Latest Odisha News

BREAKING NEWS

Yearly Archives

2021

ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ ସୁଦ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା 

ଚଣ୍ଡିଗଡ଼: ପଞ୍ଜାବର ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଅଭିନେତା ସୋନୁ ସୁଦ । ଗତବର୍ଷ କରୋନାର ଭୟଙ୍କର ସ୍ଥିତି ନେଇ ଜାରି ହୋଇଥିବା ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ…

ଜାଣନ୍ତୁ ନାଇଟ୍‌ ୱାଚ୍‌ମ୍ୟାନ୍‌ରୁ ଆଇଆଇଏମ୍‌ ପ୍ରଫେସର ହୋଇଥିବା ଏହି ନିଆରା ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ: ୨୮ ବର୍ଷିୟ ରଣଜିତ ରାମଚନ୍ଦ୍ରନଙ୍କ ଯାତ୍ରା ଅନେକଙ୍କ ପାଇଁ ଆଜି ପ୍ରେରଣା ହୋଇପାରିଛି। ଅନେକଙ୍କ ଲୋକଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇପାରିଛନ୍ତି ରଣଜିତ। ଜଣେ ରାତ୍ରି ଜଗୁଆଳୀରୁ ରାଞ୍ଚିରେ ଆଇଆଇଏମ୍ ରେ ସହକାରୀ ପ୍ରଫେସର ଭାବରେ ନିଜ…

ପିପିଲିରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ ସହ ୨୯ ପ୍ଲାଟୁନ୍ OASP

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ । ୧୭ ତାରିଖରେ ଭୋଟ୍ ପଡ଼ିବ । ତାପୂର୍ବରୁ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ । ୨୯ ପ୍ଲାଟୁନ୍‌ OSAP ବି ମୁତୟନ…

ସର୍ବାଧିକ କରୋନା ପ୍ରଭାବିତ ଦେଶ ତାଲିକାରେ ଦ୍ୱିତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧,୬୮,୯୧୨ ନୂତନ ସଂକ୍ରମଣ ମାମଲା ଆସିବା‌ ପରେ ଭାରତ ବିଶ୍ବରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି। ତଥ୍ୟ ଅନୁଯାୟୀ ବ୍ରାଜିଲର ୧୩.୪୫ ନିୟୁତ ମାମଲାକୁ ଅତିକ୍ରମ କରି ଭାରତର ସମୁଦାୟ ୧୩.୫୩ ମିଲିୟନରେ ପହଞ୍ଚିଛି। ୩୧.୨ ନିୟୁତ ମାମଲା…

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉଦାରତା । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ । ଅଜିତ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ…

ଇମାମି ପେପର ମିଲ୍ସର ୧୦୧ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ

ବାଲେଶ୍ବର: ୧୦୧ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବାଲେଶ୍ବର ପ୍ରଶାସନ ପକ୍ଷରୁ ସୋମବାର ଦିନ ଇମାମି ପେପର ମିଲ୍ସ ଲିମିଟେଡର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କ ସୂଚନା ଅନୁଯାୟୀ ଗତ ୨୪…

ବିଶିଷ୍ଟ ଶିକ୍ଷାବିତ୍ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଜିତେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି। ସେ ଗତ କିଛି ଦିନ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ଏପ୍ରିଲ ୧୦ ତାରିଖରେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ପରିବାର ସୂତ୍ରରୁ…

ପୁଣି ହସ୍ପିଟାଲରେ ଆଡମିଟ ହେଲେ ଏନସିପି ସୁପ୍ରିମୋ, ଆଜି ଶରଦ ପାଓ୍ୱାରଙ୍କ ହେବ ଅପରେସନ

ମୁମ୍ୱାଇ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୁଣିଥରେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ଗତକାଲି ତାଙ୍କୁ ମୁମ୍ୱାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ତାଙ୍କ ଗଲ୍ଫ ବ୍ଲାଡରରେ  ଅପରେସନ ହେବ ବୋଲି ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଓ୍ୱାର…

ଆଜି ରାଜ୍ୟରେ ପହଞ୍ଚିବ ୨.୭୧ ଲକ୍ଷ ଡୋଜ କରୋନା ଟିକା

ଭୁବନେଶ୍ୱର: ସୋମବାର ସନ୍ଧ୍ୟାରେ ଓଡିଶାକୁ ୨.୭୧ ଲକ୍ଷ ଡୋଜ କରୋନା ଟିକା ମିଳିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଶନିବାର ଦିନ ରାଜ୍ୟ ୨.୫ ଲକ୍ଷ ଡୋଜ ଟିକା ଗ୍ରହଣ କରିଥିଲା। ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ…

ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ୍, ଏସସିବିରେ ଦେଇଥିଲା ବିରିୟାନୀ

କଟକ: ଦୁଇ ଦିନ ପରେ ବି ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ତା ପାଉନି ପୋଲିସ । ସେ କେଉଁଠି ଅଛି, ଖୋଳତାଡ ଚାଲିଥିବା ବେଳେ ଆଜି କଟକ କମିଶନରେଟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାଇଦରର ଜଣେ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ଖାନ୍ । ସେ ଚାଉଳିଆଗଞ୍ଜ ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି…