ଗବର, କୁଙ୍ଗଫୁ ପାଣ୍ଡା ଓ ପନ୍ତଙ୍କ ଅର୍ଦ୍ଧଶତକ: ଇଂଲଣ୍ଡ ସମ୍ମୁଖରେ ୩୩୦ ରନର ବିଜୟ ଲକ୍ଷ୍ୟ
ପୁଣେ: ଏଠାରେ ଚାଲିଥିବା ନିର୍ଣ୍ଣାୟକ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସମ୍ମୁଖରେ ଭାରତ ୩୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶିଖର ଧାୱନ (ଗବର), ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା (କୁଙ୍ଗଫୁ ପାଣ୍ଡା)ଙ୍କ…