ଡାକ୍ତରଖାନାରେ ଭର୍ତ୍ତି ହେଲେ ଆତ୍ମଘୋଷିତ ଗଡ୍ମ୍ୟାନ ଅସାରାମ ବାପୁ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଛାତି ଯନ୍ତ୍ରଣା, ଅସ୍ଥିରତା, ଆଣ୍ଠୁରେ ଅସ୍ୱାଭାବିକତା ଏବଂ ଅନ୍ୟାନ୍ୟ ଅସୁସ୍ଥତା ଅନୁଭବ କରିବା ପରେ ଆତ୍ମଘୋଷିତ ଗଡମ୍ୟାନ ଅସାରାମ ବାପୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ବଳାତ୍କାର ମାମଲାରେ ସେ ଯୋଧପୁର କେନ୍ଦ୍ରୀୟ ଜେଲରେ ଆଜୀବନ କାରାଦଣ୍ଡ…