Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୬୭୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ଆତଙ୍କ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୪୬୭୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା…

ଡି କକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ରାଜସ୍ଥାନକୁ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କ୍ୱିଂଟନ ଡି କକ(୭୦ ନଟଆଉଟ, ୫୦ ବଲ, ୬ଚୌକା, ୨ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୭୧ ରନ ସଂଗ୍ରହ…

ଭୁବନେଶ୍ବରରୁ ଆଉ ୮୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁନି ମହାମାରୀ କରୋନା । ରାଜ୍ୟରେ ପ୍ରତିଦିନ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ହଟସ୍ପଟ୍ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ୮୫୧ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୬ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୭୫୭ । ସେହିପରି ଭୁବନେଶ୍ବର ଅଞ୍ଚଳରୁ…

ସ୍ଥଗିତ ହେଲା ଚାର ଧାମ ଯାତ୍ରା…

ନୈନିତାଲ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ ଚାର ଧାମ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କହିଛନ୍ତି ଯେ ଚାରି ମନ୍ଦିରରେ କେବଳ ପୁରୋହିତମାନେ ରୀତିନୀତି ଅନୁସାରେ ପୂଜା କରିବେ। ଏହି…

କୋଭିଡ ପିଡୀତାଙ୍କ ପାଇଁ ସହାୟତା ରାଶି ଘୋଷଣା କଲା ରାଜସ୍ଥାନ ରୟାଲ୍ସ ଟିମ୍‌

ନୂଆଦିଲ୍ଲୀ: କରୋନା ଲଢ଼େଇରେ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଏହା ଭାରତରେ କୋଭିଡ ପିଡୀତାଙ୍କୁ ଦିଆଯିବ । ତେବେ ରାଜସ୍ଥାନ ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଖୁବ୍ ଶୀଘ୍ର ଅକ୍ସିଜେନ୍ ସମସ୍ୟା ଦୂର କରିବା ପାଇଁ…

କମିଲା କୋଭାକ୍ସିନ୍ ଦର

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ସାରା ଦେଶର ଲୋକଙ୍କ ପାଇଁ ଖୁସି ଖବର । ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ପରେ କମିଲା ଭାରତ ବାୟୋଟେକର କୋଭାକ୍ସିନ ଟିକା ଦର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତ ବାୟୋଟେକ୍ । କୋଭାକ୍ସିନ ଟିକାର ଡୋଜ୍‌ ପିଛା ଦର ୪୦୦ ଟଙ୍କାକୁ କମାଇଛି…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ୍

ଜୟପୁର : ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଏହିକ୍ରମରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଅଶୋକ ଗେହଲଟ୍ । ଟେଷ୍ଟ ରିପୋର୍ଟରେ ସେ ପଜିଟିଭ୍…

ଜାମ୍‌ନଗରରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌

ମୁମ୍ବାଇ : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି । ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନ ସହ ଏହାର…

[ଭିଡିଓ] ପ୍ରଶଂସା ସାଉଣ୍ଟୁଛି କେରଳ ପୋଲିସର ସଚେତନତା ଭିଡିଓ

କେରଳ: କରୋନା ସଚେତନତା ପାଇଁ କେରଳ ପୋଲିସ ଆପଣେଇଛି ନିଆରା ଉପାୟ । ଏକ ସୁପରହିଟ୍ ତାମିଲ ଗୀତରେ ୯ଜଣ ପୋଲିସ କର୍ମୀଙ୍କୁ ଡାନ୍ସ କରିବାରେ ଦେଖିବାକୁ ମିଳିଛି । ଏହି ଗୀତର ଲିରିକ୍ସରେ ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ସାମାଜିକ ଦୂରତ୍ୱ ଅବଲମ୍ବନ ଓ ସାନିଟାଇଜର ବ୍ୟବହାର କରିବା ପର୍ଯ୍ୟନ୍ତ…

ଆସନ୍ତୁ ଜାଣିବା ଆମ ଜୀବନର କେତେକ ରୋଚକ ତଥ୍ୟ ବିଷୟରେ

ପୁରୀ: ଆମେ ବଂଚୁଥିବା ଜୀବନ ଅନେକ ରହସ୍ୟରେ ଭରପୂର । ଦୈନନ୍ଦିନ ଜୀବନରେ ଆମେ ଯାହା କିଛି କରୁଛୁ ଆସନ୍ତୁ ଜାଣିବା ତାହାର ଲେଖା ଯୋଖା ହିସାବ । ୧.ଆମେ ଆମ ଜୀବନକାଳ ମଧ୍ୟରେ ଯେତିକି ଲାଳ ଗଡାଉଛେ ତାହା ଯଦି ରଖାଯାଏ ତେବେ ୨ଟି ସୁଇମିଂ ପୁଲ ହୋଇଯିବ । ୨.ଜଣେ ବ୍ୟକ୍ତି ତା ଜୀବନରେ…