Latest Odisha News

BREAKING NEWS

Yearly Archives

2021

କ୍ରମାଗତ ଦ୍ୱିତୀୟ ଦିନରେ କରୋନା ରାଜ୍ୟରୁ ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ଘାତକ ହେଉଛି ମହାମାରୀ । ରାଜ୍ୟରେ ସଂକ୍ରମଣ ସହ ବଢିଛି ଦୈନିକ ମୃତ୍ୟୁସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ କରୋନା ଆଉ ୮ ଜୀବନ ନେଇଛି । ଏମାନଙ୍କ ଭିତରେ ଅଛନ୍ତି ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଆକ୍ରାନ୍ତ । ସେହିପିର ବାଲେଶ୍ୱର, ବରଗଡ଼, ଭଦ୍ରକ, ନୂଆପଡ଼ା ବଲାଙ୍ଗିର ଓ କଟକ…

ବିଜାପୁରରୁ ଅପହୃତ ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ଦାନ୍ତେଓ୍ୱାଡା: ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ । ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛନ୍ତି । ଛତିଶଗଡ଼ ବିଜାପୁରରୁ ଅପହୃତ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଯବାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରାଜସ୍ବ ନିରୀକ୍ଷକ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ। ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ…

ରାଜ୍ୟରେ ୪ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୬୬୪୭ ପଜିଟିଭ୍

ଭୁବନେଶ୍ୱର: କରୋନା କାୟା ବିସ୍ତାର କରୁଛି । ରାଜ୍ୟରେ ୭ହଜାର ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬ହଜାର ୬୪୭ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ଆଜି ୭ଟି ଜିଲ୍ଲାରେ ୩ଶହ ଉପରେ…

ରାଜ୍ୟର ସବୁ ସହରାଞ୍ଚଳ ସପ୍ତାହାନ୍ତ ସଟଡାଉନ୍, ଜରୁରୀ କାମ ନଥାଇ ବାହାରିଲେ ଧରୁଛି ପୋଲିସ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦୋକାନବଜାର, ଗାଡ଼ିମୋଟର ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ । ସୋମବାର ସକାଳ ୫ଟା ଯାଏ ସଟଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ଜାରି ରହିବ କେବଳ ଅତ୍ୟାବଶ୍ୟକ…

କୁଳାଙ୍ଗାର ଉବାଚ : ମନ ମୁତାବକ କରୋନା

କବି କୁଳାଙ୍ଗାର ମାଗଣା ମିଳୁ ମାଗଣା ମିଳୁ ବୋଲି ଆମେ ସବୁବେଳେ କରୁ କାମନା; ଇଶ୍ବର ଶେଷରେ ବିରକ୍ତ ହୋଇକି ମାଗଣାରେ ଦେଲେ କରୋନା! ବଡ ଦହଗଞ୍ଜେ ଚଳୁ, ତଥାପି ଆଶା ମାଗଣା ଟୀକା ମିଳୁ!! ଛୁଟି କାଟିବାକୁ ମନ ସଭିଁକର କାମଦାମ ବେଶି ଚାହୁଁନୁ; ଇଶ୍ବର ତେଣୁ ବ୍ୟବସ୍ଥା…

କବିତା : ଶ୍ରେଷ୍ଠ ଉପହାର

ଯଶୋବନ୍ତୀ ରାଉତ  କେବେ କେବେ ଚେଇଁ ଉଠେ ଗଣତନ୍ତ୍ର ଜାତୀୟ ଦିବସ ନାଁରେ, ସଭା ସମିତିରେ, ସରକାରୀ ଅଫିସ ଆଉ କାର୍ଯ୍ଯାଳୟ ସାମନାରେ ! ଏଠି ଏମିତି ବର୍ଷ ତମାମ୍ ନୀରବି ଯାଇଥିବା ପାଦଚିହ୍ନମାନଙ୍କର ସମୀକ୍ଷା ଚାଲେ, ଫୁଲମାଳଟେ, ଧୂପକାଠିଟେ ଦେଇ ସେମାନଙ୍କୁ ପୁନର୍ବାର ଆସନ୍ତା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୪-୪-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୪ ତାରିଖ ଶନିବାର ମେଷ ୧୧ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ଉତ୍ତର ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଦିନ ୧୨ଟା ପର୍ଯ୍ୟନ୍ତ ତାପରେ କନ୍ୟା ଚନ୍ଦ୍ର ଭୋଗ ହେବ ଆଜିର ଘାତ ବାରବୃଷ,…

ଅନଲାଇନ ମାଧ୍ୟମରେ ଇଂରାଜୀ ପୁସ୍ତକ ‘ଭୁବନେଶ୍ୱର’ ଉନ୍ମୋଚିତ

ଭୁବନେଶ୍ୱର : ମହାଦେବଙ୍କ ମହିମାକୁ କେନ୍ଦ୍ର କରି 'ସରନା ଏଜୁକେସନାଲ ଏଣ୍ଡ କଲଚରାଲ ସର୍ଭିସେସ' ଆନୁକୂଲ୍ୟରେ ଇଂରାଜୀ ଭାଷାରେ ରଚିତ ଓ ପ୍ରସ୍ତୁତ 'ଭୁବନେଶ୍ୱର-ଲର୍ଡ ଶିବଜ ଇଷ୍ଟର୍ଣ୍ଣ ଆବୋଡ଼' ଶୀର୍ଷକ ପର୍ଯ୍ୟଟନ କୈନ୍ଦ୍ରିକ ପୁସ୍ତକର ଉନ୍ମୋଚନ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ପୁସ୍ତକଟି…

ବିଜନେସ୍ ଟାଇକୁନ୍ ରତନ ଟାଟା

ବିଜନେସ୍ ଟାଇକୁନ୍ ରତନ ଟାଟା । ଜଣେ ଶିଳ୍ପପତି ଆଉ ସମାଜସେବୀ । ପ୍ରଥମେ ଆଇବିଏମ୍‌ରୁ ଚାକିରୀ ଛାଡି ଟାଟା ଷ୍ଟିଲରୁ କାମ ଆରମ୍ଭ କରିଥିଲେ ରତନ । ଦେଶର ସମସ୍ୟା ଆଉ ସଙ୍କଟ କାଳରେ ସବୁବେଳେ ସହଯୋଗ ପାଇଁ ଆଗକୁ ଆସିଛନ୍ତି । ଏପରିକି କରୋନା ଭଳି ବିପତ୍ତି ସମୟରେ ମଧ୍ୟ ପ୍ରତିଦିନ ୩ଶହ ଟନ୍…