Latest Odisha News

BREAKING NEWS

Yearly Archives

2021

ସ୍କାଏଡାଇଭିଂ ବେଳେ ନିଆରା ଢଙ୍ଗରେ ନିଜ ପ୍ରେମିକାକୁ ପ୍ରେମ ନିବେଦନ କଲେ ଯୁବକ; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସ୍କାଏଡାଇଭିଂ ବେଳେ ନିଆରା ଢଙ୍ଗରେ ନିଜ ପ୍ରେମିକାକୁ ପ୍ରେମ ନିବେଦନ କଲେ ବ୍ୟକ୍ତି। ଏମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ନିଜ ପ୍ରେମିକାକୁ ପ୍ରେମ ନିବେଦନ କରୁଥିବାର ଏକ ସମ୍ପୂର୍ଣ୍ଣ ହୃଦୟସ୍ପର୍ଶୀ ଭିଡିଓ ଏବେ ସୋସିଆଲ ମିଡିଆ…

୩ ମାସ ପାଇଁ ୧୦ ଜିଲ୍ଲା ଦାୟିତ୍ବରେ ରହିବେ ୧୦ ବରିଷ୍ଠ ଅଧିକାରୀ 

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ୧୦ ବରିଷ୍ଠ ଅଧିକାରୀ । ଏହି ଅଧିକାରୀ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ସମୀକ୍ଷା କରିବେ । ନୂଆପଡା ଦାୟିତ୍ବରେ ବିଷ୍ଣୁପଦ ସେଠୀ, ରାୟଗଡ଼ା ଦାୟିତ୍ବରେ…

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ନେଲେ କରୋନା ଟିକା

ନୂଆଦିଲ୍ଲୀ: ଗତକାଲିଠାରୁ କୋଭିଡ୍-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ ହୋଇଛି। ଏହାସହିତ ୪୫-୫୯ ବର୍ଷ ବୟସର ବ୍ୟକ୍ତିମାନେ ଏହି ଟିକାକରଣ ପ୍ରକ୍ରିୟାରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଦିନ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କରୋନା ଟିକା ‌ଗ୍ରହଣ କରିଛନ୍ତି।…

ସହରରେ ୫ ଦିନ, CHCରେ ୩ ଦିନ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ଗତକାଲି ସୋମବାର ମୋଟ ୨୧ ହଜାର ୯୧୪ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୋମବାର ୬୦ ବର୍ଷରୁ ଅଧିକ ବୟସ୍କ ୧୧ ହଜାର ୨୮୯ ଜଣ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି…

ଚା’ ବଗିଚାରେ ମହିଳା ଶ୍ରମିକଙ୍କ ସହ ଚା’ ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ମିଶନ ଆସାମର ଆଜି ଦ୍ୱିତୀୟ ଦିନରେ ଆସାମର ସଧାରୁ ଟି-ଷ୍ଟେଟରେ ପହଞ୍ଚିଥିଲେ ପ୍ରିୟଙ୍କା । ସେଠାରେ ସେ ଚା’ ବଗିଚା ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି । ଏହାପରେ ସେ ସେଠାରେ ମହିଳା କର୍ମୀଙ୍କ ସହ ବଗିଚାରେ ପାରମ୍ପରିକ…

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଧମାକା’; ଆଜି ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅଭିନୀତ ଫିଲ୍ମ 'ଧମାକା' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। କାର୍ତ୍ତିକ ମଙ୍ଗଳବାର ଫିଲ୍ମର ଟିଜର ସେୟାର କରି ଏହି ସୂଚନା ଦେଇଛନ୍ତି। କାର୍ତ୍ତିକଙ୍କର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହା ପ୍ରେକ୍ଷାଳୟ ଅପେକ୍ଷା ସିଧାସଳଖ OTT ପ୍ଲାଟଫର୍ମରେ ଆସିବ।…

ଇନଷ୍ଟାଗ୍ରାମରେ ପ୍ରଥମ କ୍ରିକେଟର ଭାବେ କୋହଲିଙ୍କ ହେଲେ ୧୦୦ ମିଲିୟନ ଫଲୋଅର୍ସ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ କ୍ରିକେଟର ଓ ଏସିଆର ପ୍ରଥମ ସେଲିବ୍ରେଟି ଭାବେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ମିଲିୟନ ଛୁଇଁଛି । ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କ ୬୦.୮ ଏବଂ ଶ୍ରଦ୍ଧା…

ଶାର୍‌ଜାହରୁ ଭାରତ ଆସୁଥିବା ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମୃତ୍ୟୁ; ପାକିସ୍ତାନରେ ହେଲା ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ପାକିସ୍ତାନର କରାଚି ସହରରେ ଏକ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଏହି ଜରୁରୀ ଅବତରଣ ଘଟିଥିବା କୁହାଯାଉଛି। ଦୁର୍ଭାଗ୍ୟବଶତଃ ଯାତ୍ରୀ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିବା କୁହାଯାଉଛି। ବିମାନବନ୍ଦରର ଡାକ୍ତରୀ ଦଳ ତାଙ୍କୁ ମୃତ…

ଅହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମର ପ୍ରଥମ ଝଲକ ଦେଖାଇ ଭାବପ୍ରବଣ ହୋଇପଡ଼ିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ଆଜି ସୋସିଆଲ ମିଡିଆରେ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଏବଂ ତାରା ସୂତାରିଆଙ୍କ ଅଭିନୀତ ଚଳଚ୍ଚିତ୍ର 'ତଡପ'ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୨୪ରେ ମୁକ୍ତିଲାଭ କରିବ। ଅହାନ୍ ହେଉଛନ୍ତି ସୁନୀଲ ଶେଟ୍ଟୀଙ୍କ ପୁଅ। ମିଲନ୍…

ଭାଇରାଲ୍ ବିଚାର: ଜୀବନର ଶବ୍ଦକୋଷରୁ ଲିଭାନ୍ତୁ ହାର୍ ମାନିବା ଶବ୍ଦ

ଭୁବନେଶ୍ୱର: ପରିସ୍ଥିତି, ସମସ୍ୟା, ବାଧାବନ୍ଧନ ଓ ଚିନ୍ତା । ଏହି ସମସ୍ତ ଶବ୍ଦ ମଣିଷ ଜୀବନର ଅଭିନ୍ନ ଅଙ୍ଗ । ଏହି ୪ଟି ଶବ୍ଦର ଥାଏ ବିଭିନ୍ନ ରୂପ । ତେବେ ଏହି ରୂପକୁ ଦେଖି ଭୟଭୀତ ଅବା ପଳାୟନ କରନ୍ତୁ ନାହିଁ । ଜିତନ୍ତୁ ଅବା ପରାଜୟ ବରଣ କରନ୍ତୁ । ହେଲେ ସହଜରେ କେବେ ବି ହାର ମାନନ୍ତୁ…