ଅଷ୍ଟ୍ରେଲିଆନ ଓପନ ଟେନିସ: ଜୋକୋଭିଚ, ଥିଏମ ଓ ହାଲେପ ଦ୍ୱିତୀୟ ରାଉଣ୍ଡରେ
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଯାଇଛି । ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ନୋଭାକ ଜୋକୋଭିଚ, ଡୋମିନିକ ଥିଏମ ଓ ଏଲେକ୍ସ ଜ୍ୟୁରେଭ ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ସାଇମନ ହାଲେପ, ସେରେନା ୱିଲିୟମ୍ସ…