Latest Odisha News

BREAKING NEWS

Yearly Archives

2021

ପିପିଲି ଲଢ଼େଇ: ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନଶ୍ୱର: ପିପିଲି ବ୍ୟାଟଲ୍ ଗ୍ରାଉଣ୍ଡ କମ୍ପିଲାଣି । ତ୍ରିମୁଖୀ ଲଢ଼େଇ ହେବ । ବିଜେପି ଓ ବିଜେଡି ପରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରିଷ୍ଠ ନେତା ଅଜିତ ମଙ୍ଗରାଜଙ୍କ ଉପରେ ପୁଣି ଭରସା କରିଛି ଦଳ । ପିପିଲି ଉପନିର୍ବାଚନ ପାଇଁ ତାଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ । ୨୦୧୯…

ଘରେ ଖେଳନ୍ତୁ ହୋଲି, ରାସ୍ତାରେ ଖେଳିବା ମନା

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । କରୋନା ସଂକ୍ରମଣ ପାଇଁ ହୋଲିକୁ ନେଇ ଲାଗିଛି କଟକଣା । ସର୍ବସାଧାରଣ ସ୍ଥାନ ପରିବର୍ତ୍ତେ କେବଳ ଘରେ ରହି ହୋଲି ଖେଳିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଥାପି ଲୋକମାନଙ୍କ ମଧ୍ୟରେ ଉତ୍ସାହରେ କୌଣସି ଫିକା ପଡ଼ିନାହିଁ । ଘରେ ଘରେ ଜମିଛି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୨୯ ତାରିଖ ସୋମବାର ମୀନ ୧୬ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର ଆଜିର ନିଷେଧ…

ରୋମାଞ୍ଚକର ମ୍ୟାଚରେ ଜିତିଲା ଭାରତ, ୨-୧ରେ ସିରିଜ୍ ବିଜୟୀ

ପୁଣେ : କଡ଼ା ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ମ୍ୟାଚରେ ଜିତିଲା ଭାରତ । ପୁଣେରେ ଖୋଳା ଯାଇଥିବା ଭାରତ-ଇଂଲଣ୍ଡ ଶେଷ ଦିନିକିଆରେ ୭ ରନରେ ବାଜିମାତ୍ କରିଛି ବିରାଟ ବାହିନୀ । ଏଥିସହ ସିରିଜକୁ ୨-୧ରେ ଜିତି ନେଇଛି ଟିମ୍ ଇଣ୍ଡିଆ । ମ୍ୟାଚକୁ ଜିତିବା ପାଇଁ ଇଂଲଣ୍ଡ କଡ଼ା ସଂଘର୍ଷ କରିଥିଲେ ବି…

କ୍ରୀଡା କ୍ଷେତ୍ରରେ ଓଡିଶାକୁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ସମ୍ମାନ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଓଡିଶା ନମ୍ବର ୱାନ । ରାଜ୍ୟକୁ ମିଳିଲା ଦଶନ୍ଧିର ଶ୍ରେଷ୍ଠ କ୍ରୀଡା ପୁରସ୍କାର । କ୍ରୀଡାର ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡିଶା । ଏହି ପୁରସ୍କାର ପ୍ରଦାନ କରିଛି ସ୍ପୋର୍ଟସ ଷ୍ଟାର । ପୁରସ୍କାର ଗ୍ରହଣ କରିଛନ୍ତି…

ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା, ୩ ଜଣଙ୍କୁ ଗିରଫ କଲା ପୁରୀ କୁମ୍ଭାରପଡ଼ା ପୋଲିସ

ପୁରୀ : ପୁରୀ ରେଡ୍ କ୍ରସ ରୋଡ଼ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା ପୋଲିସର କାର୍ଯ୍ୟାନୁଷ୍ଠାନ । ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡ଼ା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସତ୍ୟବାଦୀର ଶ୍ରୀଧର ମିଶ୍ର, ଖୋର୍ଦ୍ଧା ବାଲିଅନ୍ତାର ଅକ୍ଷୟ ଦାସ ଓ…

ପୁରୀରେ ଦୋଳ ଉତ୍ସବ ପାଳିତ

ପୁରୀ: ‘ଦୋଳ ପୂର୍ଣ୍ଣିମା’ ଅବସରରେ ରବିବାର ଦିନ ଜଗନ୍ନାଥ ମନ୍ଦିରରେ ଦୋଳ ଉତ୍କଳ ପାଳନ କରାଯାଇଛି। ରୀତିନୀତି ଅନୁଯାୟୀ, ସକାଳ ୫.୪୦ ରେ ମଙ୍ଗଳା ଆଳତୀ ପରେ ଅବକାସ ଏବଂ ସୂର୍ଯ୍ୟ ପୂଜା କରାଯାଇଥିଲା। ତା’ପରେ ଭଗବାନ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ସ୍ୱତନ୍ତ୍ର ସୁନା…

ରାସ୍ତାକଡ଼ ଦୋକାନ ଉପରେ ଚଢିଗଲା ଟ୍ରକ୍‌, ୮ ମୃତ 

ପାଟନା: ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଦୋକାନ ଉପରେ ଟ୍ରକ ଚଢ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବିହାରର ନାଳନ୍ଦା ଜିଲ୍ଲାର ତେଲ୍ହାଡା ଥାନା ପାଖରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, କେହି କିଛି ବୁଝିବା ଆଗରୁ ଜାହାନାବାଦରୁ…

ହୋଲି ପାଇଁ କମିଶନରେଟ୍ ପୋଲିସର କଡ଼ା କଟକଣା

ଭୁବନେଶ୍ବର : ରାତି ପାହିଲେ ରଙ୍ଗର ପର୍ବ ହୋଲି । ହେଲେ କରୋନା ପାଇଁ ରାଜଧାନୀରେ ଜାରି ହୋଇଛି କଟକଣା । ସଂକ୍ରମଣ ବଢୁଥିବାରୁ ବାହାରେ ରଙ୍ଗ ନଖେଳିବାକୁ ବିଏମସି କଟକଣା ଲଗାଇଛି । ତେବେ ଏହି କଟକଣାକୁ ରାଜଧାନୀବାସୀ ମାନନ୍ତୁ ବୋଲି କମିଶନରେଟ୍ ପୋଲିସ ନିବେଦନ କରିଛି । କରୋନା…

ସଚିନ, ୟୁସୁଫଙ୍କ ପରେ ବଦ୍ରିନାଥଙ୍କୁ ବି କରୋନା

ମୁମ୍ବାଇ:ରୋଡ ସେଫଟି ୱାର୍ଲ୍ଡ ସିରିଜରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ମଧ୍ୟରୁ ଭାରତର ୩ଜଣ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଚିନ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ଏସ.ବଦ୍ରିନାଥଙ୍କୁ ବି କରୋନା ହୋଇଛି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ଜଣାଇଛନ୍ତି ।…