Latest Odisha News

BREAKING NEWS

Yearly Archives

2021

ଓମିକ୍ରନ୍ ଭୟ: ମୁମ୍ବାଇରେ ଆଜିଠୁ ୭ ତାରିଖ ଯାଏ ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ରରେ ମାଡ଼ି ଚାଲିଛି ଓମିକ୍ରନ୍ । ସଂକ୍ରମଣ ପୁଣି ଥରେ ଉପରମୁହାଁ । ମୁମ୍ବାଇରେ ଦୈନିକ କେସ୍ ବଢୁଛି । ଆଗକୁ ନୂଆବର୍ଷ ଥିବାରୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଆଜିଠାରୁ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଜାରି ହୋଇଛି ।…

ମର୍ମନ୍ତୁଦ ଦୁର୍ଘଟଣା: ଡ୍ରାଇଭର ମୃତ, ବର ଓ କନ୍ୟା ସହ ୮ଗୁରୁତର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସ ୱେର ଆମପାଣି ନିକଟରେ ଦୁର୍ଘଟଣା ହୋଇଛି । ବୋଲେରୋ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଥିଲା । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ବର, କନ୍ୟାଙ୍କ ସମେତ ୮ଜଣ ଗୁରୁତର ହୋଇଥିଲେ । ସୂଚନା ଅନୁଯାୟୀ, ଛତିଶଗଡ଼ର ଡ଼ୁମେରପଦର ଗାଁରୁ ଗତକାଲି ବର…

ଅଧା ଜିତା ହୋଇଥିବା ଏକ ଲଢ଼େଇ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ବିଳମ୍ବରେ ହେଲେ ବି ବିବାଦୀୟ କୃଷି ଆଇନ୍ ତିନୋଟିକୁ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ଅବଶ୍ୟ ଏଥିପାଇଁ ଚାଷୀମାନଙ୍କୁ ଦୀର୍ଘ ବର୍ଷେରୁ ଉର୍ଦ୍ଧ୍ୱ କାଳ ଖରା, ବର୍ଷା, ଶୀତରେ ବସି ଆନ୍ଦୋଳନ…

ଧାରାବାହିକ ଉପନ୍ୟାସ : ଦେବୀ (୨୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ୨୯  କେତେ ସୁନ୍ଦର ଥିଲା ସେ ସବୁ ଦିନ। କେତେ ମନୋରମ ତାର ସମୁଦ୍ର କୂଳିଆ ଗାଆଁ। ଆଦ୍ୟ ଯୌବନର ସେ ସବୁ ମଧୁକ୍ଷରା ମୁହୂର୍ତ୍ତ କୁଆଡେ ହଜିଗଲା। ସମୟ ଆଣି କେଉଁଠି ଥୋଇଲା ତାକୁ ! ପୂର୍ଣ୍ଣ ସକାଳ ହେବାକୁ ଆଉ କିଛି ସମୟ ବାକିଥିଲା।…

ପୋଲିସ ସ୍ତରରେ ଅଦଳ ବଦଳ, ବଦଳିଲେ ମାଲକାନଗିରି ଏସ୍‌ପି

ଭୁବନେଶ୍ବର : ବରିଷ୍ଠ ପୋଲିସ ଅଫିସର ସ୍ତରରେ ଅଦଳବଦଳ । ବଦଳିଛନ୍ତି ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନା । ୨୦୧୭ ବ୍ୟାଚ୍ ଆଇପିଏସ୍ ପ୍ରହଲ୍ଲାଦ ଏସ୍‌. ମୀନାଙ୍କୁ ଏଆଇଜି (ହେଡକ୍ବାର୍ଟର) ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୨୦୧୮ ବ୍ୟାଚ୍ ଆଇପିଏସ୍ ତଥା ତାଳଚେର ଏସଡିପିଓ ନୀତେଶ…

ବିଜୟ ପାଇଁ ଭାରତକୁ ଦରକାର ଆଉ ୬ ୱିକେଟ

ସେଂଚୁରିଆନ: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ଦ୍ୱାର ଦେଶରେ ଭାରତ ପଂହଚିଛି । ଗୁରୁବାର ଅନ୍ତିମ ଦିବସରେ ଭାରତକୁ ୬ ୱିକେଟ ଆବଶ୍ୟକ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକା ୨୧୧ ରନ ଦରକାର କରୁଛି । ଭାରତ ପ୍ରଦତ ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ଜାନୁଆରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାନୁଆରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ତୃଣମୂଳସ୍ତରରେ ଚାଷୀଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ…

କାଲିଠୁ ୫ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍

ଭୁବନେଶ୍ବର : ଆସନ୍ତାକାଲିଠୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ । ପର୍ଯ୍ୟଟକଙ୍କ ପାଇଁ କାଲିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ୫ ଦିନ ନନ୍ଦନକାନନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନୂଆବର୍ଷରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ଏହାସହ ନୂଆ…

ପରିବର୍ତ୍ତନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନେତୃତ୍ବ, ସୂଚନା ଦେଲେ ମୁକେଶ ଅମ୍ବାନି

ମୁମ୍ବାଇ : ପରିବର୍ତ୍ତନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନେତୃତ୍ବ । ଏନେଇ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି । କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ ମିଶି ସେ ନିଜେ ଏହି ପ୍ରକ୍ରିୟାକୁ ତ୍ବରାନ୍ୱିତ କରିବାକୁ ଏବଂ ଯୁବ ନେତୃତ୍ବକୁ ଦାୟିତ୍ବ ହସ୍ତାନ୍ତର…

ଶ୍ରୀମନ୍ଦିରକୁ ୫ଲକ୍ଷ ଟଙ୍କା ସହ ୭ କେଜି ୬୬୨ ଗ୍ରାମ ୩ଟି ରୂପା ଗରା,ଥାଳି ଦାନ କଲେ ଭକ୍ତ

ପୁରୀ : ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ସୁବ୍ରତ ରଥ ନାମକ ଜଣେ ବ୍ୟକ୍ତି ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନାଙ୍କୁ ଭେଟି ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ ନିତ୍ୟ…