Latest Odisha News

BREAKING NEWS

Yearly Archives

2021

ଫିଲ୍ମ ‘ଦ ଡର୍ଟି ପିକ୍ଚର’ ପାଇଁ ବିଦ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦି ଡର୍ଟି ପିକ୍ଚର ପାଇଁ ବିଦ୍ୟା ବାଲାନ ନଥିଲେ ପ୍ରଥମ ପସନ୍ଦ। ଏଥିପାଇଁ ପ୍ରଥମେ କଙ୍ଗନାଙ୍କୁ ଚୟନ କରାଯାଇଥିଲା। ସେ ଏହି ଅଫର୍‌ ପ୍ରତ୍ୟାଖାନ କରିବା ପରେ ଏହି ଚରିତ୍ର ପାଇଁ ବିଦ୍ୟାଙ୍କୁ ବଛାଯାଇଥିଲା। ଏ ନେଇ ଏକ ସାକ୍ଷାତକାରରେ କଙ୍ଗନା ରାନାୱତ…

ବିଲେଇକୁ ଉଦ୍ଧାର କରିବା ପରେ କାହିଁକି କାନ୍ଦି ପକାଇଲେ ଅଗ୍ନିଶମ କର୍ମଚାରୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ଅଗ୍ନିଶମ କର୍ମଚାରୀ ବିଲେଇ ଉଦ୍ଧାର କରିବା ସମୟର ଏକ ହୃଦୟସ୍ପର୍ଶୀ ଭିଡିଓ ଇଣ୍ଟରନେଟରେ ବେଶ୍‌ ଭାଇରାଲ ହେଉଛି। ୨୮ ସେକେଣ୍ଡର କ୍ଲିପ୍ ଟ୍ୱିଟରରେ ମେଡ ୟୁ ସ୍ମାଇଲ ନାମକ ଏକ ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଥିଲା। ଅନଲାଇନରେ ଉପଲବ୍ଧ ହେବାର ତିନି ଘଣ୍ଟା ମଧ୍ୟରେ ଏହାକୁ…

ବିବାଦକୁ ଏଡ଼ାଇବା ପାଇଁ ଏହି ଫିଲ୍ମର ନାଁ ପରିବର୍ତ୍ତନ କରିବେ ସଲମାନ !

ନୂଆଦିଲ୍ଲୀ: ବଲିଉଡ୍‌ ସହିତ ବିବାଦର ପୁରୁଣା ସମ୍ପର୍କ ଅଛି ରହିଛି। ବଲିଉଡ୍‌ରେ ଅନେକ ଲୋକପ୍ରିୟ କଳାକାରଙ୍କ ଫିଲ୍ମକୁ ନେଇ ବିବାଦ ଉପୁଜିଛି। ତେବେ ଏହି ବିବାଦରୁ ଦୂରେଇ ରହିବା ପାଇଁ ସଲମାନ ବର୍ତ୍ତମାନ ନିଜର ଏହି ଫିଲ୍ମର ଟାଇଟଲ୍‌ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା…

ଅକ୍ସିଜେନ ଅଭାବରୁ ୧୪ କରୋନା ରୋଗୀଙ୍କ ମୃତ୍ୟୁ !

ଆନ୍ଧ୍ରପ୍ରଦେଶ: ସୂଚନା ଅନୁଯାୟୀ ଶନିବାର ଅନନ୍ତପୁର ସରକାରୀ ଜେନେରାଲ ହସ୍ପିଟାଲରେ ୧୪ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି। ଅମ୍ଳଜାନ ଅଭାବରୁ ଏହି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ଅସ୍ୱୀକାର କରିଛି। ଜିଲ୍ଲା ପ୍ରଶାସନ ଡାକ୍ତରଖାନା ପରିଦର୍ଶନ କରି…

ଅଭିନେତା ଅନିରୁଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଅଭିନେତା ଅନିରୁଦ୍ଧ ଡାଭେ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ। ତେବେ ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅନିରୁଦ୍ଧଙ୍କ ମୁଖପାତ୍ର ନିକଟରେ ତାଙ୍କ ସ୍ୱାସ୍ଥ୍ୟ…

କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ଦେହାନ୍ତ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି । ଏହାଦ୍ୱାରା ରାଜ୍ୟର…

ଲକଡାଉନ୍ ବେଳେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଜଗିବେ ସରପଞ୍ଚ

ଭୁବନେଶ୍ୱର: ଲକଡାଉନ୍ ବେଳେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରହିବ । ସେମାନଙ୍କୁ ଜଗିବା ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ସରପଞ୍ଚମାନଙ୍କୁ…

ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ପିଟିଲେ ଲୋକ

ବାରିପଦା: କରୋନା କାଳରେ ଚଇତି ପର୍ବ ପାଳନ । ବନ୍ଦ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଲୋକଙ୍କ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ ଦେବାନବାହାଳି ଗାଁରେ ଏହି ଘଟଣା ଘଟିଛି । ଲୋକଙ୍କ ଆକ୍ରମଣରେ ଶରତ ଥାନା ଏଏସଆଇ…

ଖୁବ୍‌ ଶୀଘ୍ର ଲଣ୍ଡନରୁ ଭାରତ ଫେରିବେ ପୁନାୱାଲା

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ସେ କିଛି ଦିନ ପରେ ଲଣ୍ଡନରୁ ଭାରତ ଫେରିବେ। ଭାରତରେ ଦିନକୁ ଦିନ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ସେ କୋଭିଡ୍‌ ଟିକା ଉତ୍ପାଦନ ଉପରେ ଥିବା ଚାପ ବିଷୟରେ କହିବା ପରେ ପୁନାୱାଲା ଏହି…

ଆଜି ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ ଫ୍ରାନ୍ସ

ନୂଆଦିଲ୍ଲୀ: ରବିବାର ଦିନ ଫ୍ରାନ୍ସ ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ। ଯେଉଁଥିରେ ଆଠଟି ବଡ଼ ଅକ୍ସିଜେନ ଜେନେରେସନ୍‌ ପ୍ଲାଣ୍ଟ ରହିଛି। ଏହା କରୋନା ମହାମାରୀର ଭୟଙ୍କର ଦ୍ୱିତୀୟ ତରଙ୍ଗ ବିରୁଦ୍ଧରେ ଦେଶକୁ ମୁକାବିଲା କରିବାରେ ସାହାଯ୍ୟ କରିବ। ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ…