Latest Odisha News

BREAKING NEWS

Yearly Archives

2021

ଏମିତି ଚାଲିଛି ଟିକା ଉତ୍ସବ: ଟିକା ଅଭାବରୁ ଓଡ଼ିଶାରେ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଚାଲିଛି ଟିକା ଉତ୍ସବ । ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଅଭିଯାନ ଚାଲିଛି । ଏପଟେ କିନ୍ତୁ ଓଡ଼ିଶାର ଟିକାର ଘୋର ଅଭାବ ଦେଖାଦଇଛି । ଟିକା ଅଭାବରୁ ଆଜି ରାଜ୍ୟର ୧୧ଟି ଜିଲ୍ଲା ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼,…

ମାଓବାଦୀଙ୍କ ମାୟାଜାଲକୁ ଭେଦିଲା ସିଆରପିଏଫ୍

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ବାହିନୀ ଲଗାଇଥିଲା ଲ୍ୟାଣ୍ଡମାଇନ୍ । ନିଷ୍କ୍ରିୟ କଲା ସିଆରପିଏଫ୍ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି । ମାଓ ପ୍ରବଣ ଇଲାକା ମିନପାଠାରୁ ବୁର୍କାପାଲ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମରେ…

ଚଳିତ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ଫିଲ୍ମ ‘ଲାଲ ସିଂ ଚଢା’!

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ 'ଲାଲ ସିଂ ଚଢା' ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ଆମୀର ଖାନ କହିଛନ୍ତି। ସୋସିଆଲ ମିଡିଆରେ ଆସିଥିବା ଏକ ନୂଆ ଭିଡିଓରେ ଅଭିନେତା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଲାଲ ସିଂ ଚଢା' ବିଷୟରେ କଥାବାର୍ତ୍ତା ହେଉଥିବା…

ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ୭୩ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ମନ୍ଦିରମାଳିନୀ ସହରରୁ ବିଶ୍ୱସ୍ତରୀୟ ସ୍ମାର୍ଟସିଟିରେ ପରିଣତ ହୋଇଛି ଭୁବନେଶ୍ୱର । ଏବେ…

ବାଲୁକା କଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ପୁରୀ ଜିଲ୍ଲାରେ ଦିନକୁ ଦିନ କାୟାବିସ୍ତାର କରି ଚାଲିଛି କରୋନା ସଂକ୍ରମଣ। ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା…

ଛତିଶଗଡ଼ରେ କରୋନା ବ୍ରେକ ଫେଲ୍: ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି

ଭୁବନେଶ୍ୱର: ଛତିଶଗଡ଼ରେ କରୋନା ସ୍ଥିତି ସାଂଘାତିକ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ସେପଟେ ବ୍ୟାପୁଛି, ଏପଟେ ଓଡ଼ିଶାରେ ବଢୁଛି । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୫୭୬ ନୂଆ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛି ୧୭୮୪ ପଜିଟିଭ୍ । ଏଥିରୁ…

ଦେଶରେ ଲକ୍ଷେ ୭୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୬୧ ହଜାର ୭୩୬ ଜଣ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩କୁ ବୃଦ୍ଧି ପାଇଛି ।…

୭୩ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, କରୋନା ପାଇଁ ଉତ୍ସବ ନାହିଁ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ମାନ୍ୟତା । କରୋନା ଯୋଗୁ ଏବର୍ଷ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳନ ହୋଇଛି । ଏହି ଅବସରରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା…

ଓୟୁଏଟି ର ୫ ଛାତ୍ରଛାତ୍ରୀ କରୋନା ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ବର OUAT ର ପାଞ୍ଚ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ଚାରିଜଣ ହଷ୍ଟେଲ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ବିଏମ୍ମ‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ସଂକ୍ରମିତ…

ଭାରତକୁ ମିଳିଲା ତୃତୀୟ ଟିକା: ସ୍ପୁଟନିକ୍-Vର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା DCGI

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଖୁସି ଖବର । ମହାମାରୀ ସହ ଲଢ଼େଇରେ ଭାରତକୁ ମିଳିଲା ଆଉ ଗୋଟିଏ କରୋନା ଟିକା । ଋଷର ସ୍ପୁଟନିକ-V ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ୍ ମିଳିଛି । ଗତକାଲି ସବଜେକ୍ଟ ଏକ୍ସପର୍ଟ କମିଟି ପରେ ଆଜି ଅନୁମତି ପ୍ରଦାନ କରିଛି ଡ୍ରଗ୍…