Latest Odisha News

BREAKING NEWS

Yearly Archives

2021

୨୪ ଘଣ୍ଟାରେ ରାଜ୍ୟରେ ୨୫୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୫୯୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୪ ଜଣ ସ୍ଥାନୀୟ ସଂକ୍ରମିତ…

ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ନାଗ ସାପ ଉଦ୍ଧାର

ପୁରୀ : ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ଉଦ୍ଧାର ହୋଇଛି ନାଗ ସାପ । ପୁରୀ ବଳଙ୍ଗା ମାଧିପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ବାଡିପଟେ ଏହି ସାପଟିକୁ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ସ୍‌ଥାନରେ ପଡିଥିବା ଏକ ବିୟର କ୍ୟାନରେ ସାପଟି ଫସି ଯାଇଥିଲା । କ୍ୟାନ୍ ଭିତରେ ନାଗର ମୁଣ୍ଡ ଫସି ରହିଥିବା ବେଳେ…

ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସୁଛି ସମ୍ଭାବ୍ୟ ବାତ୍ୟା ଜଓ୍ୱାଦ୍ । ଆଜି ଡିପ୍ରେସନ୍ ହେବ । କାଲି ହୋଇପାରେ ବାତ୍ୟା । କେଉଁଠି ଲାଣ୍ଡଫଲ୍ କରିବ ସ୍ପଷ୍ଟ ହୋଇନି । ତାପୂର୍ବରୁ ମୁକାବିଲା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ ରାଜୀବ…

ଓମିକ୍ରମ୍ ଆତଙ୍କ : ଦକ୍ଷିଣ ଆଫ୍ରିକା ପରେ ୨୩ ରାଷ୍ଟ୍ରରୁ ଚିହ୍ନଟ ହେଲେଣି ସଂକ୍ରମିତ

ଭୁବନେଶ୍ୱର: କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ୨୩ ରାଷ୍ଟ୍ରକୁ ବ୍ୟାପିଲାଣି। ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବାରୁ କଟକଣା ବଢ଼ାଇ ଦିଆଯାଇଛି । ପ୍ରଥମେ ନଭେମ୍ବର ୨୪ରେ ୟୁରୋପରେ ଓମିକ୍ରନ୍ ଚିହ୍ନଟ ହୋଇଥିବା ଘୋଷଣା ହୋଇଥିଲା । କରୋନାର ଅନ୍ୟ…

ଆସୁଛି ବାତ୍ୟା ‘ଜୱାଦ’: ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର: ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ  । ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୩ ଓ ୪ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି…

ଆଜିଠାରୁ ନକ୍ସଲଙ୍କ PLGA ସପ୍ତାହ, ମାଓ ଇଲାକାରେ ସୁରକ୍ଷା କଡ଼ାକଡ଼ି

ମାଲକାନଗିରି: ଆଜିଠାରୁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଆସନ୍ତା ୮ତାରିଖ ଯାଏ ଏହି ସପ୍ତାହ ପାଳନ କରିବାକୁ ଦୁର୍ଗମ ଅଞ୍ଚଳରେ ପୋଷ୍ଟର ବ୍ୟାନର ଲଗାଇ ଆହ୍ୱାନ ଦେଇଛି ଲାଲବାହିନୀ । ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି…

ବାତ୍ୟା ପ୍ରଭାବରେ କେଉଁଠି କେତେ ପବନ ବହିବ ? ଜାଣନ୍ତୁ

ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜଓ୍ୱାଦ ସାଙ୍ଗରେ ନେଇ ଆସିବ ପ୍ରବଳ ବର୍ଷା ପବନ । ଉପକୂଳ ଆଡ଼କୁ ଅଗ୍ରସର ବେଳେ ଆରମ୍ଭ ହେବ ବର୍ଷା ପବନ । ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ…

ଆସୁଛି ବାତ୍ୟା: ଆଜି ସ୍ପଷ୍ଟ ହେବ କୁଆଡ଼େ ଯିବ ‘ଜଓ୍ୱାଦ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଆଣ୍ଡାମାନ ସାଗରରେ ସକ୍ରିୟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ବାତ୍ୟା । ଏହାର ନାଁ ରହିବ ଜଓ୍ୱାଦ । ସାଇକ୍ଲୋନ ହେବା ପରେ ଉପକୂଳ ମୁହାଁ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି…

ଅନୁବାଦ କବିତା : ସମୁଦ୍ର ବେଳାର ବେତବଣ

ମୂଳ ରଚନା : ଡେରେକ ୱାଲକର୍ଟ ମୋର ବନ୍ଧୁମାନଙ୍କ ଭିତରୁ ଅଧେ ମରି ହଜି ଗଲେଣି । ପୃଥିବୀ କହିଲା, ମୁଁ ତୁମ ପାଇଁ ନୂଆ ବନ୍ଧୁ ଖୋଜିଦେବି ନା, ସେହିମାନଙ୍କୁ ହିଁ ଫେରାଇ ଦିଅ ସେମାନେ ଯେମିତି ଥିଲେ, ଠିକ ସେମିତି ମୁଁ ଅଳି କଲି । ଆଜି ରାତିରେ ସମୁଦ୍ର କୂଳର ବେତବଣ ଦେଇ ଭାସି…

ମରଣଜୟୀଙ୍କୁ ମାରିବ କିଏ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ବିକୃତ ବିଚାରର କୁତ୍ସିତ ଷଡଯନ୍ତ୍ରରେ ଷଢ଼ୁଥିବା କିଛି ଦେଶଦ୍ରୋହୀଙ୍କ ଷଡଯନ୍ତ୍ର କ୍ରମେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଗଲା ସେ ଆଣିଥିବା ସ୍ୱାଧୀନତା ପ୍ରାପ୍ତିର ମାତ୍ର…