କୋଭିଡ୍ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ କୋଭିଡ୍ ଯୋଦ୍ଧାଙ୍କ ନିଆରା ପ୍ରୟାସ
ଗୁଜରାଟ: ଡାକ୍ତରଖାନାରେ କୋଭିଡ ରୋଗୀଙ୍କୁ ମନୋରଞ୍ଜନ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି। ଗୁଜୁରାଟର ଭଦୋଦରାସ୍ଥିତ ପାରୁଲ ସେବାଶ୍ରମ ହସ୍ପିଟାଲରେ ଏହି ଭିଡିଓ ରେକର୍ଡ କରାଯାଇଛି। ମୁମ୍ବାଇର ଲୋକପ୍ରିୟ ଫଟୋଗ୍ରାଫର ଭାଇରାଲ ଭାୟାନି ଏହି…