣବ- ଦି ନ୍ୟୁଜ ପ୍ରଷ୍ଟିଚ୍ୟୁଟ୍’ ।
ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ…