Latest Odisha News

BREAKING NEWS

Yearly Archives

2021

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା ଇସ୍ତଫା ଦେଇଛନ୍ତି ବୋଲି ମଙ୍ଗଳବାର ବିଶେଷ ସୂତ୍ରରୁ ପ୍ରକାଶ। ସେ କୌଣସି ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡିଥିବା କୁହାଯାଉଛି। ୧୯୭୭ ବ୍ୟାଚ୍ ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସିହ୍ନା, ସ୍ବତନ୍ତ୍ର…

ପାଣି ଟୋପେ ପାଇଁ ଡହଳବିକଳ ମାଲକାନଗିରି ନାରିଙ୍ଗିଝୋଲା ବାସିନ୍ଦା, ଜଳକଷ୍ଟ ଦୂର କରିବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି…

ମାଲକାନଗରି ଜିଲ୍ଲାରେ ଦୁର ହୋଇପାରୁନି ଜଳ ସଙ୍କଟ । ପାଣି ଟୋପେ ଲାଗି ଡହଳ ବିକଳ ହେଉଛନ୍ତି ନାରିଙ୍ଗିଝୋଲା ଗାଁ ଲୋକେ । ପାନୀୟ ଜଳ ଲାଗି ପାହାଡ଼ ଉପର ଥିବା ଏକ ଚୁଆ ଉପରେ ନିର୍ଭର କରୁଛନ୍ତି । ପାଣି ଟୋପେ ପାଇଁ ପାହାଡ ଚଢି ମାଇଲ ମାଇଲ ଯାଉଛନ୍ତି ମହିଳା । ମାଲକାନଗିରି ଜିଲ୍ଲା…

ପୁଣି ଥରେ ଟ୍ରାକ୍‌କୁ ଫେରିଛି ଓଲିଉଡ୍‌; ଜାଣନ୍ତୁ ରିଲିଜ୍ ଅପେକ୍ଷାରେ ଥିବା କିଛି ଓଲିଉଡ୍ ଚଳଚ୍ଚିତ୍ର…

ଭୁବନେଶ୍ୱର: କରୋନା ମହାମାରୀ ହେତୁ ପ୍ରାୟ ଏକ ବର୍ଷର ବିରତି ପରେ ଓଡିଶା ଚଳଚ୍ଚିତ୍ର ଶିଳ୍ପ ପୁଣିଥରେ ଆଗକୁ ବଢୁଛି। ଅନେକ ଓଡିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି ଏବଂ କିଛି ଚଳଚ୍ଚିତ୍ରର ମହୁରତ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରିଲିଜ୍ ଅପେକ୍ଷାରେ ଥିବା କିଛି ଓଲିଉଡ୍ ଚଳଚ୍ଚିତ୍ରଗୁଡ଼ିକ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଶ୍ରେୟ ନେଲେ ସାକିବ୍

ଭୁବନେଶ୍ୱର: ବିନା କାରଣରେ ଶ୍ରେୟ ନେଲେ ବଙ୍ଗଳାଦେଶୀ କ୍ରିକେଟର ସାକିବ୍‌-ଅଲ୍‌-ହାସନ୍ । ବାସନ୍ଦାଦେଶରୁ ଫେରିବା ପରେ ନିକଟରେ ଏହି ଖେଳାଳି ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟରେ ସାମିଲ ହୋଇଛନ୍ତି । ହେଲେ ସେ କ୍ରିକେଟକୁ ଫେରିବା ଛଡା ଏକ ମସଜିଦ ନିର୍ମାଣ କରିବା ନେଇ ଚର୍ଚ୍ଚାରେ ରହିଛନ୍ତି ।…

ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତା କରୋନା ପଜିଟିଭ

ନୂଆଦିଲ୍ଲୀ: ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତା କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେ ଇନଷ୍ଟାଗ୍ରାମରେ ମଧ୍ୟ ଏହା ପ୍ରକାଶ କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ସିଙ୍ଗାପୁରର ଏକ ପୁନରୁଦ୍ଧାର କେନ୍ଦ୍ରରେ ସଙ୍ଗରୋଧରେ ଅଛନ୍ତି। । ୫୦ ବର୍ଷ ବୟସ୍କା ରିତୁପର୍ଣ୍ଣା…

୧୩ ଟି ଦେଶରେ ପ୍ରକାଶ ପାଇଛି ଅନିନ୍ଦିତାଙ୍କ କବିତା ସଙ୍କଳନ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆରଙ୍କ ତୃତୀୟ କବିତା ସଙ୍କଳନ ୧୩ଟି ଦେଶରେ ପ୍ରକାଶ ପାଇଛି। ଏହି କବିତା ସଙ୍କଳନ 'ପ୍ରିଲ୍ୟୁଡସ ଅଫ ଲଭ'ରେ ରହିଛି ୩ଟି କବିତା । ଏହା ମୁମ୍ବାଇର ପେନ୍ସିଲ ପବ୍ଲିଶର ଦ୍ୱାରା ପ୍ରକାଶିତ । ଏହା ପୂର୍ବରୁ…

ଧର୍ମେନ୍ଦ୍ର ଏହି କଥାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଲତା ମଙ୍ଗେଶକର; ୨୦ ମିନିଟ୍‌ ଧରି ଫୋନରେ ହୋଇଥିଲେ କଥା

ନୂଆଦିଲ୍ଲୀ: ବଲିଉଡର ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ହେଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ତାରକା ଯିଏ ତାଙ୍କ କ୍ୟାରିୟରରେ ଅନେକ ହିଟ୍‌‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ନିକଟରେ ଧର୍ମେନ୍ଦ୍ରଙ୍କ ଏକ ପୋଷ୍ଟ ତାଙ୍କ ପ୍ରଶଂସକଙ୍କୁ ବହୁତ ଅସୁବିଧାରେ ପକାଇଥିଲା। ତାଙ୍କର ଏକ ଟ୍ୱିଟରେ…

ଆର୍. ପି ଗୁପ୍ତାଙ୍କ ‘ଟର୍ଣ୍ଣ ଆରାଉଣ୍ଡ ଇଣ୍ଡିଆ ୨୦୨୦’ ଉନ୍ମୋଚିତ

ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ପରିସରରେ ଆର୍ .ପି ଗୁପ୍ତାଙ୍କ ପୁସ୍ତକ 'ଟର୍ଣ୍ଣ ଆରାଉଣ୍ଡ ଇଣ୍ଡିଆ ୨୦୨୦' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଯୋଗ ଦେଇ କହିଲେ ଯେ ବ୍ୟକ୍ତି ବିକାଶ ହିଁ ରାଷ୍ଟ୍ର ନିର୍ମାଣର ଆଧାର ହେବା ଆବଶ୍ୟକ। ଅନ୍ୟତମ ଅତିଥି…

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାମନାଥ କୋବିନ୍ଦ, ୨୨ରେ ଯିବେ ପୁରୀ, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନର…

ପୁରୀ: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ତାରିଖରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨୨ ତାରିଖରେ ତାଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଉରକେଲା ଏବଂ ପରେ ପୁରୀ ଶ୍ରୀମନ୍ଦିର ଦର୍ଶନ ସହ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ…

ବେକିଂ ବି ଜାଣନ୍ତି ଛୋଟେ ନବାବ୍‌ ତୈମୁର!

ନୂଆଦିଲ୍ଲୀ: ଛୋଟେ ନବାବ୍‌ ତୈମୁର ଅଲି ଖାନଙ୍କ ହାତ ତିଆରି ଆକ‌ର୍ଷଣୀୟ ଚିତ୍ର କରୀନା ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। କରୀନା ଆଜି ତୈମୁର୍‌ଙ୍କ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ବେକିଂ କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ,…