Latest Odisha News

BREAKING NEWS

Yearly Archives

2021

ଶାହାରୁଖଙ୍କ ଟିଭି ଶୋ’ ଫୌଜି ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ

ମୁମ୍ବାଇ:ଶାହାରୁଖ ଖାଁଙ୍କ ପ୍ରଥମ ଟିଭି ଶୋ ଫୌଜିକୁ ଏବେ ୱେବସିରିଜ ମାଧ୍ୟମରେ ପ୍ରସ୍ତୁତ କରାଯାଇ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ୧୩ ଅଧ୍ୟାୟ ବିଶିଷ୍ଟ ଏହି ସେନା କମାଣ୍ଡୋ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେଶିତ ସିରିୟଲ ୯୦ ଦଶକରେ ବେଶ୍ ଲୋକପ୍ରିୟ…

ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଓ ଏହାର ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିମିଳିପାଳ କେବଳ ଓଡ଼ିଶା ବା ଭାରତର ନୁହେଁ ଏହା ସମଗ୍ର ବିଶ୍ବର ଏକ ଅମୂଲ୍ୟ ସମ୍ପଦ । ତେଣୁ…

ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢ଼ୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୪ ଆକ୍ରାନ୍ତ । ଏମାନଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଘରକୁ…

ଆମେରିକା ଏୟାରବେସରେ ଘନ ଘନ ରକେଟ ମାଡ

କାବୁଲ: ଇରାକର ଏନଅଲ ଅସାଦରେ ଥିବା ଆମେରିକା ଏୟାରବେସ୍ ଉପରେ ଘନ ଘନ ରକେଟ ମାଡ ହୋଇଛି । ଆମେରିକା-ଇରାନ ତିକ୍ତତା ମଧ୍ୟରେ ଏହି ରକେଟ ମାଡ ନେଇ ଇରାନ ଉପରେ ପରୋକ୍ଷରେ ସନ୍ଦେହ କରାଯାଉଛି । ଉପରୋକ୍ତ ବେସରେ ଆମେରିକା ସେନା ଅଧିକାଂଶ ସମୟ ରହିଥାନ୍ତି । ଇରାକ-ଆମେରିକା ମିଳିତ ସେନାର ନେତୃତ୍ୱ…

ଟିଆଇ ପରେଡରେ ବିବନ ବିଶ୍ବାଳକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲ ପରିସରରେ ଶେଷ ହୋଇଛି ଟିଆଇ ପରେଡ୍‌ । ଟିଆଇ ପରେଡ୍‌ରେ ଅଭିଯୁକ୍ତ ବିବନକୁ ଚିହ୍ନଟ କରିଛନ୍ତି ପୀଡ଼ିତା ଅଞ୍ଜନା । ସେହିପରି ଘଟଣା ଦିନ ଗାଡ଼ି ଚଳାଇଥିବା ଡ୍ରାଇଭରକୁ ମଧ୍ୟ ଚିହ୍ନିଛନ୍ତି ଅଞ୍ଜନା ।…

ବିଦେଶୀ ଦର୍ଶକଙ୍କ ବିନା ହେବ ଟୋକିଓ ଅଲିମ୍ପିକ୍ସ !

ଟୋକିଓ:କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ହେବ କି ନାହିଁ ତାହା ଏବେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛି । ଜାପାନର ଏକ ପ୍ରତିଷ୍ଠିତ ଖବର କାଗଜ ଅନୁସାରେ ମାସକ ମଧ୍ୟରେ ଅଲିମ୍ପିକ୍ସ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ତେବେ ବିଦେଶୀ ଦର୍ଶକଙ୍କୁ ଅନମୁତି ମିଳିବା ସମ୍ଭାବନା କମ୍ ରହିଛି…

ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ 

ହରିଦ୍ୱାର: ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ ହେବ। ତୃତୀୟ ଶାହୀ ସ୍ନାନ ଏପ୍ରିଲ ୧୪ ମେଷ ସଂକ୍ରାନ୍ତିରେ ହେବ। କରୋନା ଯୋଗୁଁ ଏଥର କୁମ୍ଭ ମେଳାରେ ଅନେକ କଟକଣା ଲାଗୁ କରାଯାଇଛି। ଏଥର କୁମ୍ଭ ୪୮ ଦିନ ପାଇଁ ହେବ। ସାଧାରଣତଃ କୁମ୍ଭ ମେଳା ୧୨୦ ଦିନ ପାଇଁ…

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାଙ୍ଗିପାରେ ଅନେକ ରେକର୍ଡ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମୋଟେରାରେ ଖେଳାଯିବ । ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ସେଗୁଡିକ ହେଲା ୧.କୋହଲି ଭାଙ୍ଗିବେ ପଂଟିଙ୍କ ରେକର୍ଡ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କ ଅଧିନାୟକ ଭାବେ ୪୧ ଶତକ…

ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ବିପୁଳ ଚୋରା ମଦ ଜବତ, ଜଣେ ମହିଳାଙ୍କ ସମେତ ୪ ଗିରଫ

ରାଇରଙ୍ଗପୁର: ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ । ରାଇରଙ୍ଗପୁରର ଅବକାରୀ ଇନ୍ସପେକ୍ଟର ବାସନ୍ତୀ ସିର୍କା ସଦଳବଳେ ତିରିଙ୍ଗ ଥାନା ଓ ବହଳଦା ଥାନାର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିଛନ୍ତି । ଏଥିସହିତ ଚୋରା କାରବାର ଲିପ୍ତଥିବା ଚାରି ଜଣଙ୍କୁ…