ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ପୂର୍ବତନ ପ୍ରେମିକା ଲେଖିଲେ ସତ୍ୟର ବିଜୟ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା ପାଟାନାରେ ରିୟା ଚକ୍ରବର୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ମଧ୍ୟ ସୋସିଆଲ ସାଇଟରେ ସତ୍ୟର ବିଜୟ ବୋଲି ଲେଖିଛନ୍ତି । ସୁଶାନ୍ତ ଆତ୍ମହତ୍ୟା ମାମଲାରେ…