Latest Odisha News

BREAKING NEWS

Yearly Archives

2021

ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା ନେଇ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ହାଣ୍ଡି ଭଙ୍ଗା ଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ବୈଠକରେ ଆଲୋଚନା ହୋଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜି କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ ସହ…

ସିଲଭର ସ୍କ୍ରିନକୁ ଫେରିବେ ଈଶା ଦେଓଲ

ମୁମ୍ବାଇ: ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ କନ୍ୟା ଈଷା ଦେଓଲ ପୁନର୍ବାର ସିଲଭର ସ୍କ୍ରିନକୁ ଫେରିବା ପାଇଁ ନିଷ୍ପତି ନେଇଛନ୍ତି । ତାଙ୍କ ନିକଟରେ ଅନେକଗୁଡିଏ ଅଫର ଥିଲେ ମଧ୍ୟ ସେ ସ୍କିପ୍ଟ ପଢ଼ିସାରିବା ପରେ କେଉଁ ଫିଲ୍ମ ସାଇନ କରିବେ ତାହା ସ୍ଥିର କରିବେ । ଈଶାଙ୍କ ଦୁଇଟି ଝିଅ ରାଧ୍ୟା ଓ…

କାଲିଠୁ କଳିଙ୍ଗ ଷ୍ଟାଡିୟମରେ ହକି ଫିଭର

ଭୁବନେଶ୍ବର : ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ହକି ଇଣ୍ଡିଆ ଜୁନିଅର ଓ ସବ-ଜୁନିଅର ମହିଳା ଏକାଡେମୀ ନ୍ୟାସନାଲ ଚାମ୍ପିଅନସିପ । ହକି ଇଣ୍ଡିଆ ଓ ଓଡ଼ିଶା ନାଭାଲ ଟାଟା ହକି ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହି ଚାମ୍ପିଅନସିପ୍ ଆୟୋଜିତ ହେବ । ରାଜ୍ୟ କ୍ରୀଡ଼ା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୬ ଆକ୍ରାନ୍ତ । ସମସ୍ତେ ଆରୋଗ୍ୟ ହେବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

କୋରୋନାରେ ଆକ୍ରାନ୍ତ ହେଲେ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ

ଚଣ୍ଡିଗଡ : ଦେଶରେ ଦିନକୁ ଦିନ କାୟା ମେଲାଇ ଚାଲିଛି ମହାମାରୀ କରୋନା । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସୁଖବୀର ସିଂହ…

‘ଗାଙ୍ଗୁଲିଙ୍କ ପରି ବିଜେପି ମଧ୍ୟ ଏଥର ଛକା ମାରିବ’

କୋଲକାତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦାଦା କିନ୍ତୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇ ନାହାନ୍ତି । ତେବେ ରକ୍ଷାମନ୍ତ୍ରୀ…

ଚମ୍ପୁଆରେ କାଠ ଭର୍ତ୍ତି ପିକ୍ ଅପ୍ ଜବତ, ୩ ଗିରଫ

ଯୋଡ଼ା : କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଡିଭିଜନ । ଯୋଡ଼ା ବସଷ୍ଟାଣ୍ଡ ନିକଟରୁ ଏହି ଚୋରା କାଠ ବୋଝେଇ ପିକ୍ ଅପ୍ ଭ୍ୟାନକୁ ଜବତ କରାଯାଇଛି । ଏହାସହ କାଠ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଯୋଡ଼ା ବନେଇ…

ସଂସଦରେ ପଂହଚିଲା ପଶ୍ଚିମବଙ୍ଗ ନିର୍ବାଚନ ରାଜନୀତି, ଇସ୍ତଫା ଦେଲେ ସ୍ୱପନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ହାସଲ ପାଇଁ ଉଭୟ ଟିଏମସି ଓ ବିଜେପି ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଏବେ ଏହା ରାଜ୍ୟସଭାରେ ମଧ୍‌ୟ ପଂହଚିସାରିଛି । ମଙ୍ଗଳବାର ବିଜେପି ଟିକେଟ ପାଇବା ପରେ ସାଂସଦ ସ୍ୱପନ ଦାସଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଏନଏସଜି ଟିମର ସୁରକ୍ଷା ଯାଞ୍ଚ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଯାଞ୍ଚ କରିଛି ଏନଏସଜି ଟିମ୍ । କମିସନରେଟ ପୋଲିସ ସହାୟତାରେ ଏନଏସଜିର ୪ ଜଣିଆ ଟିମ୍ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି…

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ, ମହାଲଢେଇ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନ, ମେ ୨ରେ ଭୋଟ୍…

ପିପିଲି: ଏପ୍ରିଲ ୧୭ରେ ପିପିଲି ଫାଇଟ୍ । ପିପିଲି ମହାସମର ପାଇଁ ଦିନ ଧାର୍ଯ୍ୟ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ଏପ୍ରିଲ ୧୭ରେ ପିପିଲି ବିଧାନସଭା ଲାଗି ମତଦାନ ହେବ । ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ…