Latest Odisha News

BREAKING NEWS

Yearly Archives

2021

୧୮ ବର୍ଷରୁ ଅଧିକ ବୟସ୍କ ଟିକାକରଣ ପାଇଁ ଆଜିଠୁ କରିପାରିବେ ପଞ୍ଜୀକରଣ

ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ଅପରାହ୍ନ ୪ ଟାରେ ଖୋଲିବ ବୋଲି ବୁଧବାର କେନ୍ଦ୍ର ସରକାର କହିଛନ୍ତି। “ଏପ୍ରିଲ୍ ୨୮ ରେ ଅପରାହ୍ନ ୪ଟାରେ cowin.gov.in, ଆରୋଗ୍ୟ ସେତୁ ଆପ୍ ଏବଂ ଉମଙ୍ଗ ଆପ୍ ରେ ୧୮ ବର୍ଷରୁ ଅଧିକ ବୟସ୍କ…

୧୦୦ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଦାନ କଲେ ଅକ୍ଷୟ କୁମାର ଏବଂ ପତ୍ନୀ ଟ୍ୱିଙ୍କଲ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅକ୍ଷୟ କୁମାର ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ଏକ ସଂସ୍ଥାକୁ ୧୦୦ଟି ଅମ୍ଳଜାନ କନ୍‌ସେନ୍‌ଟ୍ରେଟର ଏକ ଦାନ କରିଛନ୍ତି। ଟ୍ୱିଙ୍କଲ୍ ଖାନ୍ନା ଅନ୍ୟମାନଙ୍କୁ କରୋନାଭାଇରସ୍ ର ଦ୍ୱିତୀୟ ତରଙ୍ଗ ସହିତ ଲଢିବାରେ ସାହାଯ୍ୟ କରିବାକୁ ଏବଂ ସହଯୋଗ…

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଦୁଇ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତ ମହାରାଷ୍ଟ୍ରର ଗଡ଼ଚିରୋଲିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଗଡ଼ଚିରୋଲି ଜିଲ୍ଲାର ଜାମ୍ବିଆ ଗୋଟା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ…

ଆସାମରେ ୬.୪ ତୀବ୍ରତାର ବଡ଼ ଧରଣର ଭୂମିକମ୍ପ

ଗୁଆହାଟୀ: ଆସାମରେ ବଡ଼ ଧରଣର ଭୂମିକମ୍ପ । ସକାଳୁ ସକାଳୁ ଜୋରଦାର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୬.୪ । ସକାଲ ୭ଟା ୫୧ ମିନିଟରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ଗୁଆହାଟୀରୁ ୧୪୦ କିଲୋମିଟର ଦୂର ଧେକିଆଜୁଲି ଟାଉନ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଓ…

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଚାରିଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭୋର ପ୍ରାୟ ୩ଟା ୪୦ମି. ସମୟରେ ମୁମ୍ବ୍ରାର କୋଉଶୁଆ ସ୍ଥିତ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତିନୋଟି…

ରାଜ୍ୟରୁ କରୋନା ନେଲା ଆଉ ୧୦ ଜୀବନ, ସପ୍ତାହେ ଭିତରେ ୫୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଅଛନ୍ତି ୩ ଜଣ ଲେଖାଏ ଆକ୍ରାନ୍ତ । ସେହିପରି ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୫ମ ପର୍ଯ୍ୟାୟରେ ଆସିଲା ୧୨ଖଣ୍ଡ ଫାସୀ କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପଞ୍ଚମ ପର୍ଯ୍ୟାୟରେ ନୟାଗଡରୁ ୧୨ଖଣ୍ଡ ଫାସୀ କାଠ ଗୋଟିଏ ଟ୍ରକରେ ପୁରୀରେ ପହଁଚିଛି। ଏହି ଟ୍ରକକୁ ଶ୍ରୀ ନଅର ସମ୍ମୁଖରେ କାଢିଦିଆଯାଇଛି। ସୂଚନା ଅନୁଯାୟୀ ଏହି ଫାସୀ କାଠରେ ତିନିରଥ ଚକ ପାଇଁ ତୁମ ନିର୍ମାଣ କରାଯିବ। ତିନିରଥ ପାଇଁ ୪୨ଗୋଟି ଚକ…

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ, ୮୩୮୬ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୮ ହଜାର ଟପିବା ସହ ରେକର୍ଡ ଭାଙ୍ଗିଛି। ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୮ ହଜାର ୩୮୬ ନୂଆ ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୪୭୮୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୦୫ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ବ୍ୟଙ୍ଗ : ଟିକସ ଆଦାୟ

ଓଁ ଅଭିଜ୍ଞାନ ସାହୁ ଏଇ ଗଲା ଗତ ରବିବାର କଥା, ସକାଳୁ ସକାଳୁ ବସି ଖବରକାଗଜ ପଢୁଥାଏ ଆସିଲା ମୋର ମୋବାଇଲକୁ ଗୋଟେ ଏସଏମଏସ । ଫୋନ ଉଠେଇ ଦେଖେତ ଆର ରୁମରେ ପାଠ ପଢ଼ୁଥିବା ମୋ' ଝିଅ ପଠେଇଛି ,"ବାବା ଆଜି କେଏଫସି ରେ ସ୍ପେଶାଲ ଅଫର । ଛଅ ପିସକୁ ପାଞ୍ଚଶ ଷାଠିଏ ଟଙ୍କା ।" ଭାବିଲି,  ଅବିକା…

ଗଳ୍ପ : ରାମ ପାଗଳା

ସ୍ମୃତି ପଟ୍ଟନାୟକ କଲୋନୀ ସାରା ହୁରି ପଡିଯାଇଥିଲା,ଲୋନିକୁ କିଏ ଆଣିବ ରାମ ପାଗଳା ପାଖରୁ? ତାର ବାପା, ମାଆ, କାନ୍ଦି କାନ୍ଦି ଅଚେତ ଅବସ୍ଥାରେ, କଲୋନୀ ସାରା ଲୋକେ ସମସ୍ତେ ଖୁବ୍ ଆତଙ୍କିତ ଅବସ୍ଥାରେ, ପ୍ରକୃତ ଘଟଣା କୁ ସମସ୍ତେ ଭୁଲି ଯାଇଥିଲେ, କରୋନା ଭାଇରସର ଆତଙ୍କ ଯୋଗୁ ଲୋନିର ମାଆ…