ବିଦେଶୀ ଖେଳାଳିଙ୍କୁ ନିରାପଦରେ ସ୍ୱଦେଶ ପଠାଇବା ଦାୟିତ୍ୱ ଆମର : ବିସିସିଆଇ
ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢ଼ାଉଥିବାରୁ ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିମାନେ ଭୟଭୀତ ହେଇ ପଡିଛନ୍ତି । ଇତି ମଧ୍ୟରେ ଆଣ୍ଡ୍ର୍ୟୁ ଟାଇ, କେନ ରିଚାର୍ଡସନ, ଆଦାମ ଜାମ୍ପା ଭଳି ଖେଳାଳି ସ୍ୱଦେଶ ଫେରିବା ପାଇଁ ଘୋଷଣା କରି ସାରିଛନ୍ତି ।
ମଙ୍ଗଳବାର…