Latest Odisha News

BREAKING NEWS

Yearly Archives

2021

ମାଲକାନଗାରି ବିଷାକ୍ତ ଲସି ମାମଲାରେ ନୂଆ ମୋଡ !

ମାଲକାନଗିରି: ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ସାପ୍ତାହିକ ହାଟର ବିଷାକ୍ତ ଲସି ମାମଲା । ଶୋଷ ମେଣ୍ଟାଇବାକୁ ଯାଇ ଲସି ପିଇଥିଲେ ଶତାଧିକ ଗ୍ରାମବାସୀ । ଏହି ମାମଲାରେ ଗତକାଲି ଜଣେ ନାବାଳିକାର ମୃତ୍ୟୁ ହୋଇଛି । ସିମିଳିବାଂଚାରେ ରହୁଥିବା ନାବାଳିକା ଜଣକ ଚିକିତ୍ସାଧୀନ ଅବସ୍ଥାରେ ଗୋଷ୍ଠୀ…

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢାଇଲେ ସେଫ୍‌ ସଞ୍ଜୀବ କପୁର

ମୁମ୍ବାଇ: ଲୋକପ୍ରିୟ ସେଫ୍‌ ସଞ୍ଜୀବ କପୁର ମଧ୍ୟ କୋଭିଡ୍‌ ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏ ନେଇ ସେ ସୋସିଆଲ୍‌ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। “ଆମେ ଖୁବ ଶୀଘ୍ର ଅହମ୍ମଦାବାଦକୁ ବିସ୍ତାର କରିବୁ ବୋଲି ସେ କହିଛନ୍ତି। ଆମକୁ ସୁରକ୍ଷିତ ରଖିବା ପାଇଁ…

ମେ’ ୧୫ ଯାଏ ବିହାରରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ନୀତିଶ

ପାଟଣା: ବିହାରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକଡାଉନ୍ ଘୋଷଣା କରିଛନ୍ତି । ମେ’ ୧୫ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ନୀତିଶ ଟ୍ୱିଟ୍ କରି ଲେଖିଛନ୍ତି, ‘ସହଯୋଗୀ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବିହାରରେ ୧୫ ମେ…

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ, ବନ୍ଦ ହେବନି ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟ

କଟକ: ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍ ପିଲା ପଢ଼ୁଥିବା ବିଦ୍ୟାଳୟ । ବିଦ୍ୟାଳୟ ବନ୍ଦ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି…

ତାମିଲନାଡୁରେ ସାମ୍ବାଦିକଙ୍କୁ ମିଳିଲା କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା

ଚେନ୍ନାଇ: ତାମିଲନାଡୁର ମନୋନୀତ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଙ୍ଗଳବାର ଦିନ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି। ସାମ୍ବାଦିକମାନେ ବର୍ତ୍ତମାନ କରୋନାଭାଇରସ୍ ପ୍ରତି ପ୍ରାଥମିକ ଟିକାକରଣ ସମେତ ସମସ୍ତ ସୁବିଧା ପାଇବାକୁ ଯୋଗ୍ୟ ହେବେ ବୋଲି ସେ କହିଛନ୍ତି।…

ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଉପରେ ସରକାରଙ୍କ ଗୁରୁତ୍ୱ, ଶୁଣୁନାହାଁନ୍ତି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ

ଖୋର୍ଦ୍ଧା: ରାଜ୍ୟରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛି । କେଉଁଦିନ ୧୨ଶହ ତ ଆଉ କେଉଁଦିନ ୧୧ ଶହ । ହଜାରେ ତଳକୁ ଦୈନିକ ସଂକ୍ରମଣ ମାମଲା ଖସୁନି । ଲକ୍ଷଣ ଥିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇନେବାକୁ ସରକାର କହୁଛନ୍ତି । କିନ୍ତୁ, ଟେଷ୍ଟିଂ ଦାୟିତ୍ୱରେ…

ଟିକା ଅଭାବ; ରାଜ୍ୟର ଏହି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମେ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ରାଜଧାନୀର ୟୁନିଟ୍-୬ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମ୍ବାଦିକମାନଙ୍କ ପାଇଁ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏହି ଟିକାକରଣ ଅଭିଯାନ ସକାଳ ୯.୩୦ ରେ ଆରମ୍ଭ ହେବ। ଅନ୍ୟପକ୍ଷରେ, ଅନ୍ୟ ସମସ୍ତ ଯୋଗ୍ୟ ବର୍ଗଙ୍କ ପାଇଁ ଟିକାକରଣ ବିଷୟରେ ସୂଚନା…

ମେ ୯ରେ ରିଲିଜ କରିବ ଜରିନ୍ ଖାନଙ୍କ ଅଭିନୀତ ‘ଫିଲ୍ମ ହମ୍ ଭୀ ଅକେଲେ, ତୁମ୍‌ ଭୀ ଅକେଲେ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍ ଖାନ୍ ଏବଂ ଅଶୁଂମାନ ଝାଙ୍କ ଅଭିନୀତ ହମ୍ ଭୀ ଅକେଲେ, ତମ୍‌ ଭୀ ଅକେଲେ ଆସନ୍ତା ୯ ରେ ଡିସ୍ନି + ହଟଷ୍ଟାର୍ ଭିଆଇପିରେ ରିଲିଜ ହେବାକୁ ଯାଉଛି। OTT ପ୍ଲାଟଫର୍ମ ଗତକାଲି ଏହାର ଫିଲ୍ମର ଟ୍ରେଲର ରିଲିଜ୍ କରିଛି। ଫାଷ୍ଟ ରେ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ…

ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୫୭ ହଜାରରୁ ଅଧିକ କରୋନା ସଂକ୍ରମିତ; ୩,୪୪୯ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ବେଗ କମିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ମଧ୍ୟ ଲାଗୁ କରିସାରିଲେଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୭,୨୨୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ୩,୨୦,୨୮୯…

ଦିଲ୍ଲୀରେ ହେବାକୁ ଥିବା IPL ମ୍ୟାଚ୍ ନେଇ ଦ୍ୱନ୍ଦ୍ୱ ଜାରି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ କରୋନା ସଂକ୍ରମିତ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ଦିଲ୍ଲୀରେ ହେବାକୁ ଥିବା ଆଗାମୀ ଆଇପିଏଲ୍ ମ୍ୟାଚକୁ ଚିନ୍ତାରେ ପଡ଼ିଛି । ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସର ୨ ଜଣ ଖେଳାଳି କୋଭିଡ୍ ସଂକ୍ରମିତ…