Latest Odisha News

BREAKING NEWS

Yearly Archives

2021

ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ପଜିଟିଭ

ଚେନ୍ନାଇ: ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଅଲୁ ଅର୍ଜୁନ ସୋସିଆଲ ମିଡିଆକୁ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ହୋମ୍ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାଛଡ଼ା ସେ ତାଙ୍କ…

ପ୍ଲାନେଟୋରିୟମ୍ ଓ ଆଦିବାସୀ ସଂଗ୍ରହାଳୟରେ ହେବ ଭର୍ଚୁଆଲ ଶୋ’

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଳା ଭୂମି, ଆଦିବାସୀ ସଂଗ୍ରହାଳୟ ଏବଂ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ବନ୍ଦ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆଚାର୍ଯ୍ୟ ବିହାରରେ ଥିବା ପ୍ଲାନେଟୋରିୟମ୍ ଏପ୍ରିଲ୍ 20 ଏବଂ ସିଆରପିଏଫ ସ୍କୋୟାର ସ୍ଥିତି ଆଦିବାସୀ ସଂଗ୍ରହାଳୟ ଦର୍ଶକ…

କୋଭିଡ୍ ସମୟରେ ଟେଲି ମେଡିସିନରେ ଚିକିତ୍ସା ପରାମର୍ଶ, ଲେଖି ରଖନ୍ତୁ ଜରୁରୀ ଫୋନ୍ ନମ୍ବର

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଇଛି । ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ ନଥିଲେ ହସ୍ପିଟାଲ ଆସିବାକୁ ଲୋକଙ୍କୁ ବାରଣ କରାଯାଉଛି । ଏହାସହ ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ…

୧୭ ଦିନ ପାଇଁ ବନ୍ଦ ରହିବ ବ୍ରହ୍ମପୁର ଏହି ଦୋକାନବଜାର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନାର ଭୟାବହ ପରିସ୍ଥିତିକୁ ଦେଖି ଦେଶୀବେହେରା ସାହିର ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି। ବ୍ୟବସାୟ ସଂସ୍ଥା ବୁଧବାର ଦିନ ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ବଡ଼ ବଜାରରେ ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।…

ଅକ୍ସିଜେନ୍ ହବ୍ ଓଡ଼ିଶା: ୬ ଦିନରେ ୮ଟି ରାଜ୍ୟକୁ ଦେଲାଣି ୨୧୧୨ ମେଟ୍ରିକ୍ ଟନ୍ ଅମ୍ଳଜାନ

ଭୁବନେଶ୍ୱର: ମହାମାରୀ ଭିତରେ ଅକ୍ସିଜେନ୍ ସଂକଟ ବିଭିନ୍ନ ରାଜ୍ୟକୁ କରୋନା ବିରୋଧୀ ଲଢ଼େଇରେ ଚିନ୍ତା ବଢ଼ାଇଛି । ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ବିଭିନ୍ନ ରାଜ୍ୟକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଲଗାତାର ୬ ଦିନ ହେବ ଅକ୍ସିଜେନ୍ ଯୋଗାଣ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୮ଟି ରାଜ୍ୟରୁ…

ଟ୍ୱିଟର୍‌ରେ ଟ୍ରେଣ୍ଡ କରୁଛି #ResignPMModi

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କାୟା ବିସ୍ତାର କରିଥିବା କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ପରେ ଟ୍ବିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମଙ୍ଗଳବାର ସକାଳଠାରୁ ଟ୍ୱିଟରରେ #Resign_PM_Modi ଟ୍ରେଣ୍ଡ କରୁଛି। ଦେଶରେ କରୋନା…

ସିଏମ୍‌ ରିଲିଫ ଫଣ୍ଡ୍‌କୁ ଗୋଟିଏ ଦିନର ଦରମା ଦେବେ ଓଡ଼ିଶା ଆଇଏଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ଓଡିଶା ସରକାରଙ୍କୁ ସହାୟତା କରିବା ପାଇଁ ସମସ୍ତ ରାଜ୍ୟ କ୍ୟାଡର ଆଇଏଏସ୍ ଏବଂ ଆଇଏଫଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଆଇଏଏସ ଏବଂ ଆଇଏଫଏସ୍…

ବଢୁଛି ସଂକ୍ରମଣ; ଦେଶରୁ ଦିନକରେ ୩ ଲକ୍ଷ ୬୦ ହଜାର ପଜିଟିଭ୍, ୩୨୯୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ଉପରେ ରହିଛି । ଆଜି ଦୈନିକ ସଂକ୍ରମଣ ପ୍ରାୟ ୩ ଲକ୍ଷ ୬୦ ହଜାର ଛୁଇଁଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୬୦ ହଜାର ୯୬୦ ନୂଆ…

ଓଡ଼ିଶା ଆସୁଛି ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା, ଯାଜପୁର ଓ କେନ୍ଦୁଝରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ (୪୫ବର୍ଷରୁ ଅଧିକ) ଟିକାକରଣ ଜାରି ରହିଛି ।  ଆଜି ରାଜ୍ୟରେ ପହଞ୍ଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା । ଟିକା ଅଭାବରୁ ଆଜି ଯାଜପୁର ଓ କେନ୍ଦୁଝରରେ ବନ୍ଦ ରହିଛି ଟିକାକରଣ । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ଏହି ସୂଚନା ଦେଇଛନ୍ତି…

ଦେଶରେ ୨ଲକ୍ଷ ପାର କଲା କରୋନା ଡେଥ୍ କେସ୍, ୬ ମାସରେ ଲକ୍ଷେ ମୃତ

ନୂଆଦିଲ୍ଲୀ: କରୋନାର ଏପ୍ରିଲ ଟେନସନ୍ । ଘାତକ ହେଉଛି ମହାମାରୀ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ପାର କରିଛି । ସେହିପରି ରେକର୍ଡ ତିନି ହଜାର ଡେଇଁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୨ଶହ ୯୩ ଆକ୍ରାନ୍ତ…