Latest Odisha News

BREAKING NEWS

Yearly Archives

2021

କରୋନାର ବ୍ରାଜିଲ୍ ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ‘କୋଭାକ୍ସିନ୍’

ହାଇଦ୍ରାବାଦ: ଦେଶୀ ଟିକା ‘କୋଭାକ୍ସିନ୍’ କରୋନାର ବ୍ରାଜିଲ୍ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ । କରୋନା ଟିକା ‘କୋଭାକ୍ସିନ୍’କୁ ନେଇ ହୋଇଥିବା ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି । ପୂର୍ବରୁ କୋଭାକ୍ସିନ୍ ୟୁକେ ଭାରିଆଣ୍ଟ, B.1.1.7 ଏବଂ ମହାରାଷ୍ଟ୍ରର ଡବଲ ମ୍ୟୁଟାଣ୍ଟ କୁହାଯାଉଥିବା B.1.617…

ମହାମାରୀ କରୋନା ନେଲା ଆଉ ୧୫ ଜୀବନ, ଖୋର୍ଦ୍ଧାରୁ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଥମୁନି ସଂକ୍ରମଣ କି କମୁନି କରୋନା ମୃତ୍ୟୁ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ଭଳି ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମହାମାରୀରେ ଖୋର୍ଦ୍ଧାରୁ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ରାୟଗଡ଼ାରୁ ୩,…

୨୭ ବର୍ଷ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ମେଲିଣ୍ଡା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିଲ୍ ଗେଟ୍ସ ଲେଖିଛନ୍ତି, ଅନେକ ଆଲୋଚନା ଓ…

ରାଜ୍ୟରୁ ଆଉ ୮ ହଜାର ୨୧୬ ପଜିଟିଭ୍, ୧୨ ଜିଲ୍ଲାରେ ୩ ଶହ ଉପରେ ଦୈନିକ ମାମଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୮ ହଜାର ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ଟି ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ୧୨ ଜିଲ୍ଲାରେ ଦୈନିକ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୫-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୪ରିଖ ମଙ୍ଗଳ ବାର ମେଷ ୨୧ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ-:…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୬୫ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ମାଧ୍ୟମରେ ୧୬୫ତମ କଥାମୃତ ଓ ଭଜନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି ସଭାରେ ନାରାୟଣ ମହାପାତ୍ର, ଦାମୋଦର ସେନାପତି, ବାଳକୃଷ୍ଣ…

ସାହିତ୍ୟାୟନ ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଠ ସାହିତ୍ୟ ସଂସ୍ଥା 'ସାହିତ୍ୟାୟନ' ପକ୍ଷରୁ ମନୋଜ ଦାସଙ୍କ ସ୍ମୃତିରେ 'ଅଦୂରବିଦେଶୀ ମନୋଜ' ଶୀର୍ଷକରେ ଅନଲାଇନ ମାଧ୍ୟମରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦଘାଟନ କରି…

ଦିଦିଙ୍କ ଦବଦବା

ପଶ୍ଚିମବଙ୍ଗରେ ବାଜିମାତ୍ କରିଛି ଟିଏମସି । ଫେଲ୍ ମାରିଛି ବିରୋଧୀ ଦଳର ସବୁ ଅଙ୍କ । ଚଳିତ ବର୍ଷ ତୃତୀୟ ଥର ପାଇଁ ସରକାର ଗଢିବ ଟିଏମସି । ରାଜନୈତିକ ଗୋଟି ଚାଳନାରେ ପୁଣି ଶାସନ କ୍ଷମତା ଅକ୍ତିଆର କରିଛନ୍ତି ମମତା ବାନାର୍ଜୀ । ଆଉ ଏବେ ଅନେକ ରଥି ମହାରଥୀଙ୍କୁ ପଛରେ ପକାଇ ସରକାର ଗଢିବେ ମମତା…

ମେ’ ୫ରେ ଶପଥ ନେବେ ମମତା ବାନାର୍ଜୀ

କୋଲକାତା : ଆସନ୍ତା ମେ’ ୫ ତାରିଖରେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଏନେଇ ସୂଚନା ଦେଇଛନ୍ତି ଟିଏମସି ନେତା ପାର୍ଥ ଚାଟାର୍ଜୀ । ପାର୍ଥ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ପରେ ପ୍ରୋଟେମ୍ ସ୍ପିକର ଭାବେ…

ଦୋକାନରେ ଗହଳି ନ‌କରିବାକୁ ଅପିଲ କଲେ ଏସଆରସି

ଭୁବନେଶ୍ୱର: ଓଡିଶା ସରକାର ସାରା ରାଜ୍ୟରେ ଆସନ୍ତା ୫ରୁ ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ଏଭଳି ସମୟରେ ଭୟଭୀତ ନହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ଅପିଲ କରିଛନ୍ତି। ଏପରିକି ସହରରେ ଥିବା ଦୋକାନ ବଜାରରେ ଭିଡ଼ ନକରିବାକୁ ସେ ଜନସାଧାରଣଙ୍କୁ…