ଆଉ ମହାଭାରତ ପ୍ରୋଜେକ୍ଟରେ କାମ କରିବେନି ଅମୀର
ମୁମ୍ବାଇ: ଅଭିନେତା ଅମୀର ଖାଁ ଶେଷର ମହାଭାରତ ପ୍ରୋଜେକ୍ଟରୁ ଓହରିଲେ । ତାଣ୍ଡବ ବିବାଦ ପରେ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ପ୍ରାୟ ୨ ବର୍ଷ ଧରି ଏହି ପ୍ରୋଜେକ୍ଟ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶିତ ହୋଇ ଆସୁଥିଲା । ମଙ୍ଗଳବାର ଅମୀର ଆଉ ମହାଭାରତ ପ୍ରୋଜେକ୍ଟରେ କାମ କରିବେ…