Latest Odisha News

BREAKING NEWS

Yearly Archives

2021

ପୋଲିସ ଗୁଳିଲେ ଟଳିଲା ଦୁର୍ଦ୍ଦାନ୍ତ ମାଓବାଦୀ, ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ

ଦାନ୍ତେଓ୍ୱାଡ଼ା: ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ । ମୃତ ନକ୍ସଲର ନାଁ କୋଷା । ୧୫ ବର୍ଷ ହେବ ସେ ନକ୍ସଲ ସଂଗଠନ ପାଇଁ…

ଭାରତରେ ସିଙ୍ଗଲ୍ ସଟ୍ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଲୋଡିଛି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଭାରତରେ ଏହାର ସିଙ୍ଗଲ୍‌-ସଟ କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଲୋଡିଛି। ସୋମବାର ଦିନ ଜେ ଆଣ୍ଡ ଜେ ଭାରତର ଡ୍ରଗ୍ ରେଗୁଲେଟରରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏବଂ ଆମଦାନୀ ଲାଇସେନ୍ସ ପାଇଁ ଆବେଦନ କରିଛି।…

ଗମ୍ଭୀର ହେଲାଣି ସ୍ଥିତି: କୋଭିଡ୍ ରେଡ୍ ଜୋନରେ ଓଡ଼ିଶାର ୧୦ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ପାଞ୍ଚ ହଜାର ମୁହାଁ ହେଲାଣି । ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ଓଡ଼ିଶା ପାଇଁ ଟେନସନ୍ । ମୁକାବିଲା ପାଇଁ ସରକାର ସହରାଞ୍ଚଳରେ ସଟଡାଉନ୍ ଓ ନାଇଟକର୍ଫ୍ୟୁ ଜାରି କରିଛନ୍ତି । ତଥାପି କରୋନା ମାଡୁଛି । ରେଡ୍ ଜୋନରେ ଅଛି…

କୁମ୍ଭମେଳା ଫେରନ୍ତା ୧୩ କରୋନା ପଜିଟିଭ; କଟକ

କଟକ: ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୩ ଜଣ କୁମ୍ଭ ମେଳା ଫେରିଥିବା ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୧୩ ଜଣ କଟକ ସହର ଏବଂ ୧୦ ଜଣ ରାୟଗଡା ସହରର ବୋଲି ଜଣାପଡ଼ିଛି। ସିଏମସି ରିପୋର୍ଟ ଅନୁଯାୟୀ ସୋମବାର ଦିନ ହରିଦ୍ୱାରରୁ ୩୦ ଜଣ ଲୋକ ସହରକୁ ଫେରିଥିଲେ ଏବଂ…

କରୋନା କବଳରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଉଛି । ନୂଆ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର ଉଭୟ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ନିର୍ବାଚନ ଆୟୋଗର ଶୀର୍ଷ ଦୁଇ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନୀଲ…

ପାଣି ଭିତରେ ସ୍ପାନିଶ୍‌ ଡ୍ୟାନ୍ସରଙ୍କ ଚମତ୍କାର ନୃତ୍ୟ ପ୍ରଦର୍ଶନ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଜଣେ ସ୍ପାନିଶ୍‌ ନୃତ୍ୟଶିଳ୍ପୀଙ୍କ ଚମତ୍କାର ଅଣ୍ଡର ୱାଟର ନୃତ୍ୟ ପ୍ରଦର୍ଶନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଆକ୍ଟଟି ଫ୍ରାନ୍ସର ବାଷ୍ଟେନ୍‌ ସୋଲିଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ତିନି ମିନିଟର ଲମ୍ବା ଚଳଚ୍ଚିତ୍ରର ଏକ ଅଂଶ ଥିଲା। ଟାଙ୍ଗୋ…

ଏହି ଜିଲ୍ଲାରୁ ଚିହ୍ନଟ ହେଲେ କୁମ୍ଭ ମେଳାରୁ ଫେରିଥିବା ୧୦ ଜଣ ପଜିଟିଭ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକକୁ କୁମ୍ଭ ମେଳାରୁ ୨୯ ଜଣ ଫେରିଥିବା ବେଳେ ୧୦ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ୨୯ ଜଣ ରବିବାର ଜିଲ୍ଲାକୁ ଫେରିଥିଲେ । ଆଣ୍ଟିଜେନ୍ ଟେଷ୍ଟରେ ସେମାନଙ୍କ ରିପୋର୍ଟ ପଜିଟଭ୍ ଆସିଛି । କୁମ୍ଭ ମେଳାରୁ ରାୟଗଡ଼ା ଜିଲ୍ଲାକୁ ପ୍ରାୟ ୭୦…

ଅତ୍ୟଧିକ ଗରମରୁ ଆଶ୍ୱସ୍ତି ଚାହାନ୍ତି କି, ତେବେ ନିୟମିତ ପିଅନ୍ତୁ ଏହି ପାନୀୟ

ନୂଆଦିଲ୍ଲୀ: ଅତ୍ୟଧିକ ଗରମରୁ ଆରାମ ଚାହୁଁଛନ୍ତି କି? ତେବେ ନିୟମିତ ପିଅନ୍ତୁ ଏହି ପାନୀୟ। ଗ୍ରୀଷ୍ମ ସମୟରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ବାର୍ଲି ଅର୍ଥାତ୍‌ ଯଅ ପାଣି ପିଇବା, ଯାହାର ଅନେକ ଲାଭ ମଧ୍ୟ ଅଛି। ଭାରତୀୟ ଭାଷାରେ ବାର୍ଲି ସାଧାରଣତଃ ‘‘ ଯଅ ’ଭାବରେ…

କରୋନା ଯୋଗୁ ICSE ଦଶମ ବୋର୍ଡ ପରୀକ୍ଷା ବାତିଲ୍, ISC ଦ୍ୱାଦଶ ପରୀକ୍ଷା ନେଇ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ପରୀକ୍ଷା ଉପରେ କରୋନା ମାଡ଼ । ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ ଓ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି । ଏନେଇ CISEC ପକ୍ଷରୁ ଜାରି ହୋଇଛି ସୂଚନା । କରୋନା କାଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନେଇଚି…

ପ୍ରାଣଘାତୀ କରୋନା: ଆଜି ଦେଶରୁ ନେଲା ୧୭୬୧ ଜୀବନ, କମିଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଘାତକ ହେଉଛି । ଅଧିକ ଜୀବନ ନେଉଛି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଚି ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । କିନ୍ତୁ ଗତକାଲି ଅପେକ୍ଷା ଆଜି କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି…