Latest Odisha News

BREAKING NEWS

Yearly Archives

2021

ଘରେ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ

ମୟୂରଭଞ୍ଜ : ମୟୂରଭଞ୍ଜ ବଡ଼ସାହି ଥାନା ବଳଭଦ୍ରପୁର ଗାଁରେ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ବେଳେ, ନିଆଁରେ ପୋଡ଼ି ହୋଇ ଯୁବତୀ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଅନୁସାରେ, ନୂଆ ଚାଳ ଘର କାମ ଚାଲୁଥିବା ବେଳେ ହଠାତ କୌଣସି କାରଣରୁ ନିଆଁ…

ଅଖା ତିଆରି କାରଖାନାରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲାର ଇନଡୋର ଇଂରାଜୀ ମିଡିଅମ୍ ବିଦ୍ୟାଳୟ ନିକଟରେ ଥିବା ଏକ ଅଖା ବ୍ୟାଗ ଉତ୍ପାଦନ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ କଞ୍ଚାମାଲ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଖବର ଅନୁଯାୟୀ, ଅପରାହ୍ନ ପ୍ରାୟ ୪.୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ବେଳେ ପ୍ରଥମେ ୟୁନିଟ୍…

୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର : ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଦୁର୍ବଳ ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଉି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି…

ମହାରାଷ୍ଟ୍ରରେ ପୁଣି ଥରେ ହେବ ଲକଡାଉନ !

ମୁମ୍ବାଇ : ମହାରାଷ୍ଟ୍ରରେ ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦିନକୁ ଦିନ ସ୍ଥିତି ସଙ୍ଗୀନ ରୂପ ନେବାରେ ଲାଗିଲାଣି । ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ଆଉଥରେ ଲକଡାଉନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଦ୍ଧବ ଠାକରେ ସରକାର । ଆଜି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ…

ମହାରାଷ୍ଟ୍ରରେ ଚାଣକ୍ୟ ଅମିତ ଶାହ ଗୋଟି ଚଲେଇ ଦେଲେ କି !

ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ଓ ବିଜେପିର ପ୍ରମୁଖ ନେତା ଅମିତ ଶାହଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ହୋଇଯାଇଛି । ଆଲୋଚନା କଣ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ଅନୁମାନ କରାଯାଉଛି । ଚାଣକ୍ୟ ଶାହ ଠିକଣା…

ଆସୁଛି ଆଉ ୧୦ ରାଫେଲ, ବଢିବ ଭାରତୀୟ ବାୟୁସେନାର ଶକ୍ତି, ଏକ ମାସ ମଧ୍ୟରେ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ…

ନୂଆଦିଲ୍ଲୀ:  ଆସୁଛି ଆଉ ୧୦ ରାଫେଲ । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୧୦ଟି ନୂଆ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିବ । ଏହି ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ବିଗୁଣିତ ହୋଇଯିବ । ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ହେବ । ବର୍ତ୍ତମାନ ବାୟୁସେନା ନିକଟରେ…

ବୟସ ବଢିଛି, କିନ୍ତୁ ଥକି ପଡିନି ପାଦ.. ମନଖୋଲା କଥାରେ ଭେଟନ୍ତୁ ଓଡିଶୀ ଗୁରୁ ସୁଧାକର ସାହୁ

ଗୁରୁ ସୁଧାକର ସାହୁ, ବୟସ ୮୬ ଛୁଇଁଲାଣି । ଏବେ ବି ମଞ୍ଚରେ ମଞ୍ଚରେ ସେ ଓଡିଶୀ ନାଚନ୍ତି । ତାଙ୍କୁ ବିଶ୍ୱରେ ସେ ସବୁଠୁ ବୟସ୍କ ଓଡିଶୀ ନୃତ୍ୟ ଶିଳ୍ପୀ କହିଲେ ଭୁଲ ହେବ ନାହିଁ । ଆଜିବି ସେ ନୃତ୍ୟଶିକ୍ଷା ଦେବା ପାଇଁ ରାଜ୍ୟ ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାର ଯଥା ଅହମ୍ମଦାବାଦ ଓ…

ନନ୍ଦନକାନନରେ ଜନ୍ମ ନେଲେ ୩ ଧଳା ବାଘ ଶାବକ

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଏକ ଧଳା ବାଘୁଣୀ ତିନିଟି ଛୁଆ ଜନ୍ମ ଦେଇଛି। ପ୍ରାଣୀ ଉଦ୍ୟାନ ପକ୍ଷରୁ ମିଳିଥିବା ଅନୁଯାୟୀ, ଧଳା ବାଘୁଣୀ ବିଜୟା ସକାଳେ ଗୋଟିଏ ଛୁଆ ଏବଂ ଅନ୍ୟ ଦୁଇଟିକୁ ଅପରାହ୍ନରେ ଜନ୍ମ ଦେଇଥିଲା।…

୨୩ ହଜାର ଫୁଟ ଉଚ୍ଚରେ ଯୁବକର ପାଗଳାମୀ, ବିମାନର ଏମରଜେନ୍ସି ଡୋର ଖୋଲୁଥିଲେ

ବାରଣାସୀ:ଦିଲ୍ଲୀରୁ ବାରଣାସୀ ଆସୁଥିବା ଏକ ବିମାନରେ ଜଣେ ଯୁବକଙ୍କ ପାଗଳାମୀ ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇ ଦେଇଥିଲା । ବିମାନଟି ୨୩୦୦୦ ଫୁଟ ଉପରେ ଉଡୁଥିବା ବେଳେ ଯୁବକଜଣଙ୍କ ଏହାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ । କ୍ରୁ ମେମ୍ବର ଏବଂ ଯାତ୍ରୀମାନଙ୍କ ସହାୟତାରେ ଗୌରବ ନାମକ…

ପୁରୀ ସତ୍ୟବାଦୀ ପୋଲିସକୁ ସଫଳତା, ଧରାପଡିଲା ଡ଼କାୟତ ଗ୍ୟାଙ୍ଗ, ୪ ଗିରଫ 

ପୁରୀ: ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ସତ୍ୟବାଦୀ ପୋଲିସ । ବିରଗୋବିନ୍ଦପୁର ଲୋକନାଥ ମନ୍ଦିର ନିକଟରେ ଥିବା ମଠ ପଡିଆରୁ ପୋଲିସ ୪ ଡକାୟତଙ୍କୁ ଗିରଫ କରିଛି ।  ସୂଚନା ଅନୁସାରେ, କିଛି ଯୁବକ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କ ଠାରୁ ଡକାୟତି ଯୋଜନା…