ଏବି ଏବଂ ବି ବ୍ଲଡ୍ ଗ୍ରୁପ୍ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଭୂତାଣୁ ଅଧିକ ମାରାତ୍ମକ
ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଅନ୍ୟ ବ୍ଲଡ୍ ଗ୍ରୁପ୍ ତୁଳନାରେ ଏବି ଏବଂ ବି ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି।
ଗବେଷଣାରୁ ଜଣାଯାଇଛି ଯେ, O ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ଭୂତାଣୁ ଦ୍ୱାରା କମ୍ ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ…