Latest Odisha News

BREAKING NEWS

Yearly Archives

2021

ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ

ସୋନପୁର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ହାତୀ ଆକ୍ରମଣରେ ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ୬୦ ବର୍ଷୀୟ ନାରାୟଣ ଭୋଇ ବୋଲି ଜଣାପଡ଼ିଛି । ନାରାୟଣ ଭୋଇ ନିଜ ଝିଅ ଘରେ…

କବିତା : ଗଛ

ରତ୍ନମୟ ତ୍ରିପାଠୀ ଶୁଷ୍କ ମାଟିରେ ମଞ୍ଜି ଟିଏ ପୋତି ପାଣିଦେଇ, ବାଡ଼ ଭିତରେ ଯତ୍ନକଲେ ମୁଁ ବଞ୍ଚେ ବୋଲି ଭାବୁଛ ଯଦି ଏ ଧାରଣା ତୁମର ଭୁଲ ଦେଖ.... ! ପାହାଡ଼ର ଛାତିଚିରି ଉପରକୁ ଉଠିବା ମୁଁ ଶିଖିଛି l ସମାଲୋଚନା, ତିରସ୍କାର ଏ ସବୁ ମୋର ଗ୍ରହଣୀୟ ନୁହେଁ ବରଂ ଫେରେଇଛି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶି ଫଳ ତା୪-୩-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୧ ମସିହା ମାର୍ଚ୍ଚ ତା ୪ ରିଖ ଗୁରୁବାର କୁମ୍ଭ ୨୧ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର:- ତୁଳା ଓ କୁମ୍ଭ ରାଶିର ଆଜିର ନିଷେଧ ଖାଦ୍ୟ :- ପିତା ଦ୍ରବ୍ୟ…

ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିକୁ ବାଏ ବାଏ କହିଲେ ଶଶିକଳା

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଧରଣର ଓଲଟ ପାଲଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ…

ମାର୍ଚ୍ଚ ୬ରୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ବର : ଆସନ୍ତା ୬ ତାରିଖରେ ବସିବ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟର ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ ଭବିଷ୍ୟତ ରଣନୀତି ଉପରେ କାର୍ଯ୍ୟକାରିଣୀରେ ଆଲୋଚନା ହେବାର ସମ୍ଭାବନା ରହିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ…

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା, କୋଭିଡ ବିରୋଧରେ ୮୧ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଜାରି କରିଛି ସ୍ବଦେଶୀ ଭ୍ୟାକ୍ସିନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷାର ପରିଣାମ । କମ୍ପାନୀର ଘୋଷଣା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ ରହିଛି । ଦେଶରେ କୋଭାକ୍ସିନକୁ ଟିକାକରଣ ଅଭିଯାନରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଖ୍ରୀଷ୍ଟଧର୍ମୀଙ୍କ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ, କେତେ ସତ ?

ଭୁବନେଶ୍ୱର: ହିନ୍ଦୁ ଧର୍ମପୀଠକୁ ଧ୍ୱଂସ କରୁଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ସରକାର । ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ ଭାଙ୍ଗି ଖ୍ରୀଷ୍ଟଧର୍ମୀଙ୍କ କ୍ରସ ନିର୍ମାଣକୁ ସମର୍ଥନ କରୁଛି ଗୁଣ୍ଟୁର ଜିଲ୍ଲା ପ୍ରଶାସନ । କିଛି ଏପରି ଅଭିଯୋଗ ଆଣିଛନ୍ତି ବିଜେପିର କିଛି ବରିଷ୍ଠ ନେତା…

ବୁର୍ଲା ଭିସୁଟରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ସମ୍ବଲପୁର : ବୁର୍ଲା ଭିସୁଟରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । ସମସ୍ତ ଛାତ୍ରବାସ ଓ ଛାତ୍ରୀ ନିବାସରୁ ହଟିଛି କଣ୍ଟେନମେଣ୍ଟ କଟକଣା । କରୋନା ପଜିଟିଭ୍ ହୋଇଥିବା ସମସ୍ତ ରିପୋର୍ଟ ଭୁଲ୍ ବୋଲି ଜଣାପଡ଼ିବା ପରେ ବିଶ୍ବବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ବବିଦ୍ୟାଳୟରୁ…

ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର:ମେଣ୍ଢାଶାଳ ଗୁରୁକୂଳ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଚାମ୍ପିୟନଶିପ୍ ବୁଧବାର ଉଦଘାଟିତ ହୋଇଯାଇଛି । ସନ୍ଦୀପଙ୍କ ବାପା ଜେ.ମହାପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଟେନିସ ଆସୋସିଏଶନ ସମ୍ପାଦକ ଅସିତ ପ୍ରଧାନଙ୍କ ଦ୍ୱାରା ଏହି ଚାମ୍ପିୟନଶିପ ଉଦଘାଟିତ ହୋଇଥିଲା । ୭…

କମଲ ହାସନଙ୍କ ପାର୍ଟିରେ ଯୋଗଦେଇଛନ୍ତି ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ. ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ କମଲ ହାସନଙ୍କ ମକ୍କଲନିଧି ମୟମ (ଏମଏନଏମ) ପାର୍ଟିରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି । କମଲ ହାସନ ଏହି ପାର୍ଟିର ସଂସ୍ଥାପକ ସାଙ୍ଗକୁ ଆଜୀବନ ଅଧ୍ୟକ୍ଷ…