୨୦୨୧ ଅକ୍ଟୋବରରେ ରିଲିଜ ହେବ ଅଜୟଙ୍କ ‘ମଇଦାନ’
ମୁମ୍ବାଇ: ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ମଇଦାନ’ ୨୦୨୧ ମସିହା ଅକ୍ଟୋବର୧୫ରେ ବଡ ପରଦାକୁ ଆସିବାକୁ ଯାଉଛି।
ଏସମ୍ପର୍କରେ ଶନିବାର ଟ୍ବିଟ୍ କରି ସୂଚନା ଦେବା ସହ ଅଜୟ ଫିଲ୍ମର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି।…
BREAKING NEWS