Latest Odisha News

BREAKING NEWS

Yearly Archives

2021

ବଙ୍ଗଳା ପାଠ୍ୟ ପୁସ୍ତକରେ ସ୍ଥାନ ପାଇଲା ମାନବ ଏବଂ ଅର୍ଚ୍ଚନାଙ୍କ ଯୋଡି

ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଏବଂ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଫଟୋ ଏଣିକି ପିଲାମାନଙ୍କ ପାଇଁ ବଙ୍ଗଳା ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ। ବଙ୍ଗଳାର ଛାତ୍ରଛାତ୍ରୀ ଏବେ ଉଭୟଙ୍କ ସମ୍ପର୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ। ଏହା ସୁଶାନ୍ତ ଏବଂ…

ଭାରତରେ ବ୍ୟବହାର ହେବ ବ୍ରିଟେନ୍ ପଠାଯିବାକୁ ଥିବା ୫୦ ଲକ୍ଷ ‘କୋଭିସିଲ୍ଡ’

ନୂଆଦିଲ୍ଲୀ: ବ୍ରିଟେନ୍ ପଠାଯିବାକୁ ଥିବା ‘କୋଭିସିଲ୍ଡ’ ଭ୍ୟାକ୍ସିନର ୫୦ ଲକ୍ଷ ଡୋଜର ବ୍ୟବହାର ଭାରତ କରାଯିବ । ଏହି ଡୋଜକୁ ଦେଶର ୨୧ ରାଜ୍ୟର ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏହି ଡୋଜକୁ ସେରମ ଇନଷ୍ଟିଚ୍ୟୁଟ୍ ବ୍ରିଟେନ୍…

କରୋନା ସଙ୍କଟ ବେଳେ ପୁଣି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ, ଖୁବଶୀଘ୍ର ଟିଭି ପରଦାରେ ରାମାୟଣ !

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଗାଥା ରାମାୟଣ ପୁଣି ଥରେ ଖୁବସୀଘ୍ର ଟିଭି ପରଦରେ ଦେଖିବାର ସୁଯୋଗ ମିଳିବ । ଆସନ୍ତା ଗୁରୁବାରଠାରୁ କଲର୍ସ ଚ୍ୟାନେଲରେ ଏହାର ପ୍ରସାରଣ ହେବ । କରୋନା ସଙ୍କଟ ଭିତରେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ କରୋନା କର୍ଫ୍ୟୁ ଲାଗିଛି । ସମସ୍ତେ ଘରେ…

ବାଲେଶ୍ବରରୁ ଉଦ୍ଧାର ଡ଼ଲଫିନର ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଏକ ନଦୀ ମୁହାଣରୁ ଉଦ୍ଧାର ହୋଇଥିବା ଆହତ ଡଲଫିନର ଶୁକ୍ରବାର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ବାଲିଆପାଳର କିଛି ସ୍ଥାନୀୟ ଲୋକ କଙ୍କଡାପାଳ ନଦୀ ମୁହାଣ ନିକଟରେ ଏକ ଡଲଫିନକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ବନ ଅଧିକାରୀମାନଙ୍କୁ ଜଣାଇବା ପରେ…

କୋଭିଡ୍‌ ଚିକିତ୍ସାରେ ଅନିୟମିତତା ଯୋଗୁ ୪ ଘ‌ରୋଇ ହସ୍ପିଟାଲ୍‌ ବିରୋଧରେ ମାମଲା ରୁଜୁ

ଆନ୍ଧ୍ରପ୍ରଦେଶ: ରାଜ୍ୟ ଭିଜିଲାନ୍ସ ଏବଂ ଏନଫୋର୍ସମେଣ୍ଟ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ କୋଭିଡ ଚିକିତ୍ସା ଯୋଗାଇବାରେ ଅନିୟମିତତା ତଥା ଅପବ୍ୟବହାର ବିଷୟରେ ଜାଣିବା ପରେ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ଚାରୋଟି ଘରୋଇ ଡାକ୍ତରଖାନା ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା। "ଫ୍ଲାଇଙ୍ଗ ସ୍କ୍ବାଡ…

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ କରୋନା, କହିଲେ- ‘ଭୂତାଣୁକୁ ହରାଇବି’

ମୁମ୍ବାଇ: କଙ୍ଗନାଙ୍କୁ କରୋନା । ବି-ଟାଉନର ଚର୍ଚ୍ଚିତ, ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ବିବାଦରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରଣାୱତ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ କଙ୍ଗନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । View this post…

କୋଭିଡ୍ ଡ୍ୟୁଟି ପାଇଁ ଏସସିବି ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଦୁର୍ଗାପ୍ରସାଦ ନିକଟରେ ବସଟି ଗଛରେ ଧକ୍କା ହୋଇଛି । ଟର୍ଣ୍ଣିଂ ବୁଲିବା ବେଳେ ଭାରସାମ୍ୟ ହରାଇ ଓଏସଆରଟିସି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୭ ଜଣ ଢାକ୍ତରୀ…

ଆଇଏନଏସ୍ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ, କର୍ମଚାରୀ ସୁରକ୍ଷିତ 

ନୂଆଦିଲ୍ଲୀ: ଆଇଏନଏସ୍ ବିକ୍ରମାଦିତ୍ୟରେ ଶନିବାର ସକାଳେ ସାମାନ୍ୟ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରାଯାଇଥିଲା ବେଳେ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ସେନାର ଜଣେ ମୁଖପାତ୍ର କହିଛନ୍ତି। “କାର୍ଯ୍ୟରତ କର୍ମଚାରୀ ମାନେ ନାବିକ ରହୁଥିବା…

ଆସାମରେ କିଏ ମୁଖ୍ୟମନ୍ତ୍ରୀ: ସସପେନ୍ସ ଭିତରେ ସର୍ବାନନ୍ଦ ସୋନଓ୍ୱାଲ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ଦିଲ୍ଲୀ ଡକରା

ନୂଆଦିଲ୍ଲୀ: ଆସାମରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଣ୍ଡୁନି । କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ? ସର୍ବାନନ୍ଦ ସୋନୋଓ୍ୱାଲ ନା ହିମନ୍ତ ବିଶ୍ୱଶର୍ମା ? ଦିନ ଗଡ଼ିବା ସହ ସସପେନ୍ସ ବଢୁଛି । ଦୁଇ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଭିତରେ ଆଜି ଦିଲ୍ଲୀରେ ବିଜେପି କରିବ ମାନସମନ୍ଥନ । ଏଥିପାଇଁ…

କରୋନା ସଂକ୍ରମଣରେ ସର୍ବାଧିକ ୨୧ ମୃତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ଓଡିଶାର ୧୪ ଜିଲ୍ଲାରୁ ୨୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି। ଚାରିଜଣ କଳାହାଣ୍ଡି ଜିଲ୍ଲାର ହୋଇଥିବାବେଳେ ସୁନ୍ଦରଗଡ, ଅନୁଗୁଳ, ଭଦ୍ରକ ଏବଂ କଟକରୁ ଦୁଇଜଣ ଲେଖାଁଏ ଓ ଢେଙ୍କାନାଳ,…