Latest Odisha News

BREAKING NEWS

Yearly Archives

2021

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ବିବନକୁ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ଖୋଲିବ ୧୯୯୯ ମସିହା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଅନେକ ଗୁମର । ଷଡ଼ଯନତ୍ର ପଛର ସତ କହିବ ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳ । ୨୨ବର୍ଷ ତଳର ସେହି ଜଘନ୍ୟକାଣ୍ଡର ଗୋଟିଏ ଗୋଟିଏ ସତ ତା ପାଖରୁ ବାହାର କରିବ ସିବିଆଇ । ଆଜିଠାରୁ ତାକୁ ଦୁଇ ଦିନିଆ ରିମାଣ୍ଡରେ…

୬ ବର୍ଷ ପରେ ଖୁସି ଖବର ଶୁଣାଇଲେ ଶ୍ରେୟା

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ୬ ବର୍ଷ ପରେ ଖୁସି ଖବର ଶୁଣାଇବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ସେ ବେବିବମ୍ପ ସହ ଫଟୋ ଶେୟାର କରି ଗର୍ଭବତୀ ଥିବା ଜଣାଇଛନ୍ତି । ଏପରି କି ସେ ନିଜର ଛୁଆର ନାମ ମଧ୍ୟ ଘୋଷଣା କରିଛନ୍ତି । ୩୬ ବର୍ଷୀୟ ଶ୍ରେୟା ଓ ଶିଳାଦିତ୍ୟ ମୁଖୋପଧ୍ୟାୟ…

ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସଟି ଠକେଇ ନେଇ ନୋଟିସ୍

ରାଉରକେଲା: ରାଉରକେଲାରେ ଜଣେ କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଘଟେଶ୍ବରଙ୍କ ନାଁରେ ଅଭିଯୋଗ ହୋଇଛି । ଜିଏସଟି…

କୋଭିଡ୍ ଟିକା ନେଲେ ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କୋଭିଡ୍ ଟିକାକରଣ ଚାଲିଛି । ଆଜି କୋଭିଡ୍ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଦିଲ୍ଲୀ ସ୍ଥିତ ଏଲଏନଜେପି ହସ୍ପିଟାଲରେ ସେ ଟିକା ନେଇଛନ୍ତି । ଏହାସହ କେଜ୍ରିଓ୍ୱାଲଙ୍କ ବାପା-ମାଆ ବି ଟିକା ନେଇଛନ୍ତି । ସେମାନଙ୍କୁ…

ଘାଟିରେ ଓଲଟିଲା ବସ୍‌, ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୪୦ ଯାତ୍ରୀ

କେନ୍ଦୁଝର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ…

ତାଜମହଲରେ ବୋମା ଥିବା ନେଇ ଫେକ୍ ଫୋନ୍ କଲ୍, ଅଭିଯୁକ୍ତ ଗିରଫ

ଆଗ୍ରା: ତାଜମହଲରେ ବମ୍ ଥିବା ନେଇ ଫେକ୍ ଫୋନ୍ କଲ୍ । କେହି ଜଣେ ତାଜମହଲରେ ବମ୍ ଥିବା ଫୋନ୍ କରି ସୂଚନା ଦେଇଥିଲା । ଏହାପରେ ପର୍ୟ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତାଜମହଲ ପରିସରରୁ ପର୍ଯ୍ୟଟକଙ୍କୁ ବାହାର କରିଥିଲା ସିଆଇଏସଏଫ୍ । ଦୁଇଟିଯାକ ଗେଟକୁ ବନ୍ଦ କରି ଦିଆଯାଇଥିଲା । ଦୁଇ…

ଓଡ଼ିଶାରୁ ୮୧ ନୂଆ କରୋନା ରୋଗୀ ଚିହ୍ନଟ, ଲ‌ୋକାଲ୍ କେସ୍ ୩୨

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସୁସ୍ଥତାଙ୍କ…

ଗୋଟିଏ ଓଭରରେ ୬ଟି ଛକା: ଯୁବରାଜଙ୍କ ରେକର୍ଡର ସମକକ୍ଷ ହେଲେ କିରଣ ପୋଲାର୍ଡ

ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ କ୍ୟାପଟେନ୍ କିରଣ ପୋଲାର୍ଡଙ୍କ ଧମାଲ୍ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୬ଟି ବଲରେ ମାରିଛନ୍ତି ୬ଟି ଛକା । ଅର୍ଥାତ ଗୋଟିଏ ଓଭରରେ ପୋଲାର୍ଡଙ୍କ ବ୍ୟାଟରୁ ୩୬ ରନ୍ ବାହାରିଛି । ଟି-ଟ୍ୱେଣ୍ଟି ଇତିହାସରେ ଦ୍ୱିତୀୟ…

ସର୍ଜରୀ କରି ସୁନ୍ଦରୀ ହେବାକୁ ଚାହିଁଥିଲ‌େ ଏହି ମଡେଲ୍, ଦେଖନ୍ତୁ ଫ‌ଟ‌ୋ…

ନୂଆଦିଲ୍ଲୀ: ନିଜ ଗାଲକୁ ଦୁନିଆର ସବୁଠୁ ବଡ ଗାଲ ବୋଲି ଦାବି କରୁଥିବା ୟୁକ୍ରେନର ଜଣେ ମଡେଲ ଥ୍ରୋବ୍ୟାକ୍ ଚିତ୍ର ସେୟାର କରିଛନ୍ତି। ଯେଉଁଥିରେ ସେ କସମେଟିକ୍ ସର୍ଜରୀ କରିବା ପୂର୍ବ ଓ ପରର ଫ‌ଟୋ ଶେୟାର କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୟୁକ୍ରେନର ଏହି ମଡେଲଙ୍କ ନାମ…

IED ବିସ୍ଫୋରଣରେ ୨ ଯବାନ ସହିଦ, ୨ ଗୁରୁତର

ରାଞ୍ଚି: ଝାଡ଼ଖଣ୍ଡରେ ଆଇଇଡି ବିସ୍ଫୋରଣ ଘଟିଛି । ପଶ୍ଚିମ ସିଂହିଭୂମର ହୋୟାହତୁ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି । କମ୍ବିଂ ଅପରେସନ୍ ବେଳେ ହୋଇଥିବା ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଝାଡ଼ଖଣ୍ଡ ପୋଲିସର ବୋଲି ଜଣାପଡ଼ିଛି । ସୁରକ୍ଷାକର୍ମୀଙ୍କୁ…