Latest Odisha News

BREAKING NEWS

Yearly Archives

2021

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀରେ ୨ଟି ଘରୋଇ କୋଚିଂ ସେଣ୍ଟର ସିଲ୍

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ ଯୋଗୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି। ଏହି କୋଚିଂ ସେଣ୍ଟର ହେଉଛି ନୟାପଲ୍ଲୀରେ ଅଦ୍ବିତୀୟ ଏକାଡେମୀ ଏବଂ କଲିଙ୍ଗ ଏକାଡେମୀ। ପୂର୍ବ ଦିନ ଆଇଆରସି…

ନୂଆ ଅବତାରରେ ଆସୁଛନ୍ତି ଅଭିନେତା ଦୀପକ !

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ଅଭିନେତା ଦୀପକ । ଅଭିନୟ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଏହି ଅଭିନେତା ବେଶ କିଛି ଦିନ ଧରି ସଙ୍ଗୀତ ପ୍ରେମରେ ବୁଡି ରହିଛନ୍ତି । ତେବେ ରିୟଲ ନୁହେଁ ବରଂ ରିଲ୍ ଲାଇଫରେ ଦୀପକ ମ୍ୟୁଜିକ ଲଭର ଭାବେ ଦର୍ଶକଙ୍କୁ ଦେଖାଦେବେ । କାହିଁକି ନା ଆଗାମୀ ଦିନରେ ରିଲିଜ ହେବାକୁ…

ନନ୍ଦନକାନନରୁ ୧୩ ପଶୁପକ୍ଷୀ ଗଲେ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ 

ବାରଙ୍ଗ: ଆଜି ଭୁୂବନେଶ୍ବର ନନ୍ଦନକାନନରୁ ମଧ୍ୟପ୍ରଦେଶ ପୁଣି ପଶୁପକ୍ଷୀ ଅଦଳବଦଳ ହୋଇଛନ୍ତି । ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ ପଠାଯାଇଛି । ଧଳା ବାଘୁଣୀ ଓ କଳା ବାଘ, ୩ଟି ଘଡିଆଳ କୁମ୍ଭୀର, ୮ଟି ପିଜାଣ୍ଟକୁ ଇନ୍ଦୋର କମଳା ନେହୁର ପାର୍କ ପଠାଯାଉଛି ।…

ଆଜି ରିଲିଜ ହେବ ଓଡ଼ିଆ କ୍ରାଇମ ଥ୍ରୀଲର ମୁଭି ‘ଚରିତ୍ର’ର ଟ୍ରେଲର

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସିସିର କୁମାର ସାହୁ ଏବଂ ପିନାକୀ ସିଂ ରାଜପୁତ ସେମାନଙ୍କର ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଚରିତ୍ର’କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି କ୍ରାଇମ ଥ୍ରୀଲରର ଟ୍ରେଲର ମଙ୍ଗଳବାର ରିଲିଜ ହେବ। ଏହି ଚଳଚ୍ଚିତ୍ରରେ ପାର୍ଥ ସାରଥୀ ରୟ, ଅନନ୍ୟା ମିଶ୍ର,…

“ରେଡ୍‌ ଲିଷ୍ଟ୍‌ରେ” ଭାରତ‌; ଭାରତରୁ ବ୍ରିଟେନକୁ ଯାତ୍ରା ସ୍ଥଗିତ

ଲଣ୍ଡନ: ବ୍ରିଟେନ ଭାରତକୁ ଏକ “ରେଡ୍‌ ଲିଷ୍ଟ୍‌ରେ” ଯୋଡିଛି। ଯେଉଁଥିରୁ କରୋନାର ପରିବର୍ତ୍ତିତ ରୂପକୁ ଦୃଷ୍ଟିରେ ରଖି ଭାରତରୁ ବ୍ରିଟେନକୁ ଯାତ୍ରା ସ୍ଥଗିତ ରହିଛି ବୋଲି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ବିସିସିଆଇ ଅନୁଯାୟୀ ଗତ ୧୦ ଦିନ ମଧ୍ୟରେ ଅଧିକାଂଶ ଲୋକ ଭାରତରୁ ଯାତ୍ରା…

ପରୀକ୍ଷା ବାତିଲ ଦାବିରେ ତାତିଲେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ, ଘେରିଲେ ନବୀନ ନିବାସ 

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ଘେରିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ସ୍ଥଗିତ ନରଖି ଛାତ୍ରଛାତ୍ରୀ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ।…

ଭୁବନେଶ୍ୱରରେ ପୁଣି ଭକ୍ତଙ୍କ ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ, କରୋନା ପାଇଁ କଟକଣା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବଢୁଛି ସଂକ୍ରମଣ । ବିଶେଷ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ସେକେଣ୍ଡ ଓ୍ୱେଭକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ବିଏମସି । ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଭକ୍ତଙ୍କ ପ୍ରବେଶ ଉପରେ ରୋକ…

ମହଙ୍ଗା ପଡିଲା ମଙ୍ଗଳା ଓଷା, ବନ୍ଧା ହେଲେ ପୂଜକ

ଅନୁଗୁଳ: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି । ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ…

ଦେଶରେ ୧୦ ରାଜ୍ୟରୁ ୮୩% କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନା । ସଂକ୍ରମିତଙ୍କ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ସବୁଠୁ ବଡ଼ କଥା ହେଲା ଦେଶରେ ଯେତିକି ପ୍ରାଣ ହରାଇଛନ୍ତି ତାର ପାଖାପାଖି ୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ବାହାରିଛନ୍ତି । ଦୈନିକ…

ପୁଣି ଓଡ଼ିଶା ଫେରିବ ପୋସ୍କୋ!

ଭୁବନେଶ୍ୱର: ଜଗତସିଂହପୁର ପ୍ରକଳ୍ପରୁ ଓହରିବାର ଚାରି ବର୍ଷ ପରେ ଦକ୍ଷିଣ କୋରିଆର ବୃହତ୍‌ ଷ୍ଟିଲ୍‌ ଉତ୍ପାଦନକାରୀ କମ୍ପାନୀ ପୋସ୍କୋ ୯୦,୦୦୦ କୋଟି ଟଙ୍କାର ଇସ୍ପାତ କାରଖାନା ସହିତ ପୁଣି ଓଡିଶା ଫେରିବ ବୋଲି ସୂଚନା ମିଳିଛି। ଭାରତରେ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲ ସୂଚନା…