Latest Odisha News

BREAKING NEWS

Yearly Archives

2021

ଦିନକରେ ଓଡ଼ିଶାରୁ କରୋନା ନେଲା ରେକର୍ଡ ୨୫ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ଓଡ଼ିଶାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୨୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି…

ଆଜି ଓଡ଼ିଶାରୁ ୧୧, ୪୯୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକ ଓ ଅନୁଗୋଳରେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ଏବେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୪୯୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୬ହଜାର ୪୩୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୫୯ଟି । ଦୈନିକ ସଂକ୍ରମଣରେ ଟପ୍ ଫାଇଭ୍ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼,…

କବିତା : ଉତ୍ତରାଧିକାର

ରବି ପଣ୍ଡା  ମୋ ଥାକରେ ଖଣ୍ଡେ ବହି ଅଛି ଦେଇଥିଲେ ବାପା , ତାଙ୍କୁ ତାଙ୍କ ବାପା ଜେଜୀପାଙ୍କୁ ତାଙ୍କ ବାପା। ସେ ବହିକୁ ମୁଁ ଦୁର୍ମୂଲ୍ୟ ସମ୍ବଳ ଭଳି ମୁଁ ସାଇତିଛି, ଦେହରେ ମନରେ ଗୋଟେ ଅପୂର୍ବ ସ୍ପନ୍ଦନ ମୁଁ ଅମଜେଇଛି, ଯେତେବେଳେ ତାକୁ ଛୁଇଁଚି ପୃଷ୍ଠା ରେ ପୃଷ୍ଠାରେ ପାଇଛି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୦-୫-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୦ ରିଖ ଗୁରୁବାର ବୃଷ ୬ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି ପୁରୁଷଙ୍କର ଆଜିର…

କରୋନା ପାଇଁ ଆସନ୍ତାକାଲିଠୁ ୨୭ ତାରିଖ ଯାଏଁ ହାଇକୋର୍ଟ ବନ୍ଦ

କଟକ : ସପ୍ତାହକ ପାଇଁ ବନ୍ଦ ରହିବ ହାଇକୋର୍ଟ । ଆସନ୍ତାକାଲିଠୁ ଆସନ୍ତା ୨୭ ତାରିଖ ଯାଏଁ ହାଇକୋର୍ଟ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି । ହାଇକୋର୍ଟର କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏହି…

କରୋନା ସଂକ୍ରମିତଙ୍କ ସାହା ଭରସା “ସିଲିଣ୍ଡର୍ ବିଟିଆ”

ଶାହାଜାହାନପୁର (ଉ.ପ୍ର): କିଛିଦିନ ତଳେ ଏକାଧିକ ନ୍ୟୁଜ୍ ଏଜେନ୍ସି ଉତ୍ତରପ୍ରଦେଶ ଶାହଜାହାନପୁର ଅଂଚଳର ସିଲିଣ୍ଡର ବିଟିଆକୁ ନେଇ ଚର୍ଚ୍ଚା ଉଠାଇଥିଲେ । ଅନେକ ଖୋଜାଖୋଜି ପରେ ଶେଷରେ ସିଲିଣ୍ଡର ବିଟିଆର ସମସ୍ତ ବିବରଣୀ ହସ୍ତଗତ ହୋଇଛି । ୨୬ ବର୍ଷୟା ଯୁବତୀ । ପରିଚୟ ଅର୍ସି ଅନସାରୀ । ଏହି…

ଆସନ୍ତାକାଲି ୩ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ୧୦ ହଜାର ତଳକୁ ଖସୁନି ଆକ୍ରାନ୍ତ ସଂଖ୍ୟା । ଏଭଳିସ୍ଥିତିରେ ସଂକ୍ରମରକୁ ରୋକିବା ପାଇଁ ରାଜ୍ୟରେ ଜାରି ରହିଛି ଟିକାକରଣ । କିନ୍ତୁ ଆବଶ୍ୟକ ପରିମାଣର ଟିକା ନଥିବାରୁ ବାଧାପ୍ରାପ୍ତ ହେଉଛି ଟିକାକରଣ । ଯେଉଁଥିପାଇଁ ଆସନ୍ତାକାଲି ରାଜ୍ୟର…

କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍

ଭୁବନେଶ୍ବର : ଆସନ୍ତା ୨୪ ତାରିଖରୁ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ । ମେ ୨୪ରୁ ଅଗଷ୍ଟ ୨୩ ତାରିଖ ଯାଏଁ ୩ ମାସ ଧରି ହେବାକୁ ଥିବା ସର୍ଭେ ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ…

କୋଭିଡ୍ ସୁପରିଚାଳନା ପାଇଁ ଆଶାକର୍ମୀଙ୍କୁ ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ବର : କୋଭିଡ ପରିଚାଳନା ପାଇଁ ଆଶାକର୍ମୀଙ୍କୁ ମିଳିବ ୧୦ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଶାକର୍ମୀଙ୍କୁ ଏକକାଳୀନ ମିଳିବ ସହାୟତା । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ଗ୍ରାମାଞ୍ଚଳ ସହ…

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସମୀକ୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା କରିଛନ୍ତି ଏସଆରସି । ଏନେଇ ପୋଲିସ, ଅଗ୍ନିଶମ, ଓଡ୍ରାଫ୍, ଏନଡିଆରଏଫ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଏହାସହ ଜିଲ୍ଲାପାଳ ଓ ଏସପିଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏସଆରସି ।…