ମାଟ୍ରିକ ପରୀକ୍ଷାରେ କିସ ଛାତ୍ରଛାତ୍ରୀଙ୍କ ବାଜିମାତ: ପାସ ହାର ୯୮ ପ୍ରତିଶତ
ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରାଖୀ ଉତୀର୍ଣ୍ଣ ହୋଇଛନ୍ତି। କିସର ପାସ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ ହାର…