Latest Odisha News

BREAKING NEWS

Yearly Archives

2021

ଆସନ୍ତାକାଲି ନୀତୀଶ କୁମାରଙ୍କ କ୍ୟାବିନେଟର ହେବ ସମ୍ପ୍ରସାରଣ

ବିହାର : ଆସନ୍ତାକାଲି ନୀତୀଶ କୁମାରଙ୍କ କ୍ୟାବିନେଟର ହେବ ସମ୍ପ୍ରସାରଣ । କ୍ୟାବିନେଟ୍ ସମ୍ପ୍ରସାରଣ ସହ ସମ୍ଭାବ୍ୟ ମନ୍ତ୍ରୀଙ୍କ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନୀତୀଶ କ୍ୟାବିନେଟରେ ବିଜେପିରୁ ୯ ଜଣ ଓ ଜେଡିୟୁରୁ ୮ ଜଣ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ବିଜେପିର ଜାତୀୟ…

ଚୀନ ରାଷ୍ଟ୍ରପତି ଯୁଦ୍ଧ ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ କହିଲେ, ବଢ଼ିଲା ଅଶାନ୍ତିର ବାତାବରଣ

ନୂଆଦିଲ୍ଲୀ:ବାରମ୍ବାର କମାଣ୍ଡରସ୍ତରୀୟ ଆଲୋଚନା ବିଫଳ ହେବା ପରେ ଚୀନ ରାଗିଯାଇଛି । ଏପରି କି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଅବଶ୍ୟ ପୂର୍ବରୁ ଚୀନ ବାରମ୍ବାର ଏହି ମିଛ ଧମକ ଦେଇ ସାରିଛି । ଚୀନର ନୂଆ ବର୍ଷ ପୂର୍ବରୁ ଜିନପିଙ୍ଗ ପିଏଲଏ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆସନ୍ତକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ବୈଠକ ବସିବ । ଲୋକସେବା ଭବନରେ ଅପରାହ୍ଣରେ ବୈଠକ ବସିବ । ୨୦୨୧-୨୨ ଆର୍ଥିକ ବର୍ଷ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ କରାଯିବାର…

ଫେବୃଆରୀ ୧୫ରୁ ଫାସଟାଗ ବାଧ୍ୟତାମୂଳକ: ନୀତିନ ଗଡକରୀ

ନୂଆଦିଲ୍ଲୀ: ଦେଶରେ ଫାସଟାଗ କାର୍ଯ୍ୟକାରୀ ପାଇଁ ଆଉ ସମୟ ବୃଦ୍ଧି କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଗାଡି ପାଇଁ ଫାସଟାଗ ପାଇବାର ଶେଷ ତାରିଖ ହେଉଛି ଫେବୃଆରୀ ୧୫। ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫାସଟାଗ ମାଧ୍ୟମରେ…

କଂଗ୍ରେସ ଗଢ଼ିବ ସୋସିଆଲ୍ ମିଡିଆ ୱାରିଅର୍ସ ଟିମ୍, ସାମିଲ୍ ହେବାକୁ ରାହୁଲଙ୍କ ଆହ୍ୱାନ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକଙ୍କୁ ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବାକୁ ଅପିଲ୍ କରିଛନ୍ତି । ସୋସିଆଲ୍ ମିଡିଆରେ ଦଳର ସ୍ଥିତି ଜାହିର୍ କରିବାକୁ ପନ୍ଥା ଆପଣାଇଛି କଂଗ୍ରେସ । ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବା ଲାଗି ଦଳ ଟୋଲ ଫ୍ରି ନମ୍ବର…

ଓଡ଼ିଶାର ଏହି ବିଦ୍ୟାଳୟକୁ ପୋଷ୍ୟ କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନ ଅଧିନରେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀରର ଅଲମା ମତର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟର…

ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡିଶାକୁ ୬ ପଦକ, ଲଙ୍ଗଜମ୍ପରେ ସବିତାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ଗୌହାଟୀରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାକୁ ଏ ପର୍ଯ୍ୟନ୍ତ ୬ ପଦକ ମିଳିଛି । ସବିତା ଟପ୍ପୋ, ମନୀଷ ମେରେଲ, ରାଜେନ୍ଦ୍ର ସିଦ୍ଧୁ, ପ୍ରାଚୀ ମହାରାଣା ଓ ଓଙ୍କାର ପଣ୍ଡା ପଦକ ଜିତିଛନ୍ତି । ସବିତା ୧୬ ବର୍ଷରୁ କମ୍ ଲଙ୍ଗଜମ୍ପରେ ୫.୫୯ ମିଟର ଦୂରତା…

ଖୋର୍ଦ୍ଧା ଓ ସୋନପୁରରେ ନୂଆ ଏସପି

ଭୁବନେଶ୍ୱର : ବରିଷ୍ଠ ଓପିଏସ୍ ସ୍ତରରେ ଅଦଳବଦଳ । ଖୋର୍ଦ୍ଧା ଓ ସୋନପୁରରେ ନୂଆ ପୋଲିସ୍ ଏସପିଙ୍କୁ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଏସପି ରାଜକିଶୋର ଦୋରାଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ, ଗଜପତିରେ ଅତିରିକ୍ତ ଏସପି ଥିବା…

୧.୧୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ, ଖନ୍ତାପଡା ପୋଲିସର ଚଢ଼ାଉ

ନୀଳଗିରି:ବାଲେଶ୍ଵର ଜିଲ୍ଲା ସେରଗଡ଼ ଅଂଚଳରେ ଖନ୍ତାପଡା ପୋଲିସ ଚଢ଼ାଉ କରି ୧.୧୪ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ସୂଚନାଯୋଗ୍ୟ ଜାତୀୟ ରାଜପଥ-୧୬ରେ ଏବେ ସ୍ପଷ୍ଟ ଦିବାଲୋକରେ ଗଞ୍ଜେଇ ଚାଲାଣ ହେଉଛି । ସୋମବାରରେ ବିଶେଷ…

ଦୁଇ ସ୍କୁଲରେ ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ମଲପ୍ପୁରମ: କେରଳରେ ସ୍କୁଲ ଖୋଲିବାର ମାସେ ପରେ ମଲପ୍ପୁରମର ଦୁଇଟି ସ୍କୁଲର ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଶିକ୍ଷକ ଓ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲର ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରୋନା ଯାଞ୍ଚ କରାଯାଇଥିଲା ।…