Latest Odisha News

BREAKING NEWS

Yearly Archives

2021

୪ରୁ ୫ ଦିନରେ ବର୍ଷା ସମ୍ଭାବନା , ପଡିବ ପ୍ରବଳ ଥଣ୍ଡା

ଭୁବନେଶ୍ୱର: ଆଗାମୀ ୪-୫ ଦିନରେ ପ୍ରବଳ ବର୍ଷା, ଆଉ ବର୍ଷା ପରେ ପଡିବ ପ୍ରବଳ ଥଣ୍ଡା । ଶୀତ ଦିନରେ ଲଘୁଚାପ ବର୍ଷା ଏବଂ ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରାୟ ଚାଷୀଙ୍କର ବର୍ଷର ଅମଳ ଉଜୁଡିଯାଇଛି। ଏହା ମଧ୍ୟରେ ଆଗକୁ ପୁଣି ବର୍ଷା ହେବାର ଆକଳନ କରି ପାଣିପାଗ ବିଭାଗ ସୂଚନା ଦେଇଛି…

ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ ସହ ପ୍ରକଳ୍ପ ଉଦଘାଟନ

ବ୍ରହ୍ମପୁର: ଗଞ୍ଜାମରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେଲା ଗଞ୍ଜାମ । ଦିନିକିଆ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୨୭ ଲକ୍ଷ ପରିବାର ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ…

ବାପାଙ୍କ ପ୍ରତିମୂର୍ତ୍ତି ଆଗରେ ବିବାହ କଲେ ଝିଅ, ଭାବୁକ ହେଲେ ଅତିଥି

ଜଳଗାଁଓ(ମହାରାଷ୍ଟ୍ର): ବାପାଙ୍କର ଲାଡଲି ଝିଅ । ଦୁନିଆରେ ଜଣେ ଝିଅ ତା ବାପାଙ୍କୁ ସବୁଠୁ ଅଧିକ ଭଲ ପାଏ । ଏକଥା ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ର ଜଳଗାଁଓର ଜଣେ ଝିଅ । ନିଷ୍ଠୁର କରୋନା ତାଙ୍କ ବାପାଙ୍କୁ ସବୁଦିନ ପାଇଁ ସେମାନଙ୍କ ପାଖରୁ ଦୂରେଇ ଦେଲା । ଝିଅ ଚିନ୍ତା କରିଥିଲେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ ପରେ ପ୍ରତିକ୍ରିୟା ରଖିଲା ଟ୍ୱିଟର୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ ହେବା ପରେ ବୟାନ ଦେଇଛି ଟ୍ୱିଟର୍ ଇଣ୍ଡିଆ । ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ୍ ହେବା ଜାଣିବା ପରେ ତୁରନ୍ତ ସକ୍ରିୟ ହୋଇଥିଲେ । ଆକାଉଣ୍ଟକୁ ସୁରକ୍ଷିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ…

ବ୍ରିଜ୍ ତଳକୁ ଖସିଲା ଟ୍ରକ୍

ଢେଙ୍କାନାଳ: ବ୍ରିଜରୁ ନଦୀକୁ ଖସିଲା ଟ୍ରକ୍ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ସରାଙ୍ଗ ବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଖସିଲା ଆଇରନ ଓର ବୋଝେଇ ଟ୍ରକ୍ । ଦୁର୍ଘଟାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର । ଆଇରନ୍ ଓର୍…

କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ସେ ସୁନାବେଡ଼ାରେ ପହଞ୍ଚିବେ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ପୋଲିସ ଷ୍ଟେସନର ସେ ଉଦଘାଟନ କରିବେ । ପରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି। ମାଲକାନଗିରି ଜିଲ୍ଲାରେ…

ଗଞ୍ଜାମ ଜିଲ୍ଲାବାସୀଙ୍କୁ ମିଳିବ BSKY ସ୍ମାର୍ଟ କାର୍ଡ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁରରେ ପହଞ୍ଚି ମା’ ତାରାତାରିଣୀଙ୍କ ଦର୍ଶନ କରିବେ । ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କ ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ୍ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଅଫିସର ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି ରାତି ପାଖାପାଖି ୨ଟା ୧୧…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଦାରବି ତନୁ କାହିଁକି ଧାରଣ କରିଛନ୍ତି ତାହା ଜାଣିବାପରେ, ମନରେ ପ୍ରଶ୍ନ ଉଠେ ଏହି ଦାରୁ ନିମ୍ବ ବୃକ୍ଷର ଦାରୁ କାହିଁକି ? ଶାଳ, ପିଆଶାଲ, ଶାଗୁଆନ ପ୍ରଭୃତି…

ଧାରାବାହିକ ଉପନ୍ୟାସ : ଦେବୀ (୧୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୧  କୁହୁଡି ଆଚ୍ଛନ୍ନ ପୌଷ ରାତିର ଶୁକ୍ଲାଷ୍ଟମୀ ଜହ୍ନ ପ୍ରାଚୀ ଭିତରେ ଅସ୍ତ ହେବାର ପ୍ରକ୍ରିୟା ଆରମ୍ଭ କରୁଥାଏ। ଆଗନ୍ତୁକ ଅମାଛନ୍ନ ରାତି ଯେ ଜୀବନ୍ତ ତାର ପ୍ରଚାର କରୁଥାନ୍ତି କେତୋଟି ରାତ୍ରଚର ପକ୍ଷୀ। ଠାକୁର ବରଗଛ ଉପରେ ନିଜର…