Latest Odisha News

BREAKING NEWS

Yearly Archives

2021

ଗୃହ ଚଳାଇବାକୁ ରାଜି ଅଛି କଂଗ୍ରେସ, ଦୁର୍ଭାଗ୍ୟଜନକ କହିଲା ବିଜେଡି

ଭୁବନେଶ୍ବର : ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ୫ ଦିନ ହେଲା ଚାଲିପାରୁନି ବିଧାନସଭା ଅଧିବେଶନ । ଏଭଳି ସ୍ଥିତିରେ କଂଗ୍ରେସ କହିଛି ଗୃହ ଚଳାଇବାକୁ ରାଜି ଅଛୁ । କିନ୍ତୁ କଂଗ୍ରେସର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି । କାରଣ ସାରା ଓଡ଼ିଶା ଦେଖୁଛି, କଂଗ୍ରେସ କିଭଳି ଗୃହ…

ଅଦାଲତି ମାମଲାକୁ ନେଇ ବିଭ୍ରାନ୍ତି କରୁଛି ବିଜେପି, ପ୍ରେସମିଟ୍ କରି ବର୍ଷିଲା ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଛି ବିଜେପି । ସେହିପରି ମାହାଙ୍ଗ ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର । ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି…

କାଳୀପଡା ଘାଟି ଲୁଟ୍ ମାମଲା: ଧରାପଡିଲେ ଅଭିଯୁକ୍ତ ଉଦ୍ଧାର ହେଲା ଟଙ୍କା

ରାୟଗଡା: ବହୁଚର୍ଚ୍ଚିତ କାଳୀପଡା ଘାଟି ଲୁଟ୍ ମାମଲାର ପର୍ଦ୍ଦଫାସ୍ କଲା ରାୟଗଡା ପୋଲିସ । ଲୁଟ୍ ହୋଇଥିବା ଟଙ୍କା ଜବତ ହେବା ସହ ଗିରଫ ହୋଇଛନ୍ତି ଏକାଧିକ ଅଭିଯୁକ୍ତ । ଲଙ୍କାଗୁଣ୍ଡ ଫିଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ପୋଲିସର ତଦନ୍ତରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ପୋଲିସ…

ଅନ ଲାଇନ ମିଟିଂରେ ସିଇଓ କ୍ଷଣିକରେ ନେଇଗଲେ ୯୦୦ କର୍ମଚାରୀଙ୍କ ଚାକିରୀ

ନ୍ୟୁୟର୍କ: ନ୍ୟୁୟର୍କରେ ଏକ ଅନଲାଇନ ମିଟିଂରେ ଜଣେ ସିଇଓ କ୍ଷଣିକରେ ୯୦୦ କର୍ମଚାରୀଙ୍କ ଚାକିରୀ ନେଇ ଯାଇଛନ୍ତି । ଯାହା ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ବେଟର.କମ ନାମକ ଏକ ସଂସ୍ଥ୍‌ାର ସିଇଓ ବିଶାଳ ଗର୍ଗ ଏହି କାମ କରିଛନ୍ତି । ଜୁମ ମିଟିଂରେ ଗର୍ଗ କର୍ମଚାରୀଙ୍କ ସହ ବୈଠକ ଆରମ୍ଭ…

ଦୁର୍ଦ୍ଦଶା ଦେଇଗଲା ଜଓ୍ବାଦ ବର୍ଷା, ନିମାପଡ଼ାରେ ଧାନ ସହ ପରିବା ଫସଲ ନଷ୍ଟ

ନିମାପଡ଼ା : ସେପ୍ଟେମ୍ବର ମାସରେ ଲଗାଣ ବର୍ଷା ପାଇଁ ସୃଷ୍ଟି ହୋଇଥିଲା କ୍ରୁତ୍ରିମ ବନ୍ୟା । ଆଉ ଏବେ ବାତ୍ୟା ଜଓ୍ବାଦର ବର୍ଷା ଯୋଗୁଁ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ । ନିମାପଡ଼ା ବଳଙ୍ଗା ଅଞ୍ଚଳରେ ଧାନ ସହ କ୍ଷତିଗ୍ରସ୍ତ ହୋଇଛି ପନିପରିବା ଫସଲ । ବର୍ଷା ଯୋଗୁଁ ପ୍ରାୟ ୭୦ ପ୍ରତିଶତ…

ଭିଜିଲାନ୍ସ ପଞ୍ଝାରେ ପୋଲିସ ଏସଆଇ , ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଯାଜପୁର : ପୁଣି ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପୋଲିସ ଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ବିଂଝାରପୁର ଥାନା ଏସଆଇ ଫକୀର ମୋହନ ସିଂ। କଲ୍ୟାଣପୁର ପଂଚାୟତ ବରିବାଗଗାଁ ର ବସନ୍ତ କୁମାର ଜେନା ଙ୍କୁ ଏକ କେଶ ରେ ସହାୟତା କରିବା ପାଇଁ ୬ହଜାର ଟଙ୍କା…

ବର୍ଷା ଉଜାଡ଼ି ଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଭଦ୍ରକ : ବାତ୍ୟା ଚାଲିଗଲା, ହେଲେ ଦେଇଗଲା ଦୁର୍ଦ୍ଦଶା । ବର୍ଷା ଛାଡିଯାଇଛି, କିନ୍ତୁ ଚାଷୀଙ୍କ ଦୁଃଖକୁ ବଢ଼ାଇ ଦେଇଛି । ବର୍ଷା ଫଳରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ବନ୍ତ ବ୍ଲକରେ ହେକ୍ଟର ହେକ୍ଟର ଚାଷ ଜମି…

କୋହଲିଙ୍କ ନାମରେ ବିଶ୍ୱ ରେକର୍ଡ

ମୁମ୍ବାଇ: ୱାଙ୍ଖେଡ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅଧିନାୟକ ଭାବେ କୋହଲି ସମସ୍ତ ଫର୍ମାଟରେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଚରେ ବିଜୟ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତୀୟ…

ନୂଆ ଷ୍ଟ୍ରେନରେ ଅଧିକ ସଂକ୍ରମିତ ହେବେନି ଭାରତୀୟ ଶିଶୁ

ନୂଆଦିଲ୍ଲୀ : ବ୍ୟାପୁଛି ଓମିକ୍ରନ । ମାମଲା ବଢୁଥିବା ବେଳେ, ଭୟଭୀତ ହେଲେଣି ଲୋକେ । ତେବେ ଦେଶରେ ଏହି ଭ୍ୟାରିଆଣ୍ଟ ପିଲାଙ୍କ ପାଇଁ କ୍ଷତିକାରକ ହେବନି । ନୂଆ ଷ୍ଟ୍ରେନରେ ଅଧିକ ସଂକ୍ରମିତ ହେବେନି ଭାରତୀୟ ଶିଶୁ । ବିଭିନ୍ନ ଦେଶରେ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ, ଭାରତ…

ଡରାଉଛି ଓମିକ୍ରନ୍, ଚିନ୍ତା ବଢ଼ାଉଛନ୍ତି ବିଦେଶ ଫେରନ୍ତା

ଭୁବନେଶ୍ବର : ଓମିକ୍ରନ ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା । ୩୮ ଦେଶକୁ ଭୂତାଣୁ ବ୍ୟାପି ସାରିଥିବା ବେଳେ, ଏବେ ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା । ଠିକଣା ବଦଳାଇ ଓଡିଶା ଆସୁଛନ୍ତି ଲୋକ । ଏଯାଏଁ ବିଦେଶରୁ ରାଜ୍ୟକୁ ୮୦୦ରୁ ଅଧିକ ଲୋକ ଫେରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ…