Latest Odisha News

BREAKING NEWS

Yearly Archives

2021

ଆଜି ରାଜ୍ୟରୁ ୯୭ କରୋନା ପଜିଟିଭ୍, ୯ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ଶହେରୁ କମ୍ କରୋନା ସଂକ୍ରମିତ ହେଉଛନ୍ତି । ମହାମାରୀ ନିୟନ୍ତ୍ରଣକୁ ଆସୁଛି । ହଜାରେ ତଳକୁ ଖସିଛି କରୋନା ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

21Heroes2021: ତାଲିକାରେ ଆଇପିଏସ୍ ଅରୁଣ ବୋଥ୍ରା

ଭୁବନେଶ୍ୱର: ଆଇପିଏସ ଅରୁଣ ବୋଥ୍ରାଙ୍କୁ ସମ୍ମାନ । ଟ୍ରାନ୍ସଫରମେଟିଭ୍ ଅର୍ବାନ୍ ମୋବିଲିଟି ଇନିସିଏଟିଭ୍ ପକ୍ଷରୁ ପ୍ରକାଶିତ ୨୦୨୧ର ୨୧ ଜଣ ହିରୋଙ୍କ ଭିତରେ ସେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଭାରତରୁ ସ୍ଥାନ ପାଇଥିବା ଦୁଇ ଜଣଙ୍କ ଭିତରେ ଅଛନ୍ତି ଓଏସଆରଟିସି ଅଧ୍ୟକ୍ଷ ତଥା କ୍ୟାପିଟାଲ୍…

ଗଛର ମୂଲ୍ୟାଙ୍କନ କଲେ ସୁପ୍ରିମକୋର୍ଟଙ୍କ ବିଶେଷଜ୍ଞ କମିଟି, ବର୍ଷକର ମୂଲ୍ୟ ୭୪୫୦୦ ଟଙ୍କା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଶୁକ୍ରବାର ଗଛର ମୂଲ୍ୟାଙ୍କନ କରିଛନ୍ତି । ଏହା ଅନୁସାରେ ବର୍ଷକର ଗଛର ମୂଲ୍ୟ ୭୪୫୦୦ ରଖାଯାଇଛି । ଯେତେ ବର୍ଷ ଗଛ ପୂରଣା ହେବ ସେହି ଅନୁସାରେ ୭୪୫୦୦ ଗୁଣନ କରାଯିବ । ଦେଶରେ ପ୍ରଥମ ଥର ପାଇଁ ଏ ଭଳି ମୂଲ୍ୟାଙ୍କନ…

ହାସ୍ୟ ଅଭିନେତା ମୁନାୱାର ଫାରୁକିଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଇନ୍ଦୋରରେ ପଞ୍ଜୀକୃତ ହୋଇଥିବା ମାମଲାରେ ହାସ୍ୟ ଅଭିନେତା ମୁନାୱାର ଫାରୁକିଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଆରଏଫ ନରିମାନଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠରେ ମଧ୍ୟପ୍ରଦେଶ ସରକାର ତାଙ୍କ ଆବେଦନ…

କ’ଣ ରହିଛି ସଲ୍‌ମାନଙ୍କ ଭାଲେଣ୍ଟାଇନ୍ସ ଡେ ପ୍ଲାନ୍‌?

ନୂଆଦିଲ୍ଲୀ: ସଲମାନ ଖାନ ତାଙ୍କ ଭାଲେଣ୍ଟାଇନ୍ସ ଡେ କିପରି ବିତାଇବେ? ସଲମାନ ଏକ ମ୍ୟୁଜିକ୍ ସୋ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଜଣେ ସାମ୍ବାଦିକ ତାଙ୍କୁ ତାଙ୍କ ଭାଲେଣ୍ଟାଇନ୍ସ ଡେ ଯୋଜନା ବିଷୟରେ ପଚାରିଥିଲେ। ଏ ନେଇ ସଲମାନ କଣ ପ୍ରତିକ୍ରିୟା ରଖିଥିଲେ ଜାଣନ୍ତୁ।…

ଡିଏଭିଭିରେ ସର୍ବକନିଷ୍ଠ ଛାତ୍ରୀ ଭାବେ ବିଏ ପରୀକ୍ଷା ଦେବେ ତନିଷ୍କା

ନୂଆଦିଲ୍ଲୀ:ଡିଏଭିଭିରେ ପ୍ରଥମ ଥର ପାଇଁ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ବିଏ କରିବା ପାଇଁ ଅନୁମତି ଦିଆଯାଇଛି । ତନିଷ୍କା ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ବିଏଏଲଏଲବି ପଢ଼ିବାକୁ ଚାହିଁଥିଲେ । ମାତ୍ର ତାଙ୍କୁ କେବଳ ସାଇକୋଲୋଜିରେ ବିଏ କରିବା ପାଇଁ ଅନୁମତି ମିଳିଛି । ସେ ସର୍ବକନିଷ୍ଠ…

ଝରାଫୁଲ ମୃତ୍ୟୁ ମାମଲା, ଜେଲ୍ ଗଲା ରାକେଶ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଖୋଲିବ ରହସ୍ୟ । ୩ ଦିନିଆ ରିମାଣ୍ଡ ସରିବା ପରେ ଅଭିଯୁକ୍ତ ରାକେଶକୁ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ସରିବା ପରେ ରାକେଶକୁ କୋର୍ଟରେ ହାଜର କରିଥିଲା ପୋଲିସ । ରିମାଣ୍ଡ ଅବଧି ସମୟରେ ରାକେଶ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ…

ଭାରତରେ ଜରୁରୀକାଳୀନ ବ୍ୟବହାର ଆବେଦନ ପ୍ରତ୍ୟାହାର କରିବ ଫାଇଜର

ନୂଆଦିଲ୍ଲୀ: ଫାର୍ମା ପ୍ରମୁଖ ଫାଇଜର ଶୁକ୍ରବାର ଦିନ କହିଛି ଯେ ଭାରତରେ ଏହାର କୋଭିଡ-୧୯ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ପାଇଁ ଆବେଦନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। "ଏହାର କୋଭିଡ-୧୯ ଟିକା ର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଅନୁଯାୟୀ, ଫାଇଜର…

ଆସନ୍ତାକାଲି ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନର ଚକାଜାମ୍ ଡାକରା

ଭୁବନେଶ୍ବର: କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଦେଶରେ ଚକାଜାମ୍ ଡାକରା ଦେଇଛି କୃଷକ ସଙ୍ଗଠନ । ଏହାକୁ ଓଡ଼ିଶାରେ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଚକ ଅଖ ଜାମ୍ ଡାକରା ଦେଇଛି । ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତିପୂର୍ଣ୍ଣ…

‘ମିଠା’ ପାଇଁ ବାପା ହାତରେ ଗଲା ୨୦ ମାସ ଶିଶୁର ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜ ୨୦ ମାସର ଝିଅକୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଏ ହତ୍ୟା ପଛର କାରଣ ହେଉଛି ଉକ୍ତ ବ୍ୟକ୍ତଙ୍କ ସ୍ତ୍ରୀ ଝିଅ ପାଇଁ ମିଠା କିଣିବା ଲାଗି ୫ ଟଙ୍କା ମାଗିବା…