Latest Odisha News

BREAKING NEWS

Yearly Archives

2021

ଲକଡାଉନରୁ କାହାକୁ ବାଦ, କାହା ଉପରେ କଟକଣା ?

ଭୁବନେଶ୍ୱର: ଓଡ଼ିଶାରେ କରୋନାର ବର୍ଦ୍ଧିତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ଓ ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ଟିକାକରଣ କାମ ଜାରି ରହିବ । ଯେଉଁମାନେ ଟିକାକରଣ ପାଇଁ ପଞ୍ଜିକରଣ ଓ ସ୍ଲଟ ବୁକିଂ କରିଛନ୍ତି ସେମାନେ…

ଓଡ଼ିଶାରେ ୧୪ ଦିନିଆ ଲକଡାଉନ୍ ଘୋଷଣା: ଆସନ୍ତା ୫ ତାରିଖ ସକାଳୁ କଡ଼ା କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ୫ ତାରିଖରୁ(ବୁଧବାର) ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ୫ଶହ ମିଟର ଦୂରତା…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ଦିଲୀପ କୁମାର

ମୁମ୍ବାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର। ସୂଚନା ଅନୁଯାୟୀ ରୁଟିନ ଚେକ୍‌ଅପ୍‌ ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ପ୍ରଦାନ କରି ଏହା କହିଛନ୍ତି।…

ପଶ୍ଚିମ ଓଡ଼ିଶା ସୀମାନ୍ତର ୩ଟି ଜିଲ୍ଲା ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ଛଡ଼ିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ସୀମାନ୍ତବର୍ତ୍ତୀ ୩ଟି ଜିଲ୍ଲା ଗସ୍ତରେ ଯାଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସେ ରାଉରକେଲା…

ପଶ୍ଚିମବଙ୍ଗ ଜନାଦେଶ: ସକାଳ ୧୦ ସୁଦ୍ଧା ଗଣତିରେ ଆଗରେ ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ବାଜି ଜିତିବ କିଏ ? ଇଭିଏମ୍ ପେଡ଼ି ଖୋଲିଛି । ଜନମତର ଗଣନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗରେ ରହିଛି ତୃଣମୂଳ କଂଗ୍ରେସ । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡରେ ଟିଏମସି ୧୩୯ଟି ଆସନରେ ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ୧୧୫ଟି ଆସନରେ ଆଗରେ ରହିଛ୍ତି ।…

ଥମୁନି କରୋନା ମୃତ୍ୟୁର ବିଭୀଷିକା: ଆଜି ଦେଶରୁ ୩ହଜାର ୬୮୯ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ଅଧିକ ଜୀବନ ନେଉଛି । କ୍ରମାଗତ ପଞ୍ଚମ ଦିନରେ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୩୫ଶହରୁ କମୁନି । ଆଜି ମହାମାରୀରେ ଆଉ ୩ହଜାର ୬୮୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ଏଯାଏ କରୋନାରେ ପ୍ରାଣ ହରାଇଲେଣି ୨ଲକ୍ଷ ୧୫ହଜାର ୫୪୨ ଜଣ ।…

ରାଜ୍ୟରୁ କରୋନା ନେଲା ଆଉ ୧୪ ଜୀବନ, ରାୟଗଡ଼ାରୁ ସର୍ବାଧିକ ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି । କିନ୍ତୁ ବଢ଼ିଛି ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରୁ କରୋନା ନେଇଛି ୧୪ ଜୀବନ । ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ୨ ଜଣ ସଂକ୍ରମିତଙ୍କ…

ଖୋଲିଲା ଇଭିଏମ୍ ପେଡ଼ି: ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ

ନୂଆଦିଲ୍ଲୀ: ଆଜି ଫୈସଲାର ଦିନ । ଜନାଦେଶ କାହା ସପକ୍ଷରେ ଯିବ । ଖୋଲିଲା ଇଭିଏମ୍ ପେଡ଼ି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚନର ଆସିବ ଫଳାଫଳ । ସକାଳ ୮ଟାରୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । କୋଭିଡ୍…

ଆଜି କମିଲା: ୨୪ ଘଣ୍ଟାରେ ରାଜ୍ୟରୁ ୮୦୧୫ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଫ୍ଲାଟନିଂ ସ୍ଥିତିରେ କରୋନା ସଂକ୍ରମଣ । କେବେ ବଢୁଛି ତ କେତେବେଳେ ଖସୁଛି । ଗତକାଲି ୧୦ ହଜାର ପାର କରିଥିଲା । ଆଜି ପୁଣି ୮ ହଜାରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୧୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ହଜାର ୩୯୮ଟି କମ୍…

କବିତା : ସାହିତ୍ୟ ମାଧୁର୍ଯ୍ୟ

ଦେବାଶିଷ ସେନାପତି  ସାହିତ୍ୟ ସୁଶବ୍ଦ ମାଧୁର୍ଯ୍ୟ କବିଙ୍କୁ କରାଏ ଅଧୈର୍ଯ୍ୟ କିଏ ଲେଖେ ଏଠି ଶାନ୍ତିର ଗାଥା ଗଢିକାକୁ ସୁଖ ସମାଜ ବୁଝାଏ କେ କେତେ ତାତ୍ପର୍ଯ୍ୟ କିଏସେ ଝରାଏ ଭାବ ଭାଷାରସ ପାଠକ ହୁଅନ୍ତି ଆଶ୍ଚର୍ଯ୍ୟ ।। ଆଙ୍କିଦିଏ କିଏ ଲେଖନୀ ମୁନରେ ଶୀତ ସକାଳର ସୂର୍ଯ୍ୟ…