Latest Odisha News

BREAKING NEWS

Yearly Archives

2021

ଅମ୍ଳଜାନ ଅଭାବ ହେତୁ ୨୦ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଅମ୍ଳଜାନ ଅଭାବ ହେତୁ ଦିଲ୍ଲୀସ୍ଥିତ ଜୟପୁର ଗୋଲଡେନ ହସ୍ପିଟାଲରେ ୨୦ ଗୁରୁତର କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଏମଡି ଡି କେ ବାଲୁଜା ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଅମ୍ଳଜାନ ଯୋଗାଣ ପାଇଁ ଡାକ୍ତରଖାନା ଦିଲ୍ଲୀ ସରକାରଙ୍କୁ ଏକ SOS ପଠାଇଥିଲା।…

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ବହୁ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଓଡ଼ିଶାରେ କୋଭିଡ୍ ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । କଡ଼ାକଡ଼ି କରାଯାଇଛି ଅଗ୍ନି ନିରାପତ୍ତା…

ସୋମବାର ରାଜ୍ୟର ଏହି ୨ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ସୂଚନା ଅନୁଯାୟୀ ଓଡିଶାର କୋରାପୁଟ ଏବଂ ଝାରସୁଗୁଡା ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକାକରଣ ସୋମବାର ବନ୍ଦ ରହିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଶୁକ୍ରବାର ଦିନ ୭୬୯ ସ୍ଥାନରେ ଟିକାକରଣ କରାଯାଇଥିଲା ଏବଂ ସୋମବାର ୨୮…

ଦେଶରେ ୨୬ ଶହ ଟପିଲା ଦୈନିକ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରୁଛି କରୋନା। ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୪୬ ହଜାର ୭୮୬ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୬୨୪ ସଂକ୍ରମିତଙ୍କ ଜୀବନ।…

ଆଜିଠୁ ଆନ୍ଧ୍ରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ

ଆନ୍ଧ୍ରପ୍ରଦେଶ: ଶନିବାର ଠାରୁ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଦିନ…

ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲ

ନୂଆଦିଲ୍ଲୀ: ଶୁକ୍ରବାର ଏପ୍ରିଲ ୨୩ ତାରିଖ ଦିନ ଦିଲ୍ଲୀରେ କୋଭିଡ-୧୯ ସମ୍ବନ୍ଧୀୟ ଜଟିଳତା କାରଣରୁ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଗତ ସପ୍ତାହରେ ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର କରୋନା…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ, ବିଭିନ୍ନ ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ପୂର୍ବତନ ପୋଲିସ କମିସନର ପରମବୀର ସିଂ ଆଣିଥିବା ଦୁର୍ନୀତି ଅଭିଯୋଗ ଉପରେ ମାମଲା ରୁଜୁ ହୋଇଛି । ଏହାସହ ଅନୀଲ ଦେଶମୁଖଙ୍କ ଘର ସମେତ ବିଭିନ୍ନ ସ୍ଥାନରେ…

ଟୁଇନ୍ ସିଟିରେ ସଟଡାଉନ୍ କଟକଣା କଡ଼ାକଡ଼ି, ଅମାନିଆଙ୍କ ଉପରେ ପୋଲିସ ଆଖି

ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଟୁଇନ୍ ସିଟିରେ କଟକଣ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଇଛି । କଟକରେ ୨୫ଟି ଓ ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

ଖୋର୍ଦ୍ଧା: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧା ଅଞ୍ଚଳରୁ ଏତେ ପରିମାଣର ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ପଚରାଉଚରା କରୁଛି ଏସଟିଏଫ୍ । ଏତେ ପରିମାଣର ବ୍ରାଉନସୁଗର ସେମାନ ଆଣିଲେ କେଉଁଠୁ ? ରାଜ୍ୟର କେଉଁ…

ଉତ୍ତରାଖଣ୍ଡରେ ହିମସ୍ଖଳନ; ଆଲର୍ଟ ଜାରି କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ଚାମୋଲି ଜିଲ୍ଲାର ନୀତି ଭ୍ୟାଲିର ସୀମାବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହିମସ୍ଖଳନ ହୋଇଛି। ହିମସ୍ଖଳନ ସୂଚନା ମିଳିବା ପରେ ସୀମା ସଡକ ସଂଗଠନର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ହେଲେ ତୁଷାରପାତ ହେତୁ ସେହି ଅଞ୍ଚଳ ସହ କୌଣସି ସମ୍ପର୍କ ସ୍ଥାପନା…