Latest Odisha News

BREAKING NEWS

Yearly Archives

2020

କରୋନା ପାଇଁ ଜେଲରୁ ମୁକୁଳିବେ ୧୬୭୮୯ କଏଦୀ

ଭୁବନେଶ୍ୱର: ଜେଲକୁ ଘାରିଛି କରୋନା ଭୟ । କଏଦୀଙ୍କୁ ନେଇ ଚିନ୍ତାରେ ପଡିଯାଇଛି ଜେଲ୍ ବିଭାଗ । ମହାମାରୀ ଭିତରେ ୧୬୭୮୯ କଏଦୀଙ୍କୁ ମୁକ୍ତ କରାଯିବ । କୋର୍ଟଙ୍କ ନିର୍ଦେଶ ଏବଂ ରାଜ୍ୟର କ୍ଷମତା ସମ୍ପନ୍ନ କମିଟିର ନିଷ୍ପତ୍ତି ଅନୁଯାୟୀ ସମସ୍ତ କଏଦୀଙ୍କୁ ମୁକ୍ତ କରାଯିବ । ରାଜ୍ୟର ୩୦ଟି…

କରୋନାକୁ ମାତ୍ ଦେଲେ ଗଂଜାମର ୮୫ ବର୍ଷିୟ ବୃଦ୍ଧ

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷରେ ରହିଛି ଗଂଜାମ । ଜିଲ୍ଲାରେ ଆଜି ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ଆସିଛି ସାରା ରାଜ୍ୟ ପାଇଁ ଉଦାହରଣ ସାଜିଲା ଭଳି ଖବର । କରୋନାକୁ ମାତ୍ ଦେଇଛନ୍ତି ଜଣେ ୮୫ ବର୍ଷୀୟ ବୃଦ୍ଧ । ଏହି ବୃଦ୍ଧଙ୍କ ଆଗରେ ହାର ମାନିଛି…

କରୋନା କାଳରେ ଏକ ନମ୍ବର ସାବୁନ ହେଲା ଡେଟଲ

ନୂଆଦିଲ୍ଲୀ: କରୋନା କାଳରେ ବାଜି ମାରିଛି ଡେଟଲ ସାବୁନ । ରିପୋର୍ଟ ମୁତାବକ ଡେଟଲ ପ୍ରଥମଥର ପାଇଁ ଲାଇଫବୟ ଓ ଲକ୍ସକୁ ପଛରେ ପକାଇ ଦେଶରେ ଏକ ନମ୍ବର ବ୍ରାଣ୍ଡ ହୋଇଛି । ଗ୍ଲୋବାଲ ମାର୍କେଟ ବିକ୍ରିରେ ୬୨ ପ୍ରତିଶତ ଉନ୍ନତି ହୋଇଛି । ଭାରତୀୟ ମାର୍କେଟରେ ଏହା ୪୩୦ବେସିସି ପଂଏଟକୁ ଉନ୍ନୀତ ହୋଇଛି…

ଲାଞ୍ଚୁଆ ଥାନା ବାବୁ, ୧୦ ହଜାର ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ୧୦ ହଜାର ଟଙ୍କା ହାତଗୁଞ୍ଜା ନେବା ବେଳେ ଧରା ପଡ଼ିଲେ ଥାନା ବାବୁ । ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଏସଆଇ । ତାଙ୍କ ନାଁ ସରୋଜ ରଞ୍ଜନ ରଥ । ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ବିଭାଗ । ଟଙ୍କା ବି ଜବତ ହୋଇଛି ।…

ମାଲକାନଗିରି ପୌର ପରିଷଦ ଓ ବାଲିମେଳା NAC ସଟ୍‌ଡାଉନ୍ ଘୋଷଣା

ମାଲକାନଗିରି: ଜୁଲାଇ ମାସରେ ମାଲକାନଗିରି ଜିଲ୍ଲାରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲିଠୁ ଚାରି ଦିନ…

ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଆଉ ପାଞ୍ଚ ଜଣ ବ୍ୟକ୍ତିଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ। ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି। ଗଞ୍ଜାମ, କନ୍ଧମାଳ, ବାଲେଶ୍ୱର ମାଲକାନଗିରି ଏବଂ ପୁରୀରୁ ଏହି ନୂତନ ମୃତ୍ୟୁ ରେକର୍ଡ ହୋଇଛି । ସବିଶେଷ ତଥ୍ୟ...…

ଓଡ଼ିଶାରେ ୧୦ ହଜାର ଉପରେ ଆକ୍ଟିଭ୍ କେସ୍, ଦିଲ୍ଲୀ ଓ ରାଜସ୍ଥାନଠୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପ୍ରତିଦିନ ହଜାରେ ଉପରେ ଆସୁଛି ପଜିଟିଭ୍ କେସ୍ । ପ୍ରତିଦିନ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଉଛନ୍ତି । ଏବେ ଚିନ୍ତା ବଢ଼ାଇଲାଣି ରାଜ୍ୟର ଆକ୍ଟିଭ୍ କେସ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୯୧୯ ଭୂତାଣୁ ସଂକ୍ରମିତ ବିଭିନ୍ନ…

ବନ୍ୟପ୍ରାଣୀ ଅପରାଧ ରିପୋର୍ଟ: ବାଘ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣରେ ଭାରତ ଆଗରେ

ନୂଆଦିଲ୍ଲୀ: ବାଘର ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣରେ ଭାରତ ଆଗରେ ରହିଛି । ଜାତିସଂଘ ବନ୍ୟପ୍ରାଣୀ ଅପରାଧ ରିପୋର୍ଟରେ ଏହା ଦର୍ଶାଯାଇଛି । ୨୦୦୭ରୁ ୨୦୧୮ ମଧ୍ୟରେ ବିଶ୍ୱର ବିଭିନ୍ନ ଭାଗକୁ ଚାଲାଣ କରାଯାଇଥିବା ବାଘ ଅଙ୍ଗପ୍ରତ୍ୟଙ୍ଗ ୭୦ ପ୍ରତିଶତ କେବଳ ଭାରତ ଓ ଥାଇଲ୍ୟାଣ୍ଡରୁ ଯାଇଛି । ଜୁଲାଇ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଝିଅ, ପାସହାର ୭୮.୭୬ %

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷର ପାସହାର ୭୮.୭୬ ପ୍ରତିଶତ ରହିଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ମଧ୍ୟ ପୁଅଙ୍କ ତୁଳନାରେ ଝିଅ ମାନେ…

ସାରି ଦିଅନ୍ତୁ ଜରୁରୀ କାର୍ଯ୍ୟ; ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତା ଅଗଷ୍ଟ ମାସରେ ୧୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ମାସରେ ବିଭିନ୍ନ ଛୁଟି ଲାଗି ବ୍ୟାଙ୍କ ବନ୍ଦ ରହିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଜାଣନ୍ତୁ ତାଲିକା... ଇଦ୍ ଯୋଗୁ ଅଗଷ୍ଟ ପହିଲାରେ ବ୍ୟାଙ୍କ କାମ ବନ୍ଦ ରହିବ । ୨…