ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସାମରେ ତିଆରି ହୋଇଛି ୮ କି.ମି ଲମ୍ବା ରଙ୍ଗୋଲି
ଆସାମ: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାରୁ ବାରକ ଉପତ୍ୟକାର କାଚର ଜିଲ୍ଲା ପ୍ରଶାସନ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତର ଦୀର୍ଘତମ ରଙ୍ଗୋଲି ତିଆରି କରି ପ୍ରଶଂସା ଲାଭ କରିଛି।
କାଚର ଜିଲ୍ଲା ପ୍ରଶାସନ ମାତ୍ର ୨୪ ଘଣ୍ଟା ମଧ୍ୟରେ ରାସ୍ତାରେ ଆଠ…