ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ, ଚାଲିଛି ଆଲୋଚନା
ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ । ଏ ନେଇ ପିପିଲି ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନେତୃତ୍ୱରେ ଆଲୋଚନା ହୋଇଛି ।
ନିର୍ବାଚନରେ ମହାରଥୀଙ୍କ ପରିବାରର କେହି ସଦସ୍ୟ କି ଅନ୍ୟ କେହି ଟିକେଟ୍ ପାଇବେ ତା ଉପରେ ସମସ୍ତଙ୍କ ନଜର…