Latest Odisha News

BREAKING NEWS

Yearly Archives

2021

ଜାନୁଆରୀ ୨୬ ହିଂସା; ଅଭିଯୁକ୍ତ ଦୀପ୍‌ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଜାତୀୟ ରାଜଧାନୀରେ ହୋଇଥିବା ହିଂସା ଘଟଣାରେ ଅଭିଯୁକ୍ତ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ସିଦ୍ଧୁଙ୍କ ଜାମିନ ଆବେଦନ କିମ୍ବା ସ୍ପଷ୍ଟୀକରଣ ପାଇଁ ଅତିରିକ୍ତ ସେସନ୍ସ ଜଜ୍…

କରୋନା ରେଡ୍ ଜୋନରେ ଓଡ଼ିଶାର ୪ ଜିଲ୍ଲା, ସେସବୁ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର: ରାଜ୍ୟରେ କରୋନାର ସେକେଣ୍ଡ ଓ୍ୱେଭ୍ ଧୀରେ ଧୀରେ ବ୍ୟାପୁଛି । ଦୈନିକ ସଂକ୍ରମଣ ଏବେ ତିନି ହଜାର ଉପରେ । କରୋନା ରେଡ୍ ଜୋନରେ ରହିଛି ରାଜ୍ୟର ୪ଟି ଜିଲ୍ଲା । ଖୋର୍ଦ୍ଧା, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ଅଧିକ ରହିଛି । ଦୈନିକ ସଂକ୍ରମଣ ବି…

ଜଣଙ୍କଠୁ ୩୦ ଜଣ ସଂକ୍ରମିତ ହେଉଛନ୍ତି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନରେ କରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ବଢ଼ୁଥିବା ସଂକ୍ରମଣ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବାହାର ଲୋକ ସଂକ୍ରମଣ ନେଇକି ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଛତିଶଗଡ଼ରୁ…

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କରୋନା ସଂକ୍ରମିତ

କର୍ଣ୍ଣାଟକ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ଶନିବାର ଟ୍ୱିଟରରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ପୃଥକ ରହିବାକୁ କହିଛନ୍ତି।…

ଭେଟେରାନ୍ ତାମିଲ ଅଭିନେତା ବିବେକଙ୍କ ଦେହାନ୍ତ

ଚେନ୍ନାଇ: ତାମିଲ ଅଭିନେତା ବିବେକଙ୍କର ଶନିବାର ଚେନ୍ନାଇରେ ଦେହାନ୍ତ ହୋଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ ଚେନ୍ନାଇ ଡାକ୍ତରଖାନାରେ ସକାଳ ୪:୪୫ରେ ହୃଦଘାତ ପରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରଙ୍କ…

ରାଜ୍ୟର ୩ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ, ଯାହା ଅଛି ୨-୩ ଦିନରେ ସରିଯିବ

ଭୁବନେଶ୍ୱର: କରୋନା କେସ୍ ବଢୁଛି । ଟିକା ଯୋଗାଣ କମିଛି । ରାଜ୍ୟରେ ଏବେ ବି ଟିକାର ଅଭାବ । ଏଥିପାଇଁ ୩ଟି ଜିଲ୍ଲା ଝାରସୁଗୁଡା, ନୂଆପଡ଼ାଓ  କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ ମୋଟ୍ ୧୫ଶହ ଟୀକାକରଣ କେନ୍ଦ୍ର ଅଛି । ଏଥିରୁ ଟିକା ନଥିବାରୁ ୧୦୭୩ଟି ସେଣ୍ଟରକୁ ବନ୍ଦ…

ନାସା ରୋଭର ଚ୍ୟାଲେଞ୍ଜରେ ଓଡ଼ିଶା ଟିମ୍ ତୃତୀୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି ଥରେ କମାଲ କଲେ ଓଡ଼ିଆ । ନାସା ରୋଭର ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛି ଓଡ଼ିଶା ଟିମ୍ । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛି ନାସା । କଟକ ୪୨ ମୌଜାରୁ ନାସା ରୋଭର୍ ଚ୍ୟାଲେଞ୍ଜରେ ଭାଗ ନେଇଥିଲା ଓଡ଼ିଶା ଟିମ୍ । ଏଥିରେ ବିଭିନ୍ନ ଅଞ୍ଚଳରୁ ଥିଲେ…

ଇଣ୍ଟରନେଟ୍‌ ସେ‌ନ୍ସେସନ ପାଲଟିଛି ‘ମ୍ୟାଗି ଲଡୁ’

ନୂଆଦିଲ୍ଲୀ: ଫୁଡ୍‌ ଏନ୍‌ଥୁସିଆଷ୍ଟ୍‌ମାନେ ଅତୀତରେ ମ୍ୟାଗି ନୁଡୁଲ୍ସକୁ ନେଇ ବିଭିନ୍ନ ପରୀକ୍ଷଣ କରିଥିଲେ। ଅରେଞ୍ଜ ମ୍ୟାଗି, ମ୍ୟାଗି ୱିଥ୍‌ କଡ୍‌ ଏବଂ ସୁଇଟ୍‌ ମ୍ୟାଗି ଭଳି ନୂତନ ରେସିପି ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ, କେହି ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମ୍ୟାଗି ଲଡୁ ତିଆରି…

ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୧୩୪୧ ଛୁଇଁଲା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୨ ଲକ୍ଷ ୩୪ ହଜାର ୬୯୨ ଜଣ। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୧୩୪୧ କରୋନା…

ଗର୍ଭବତୀ ମହିଳା ନେଇପାରିବେ ଫାଇଜର୍‌ କିମ୍ବା ମଡର୍ନା ଟିକା

ନୂଆଦିଲ୍ଲୀ: ବ୍ରିଟେନରେ ଗର୍ଭବତୀ ମହିଳାମାନେ ଫାଇଜର୍‌ କିମ୍ବା ମଡର୍ନା ଟିକା ନେବା ଉଚିତ ବୋଲି ବ୍ରିଟିଶ ବିଶେଷଜ୍ଞ ମତ ଦେଇଛନ୍ତି। (JCVI) କହିଛି ଯେ ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। ଏଥିରେ କୁହାଯାଇଛି ଯେ ଏହି ତଥ୍ୟକୁ ଆଧାର କରି ଜେସିଭିଆଇ…