Latest Odisha News

BREAKING NEWS

Yearly Archives

2021

ଏହି ରାଜ୍ୟରେ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ମେ ୧ରୁ ଆରମ୍ଭ ହେବନି ଟିକାକରଣ ଅଭିଯାନ

ମଧ୍ୟପ୍ରଦେଶ: ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଟିକାକରଣ ଅଭିଯାନ ମଧ୍ୟପ୍ରଦେଶରେ ମେ ୧ ରୁ ଆରମ୍ଭ ହେବ ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଉତ୍ପାଦକମାନେ ଠିକ୍ ସମୟରେ ଟିକା ଯୋଗାଇ ପାରିବେ ନାହିଁ ଯେଉଁଥିପାଇଁ ମେ ୧ରୁ ଏହି ଅଭିଯାନ…

କରୋନାରୁ ସୁସ୍ଥ ହେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ହରାଇବାରେ ସଫଳ ହୋଇଛନ୍ତି । ଏପ୍ରିଲ ୧୪ରେ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ହୋଇଥିଲେ । ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ । ଏବେ ରିପୋର୍ଟ ନେଗେଟିଭ ଆସିବାରୁ ସେ ଆଶ୍ୱସ୍ତ ହୋଇଛନ୍ତି । ଟୁଇଟ କରି ସେ ଜଣାଇଛନ୍ତି…

ଭୁବନେଶ୍ୱରରୁ ବୋଲେରୋ ଲୁଟେରା ଗ୍ୟାଙ୍ଗ ଗିରଫ, କୋଲକାତାକୁ ଲମ୍ବିଛି ଚେର

ଭୁବନେଶ୍ୱର: ରାଜଧାନୀରୁ ସିରିଜ୍ ବୋଲେରୋ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଲୁଟେରା ଗ୍ୟାଙ୍ଗ୍‌ର ଚେର କୋଲକାତା ଯାଏ ଲମ୍ବିଥିବା ସୂଚନା ମିଳିଛି । ଲୁଟେରା ଗ୍ୟାଙ୍କରେ ଆଉ କେଉଁମାନେ…

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତା ରଣଧୀର କପୁର

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ରଣନ୍ଧୀର କପୁରଙ୍କୁ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଥିବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) କୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହି ଅଭିନେତା, ପୂର୍ବରୁ କହିଥିଲେ ଯେ ତାଙ୍କର…

୩୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ୩୦୦ ଭେଣ୍ଟିଲେଟର ଭାରତକୁ ପଠାଇବ ଜାପାନ

ନୂଆଦିଲ୍ଲୀ: ଜାପାନ ୩୦୦ ଅମ୍ଳଜାନ କନ୍‌ସେନ୍‌ଟ୍ରେଟର ଏବଂ ୩୦୦ ଭେଣ୍ଟିଲେଟର ଯୋଗାଇବ ଯାହା କରୋନାଭାଇରସ୍ ସଂକ୍ରମଣର ଏକ ଭୟଙ୍କର ଦ୍ୱିତୀୟ ତରଙ୍ଗକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସକୁ ସମର୍ଥନ କରିବ ବୋଲି ସୂଚନା ମିଳିଛି। ଜାପାନର ରାଷ୍ଟ୍ରଦୂତ ସତୋଶୀ ସୁଜୁକି ଟ୍ୱିଟରେ କହିଛନ୍ତି…

କୋଭିଡ୍‌ ନିୟମ ଉଲ୍ଲଂଘନ; ସିଲ୍‌ ହେଲା ରାଜଧାନୀର ଆଉ ଏକ ପ୍ରମୁଖ ବଜାର

ଭୁବନେଶ୍ୱର: କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସହରର ପ୍ରମୁଖ ବଜାର ଡମଣା ହାଟକୁ ସିଲ୍ କରିଛି। କୋଭିଡ୍‌ ନିର୍ଦ୍ଦେଶାବଳୀ ଅନୁଯାୟୀ ଗୁରୁବାର ଦିନ ଏହି ସିଲ୍ ନେଇ ଆଦେଶ ଜାରି କରାଯାଇଥିଲା ଏବଂ ଏହାକୁ ୪୮ ଘଣ୍ଟା ପାଇଁ…

ବେକାବୁ କରୋନା: ୭ ଦିନରେ ରାଜ୍ୟରୁ ୪୯ ହଜାର ପଜିଟିଭ୍, ୭୦ ମୃତ

ଭୁବନେଶ୍ୱର: ଏପ୍ରିଲରେ ଓଡ଼ିଶାରେ କରୋନା କାୟା ମେଲାଇଛି । ନାକି ଆଖି ଦେଖାଇଛି । ଦୈନିକ ସଂକ୍ରମଣରେ ନୂଆ ରେକର୍ଡ କରିଛି କରୋନା । ମାସେ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩ହଜାର ୭୯୨ ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ୨୯ ତାରିଖରେ…

କରୋନାରୁ ଆରୋଗ୍ୟ ଲାଭ ପରେ ମଧ୍ୟମ ବର୍ଗ ବୟସ୍କଙ୍କଠାରେ ହୃଦ୍‌ଘାତ ସମସ୍ୟା ବୃଦ୍ଧି ପାଉଛି!

ନୂଆଦିଲ୍ଲୀ:ତଥ୍ୟ ଅନୁଯାୟୀ ୩୦ ରୁ ୫୦ ବର୍ଷ ବୟସ୍କ ଆରୋଗ୍ୟ ଲାଭ କରିଥିବା କୋଭିଡ ରୋଗୀଙ୍କଠାରେ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ତୀବ୍ର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନର ହୃଦ୍‌ଘାତ କାରଣରୁ ଶ୍ୱାସକ୍ରିୟାରେ ସମସ୍ୟା, ଛାତି ଯନ୍ତ୍ରଣା, ହଠାତ୍ ଆରମ୍ଭ ହେବା ଭଳି…

ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କର ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ନିକଟରେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

କାନପୁରରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ; ୧ ମୃତ ୨ ଆହତ

କାନପୁର: ଶୁକ୍ରବାର ଦିନ କାନପୁରର ପାନକି ଗ୍ୟାସ କାରଖାନାରେ ରିଫିଲିଂ ସମୟରେ ଅମ୍ଳଜାନ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସକାଳ ୪.୩୦ ସମୟରେ ରୟାଲ ଶିଶୁ ଡାକ୍ତରଖାନାର ସିଲିଣ୍ଡର ରିଫିଲ କରାଯାଉଥିବା ବେଳେ ଏହି ଘଟଣା…