Latest Odisha News

BREAKING NEWS

Yearly Archives

2021

କୋଭିଡ୍‌ ଟିକା ନେଇ ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ; ଗୁଜୁରାଟ

ନୂଆଦିଲ୍ଲୀ: କରୋନା ଟିକା ଦିଆଯିବାର ଦୁଇ ଘଣ୍ଟା ପରେ ଗୁଜୁରାଟର ଭଦୋଦରା ଜିଲ୍ଲାରେ ଜଣେ ୩୦ ବର୍ଷ ବୟସ୍କା ପରିମଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି। ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର ହଠାତ୍ ମୃତ୍ୟୁ ହେବାର କାରଣ କରୋନା ଟିକା ଯୋଗୁ ହୋଇପାରେ…

ଭିଜିଲାନ୍ସ ଜାଲରେ ବେଲପାହାଡ଼ର ଅବକାରୀ ସବ-ଇନସ୍ପେକ୍ଟର

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡର ଅବକାରୀ ସବ-ଇନସ୍ପେକ୍ଟର । ତାଙ୍କ ନାଁ ଦେବେନ୍ଦ୍ର ପ୍ରହରାଜ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଝାରସୁଗୁଡ଼ା ଜିଲ୍ଲା…

ବଜେଟ ପୂର୍ବରୁ ପ୍ରଥମ ଝଲକ ଦେଖାଇଲେ ନିର୍ମଳା ସୀତାରମଣ, ରାଷ୍ଟ୍ରପତିଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ । ତାପୂର୍ବରୁ ପ୍ରଥମ ଝଲକ ଦେଖାଇଛନ୍ତି ଅର୍ଥମନ୍ତ୍ରୀ । ଏହାସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।…

ଭାରତରେ ୨୪ ଘଣ୍ଟାରେ ୧୧ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୧୮ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧,୦୭,୫୭,୬୧୦କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ପୁତ୍ର ସନ୍ତାନର ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ପୁଣି ଥରେ ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ପତ୍ନୀ ଗିନ୍ନି ଚତରଥ । ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କପିଲ ଶର୍ମା । ଏହାପରେ ଶର୍ମା ଦମ୍ପତିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । କପିଲ ଟ୍ୱିଟ୍ କରି ଲେଖିଛନ୍ତି,…

ପିକ୍ ଅପ୍ ଭ୍ୟାନ୍ ଓଲଟି ୯ ମୃତ; ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ମୂର୍ତ୍ତାହାଣ୍ଡି ନିକଟରେ ରବିବାର ଦିନ ଘଟିଥିବା ସଡକ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରାପୁଟ କୋଟପାଡ଼ରେ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ…

ବଜେଟ୍ ଆଶା: କରଦାତା ଓ ରିୟଲ ଇଷ୍ଟେଟ ଜଗତକୁ କି ଉପହାର ଦେବେ ନିର୍ମଳା ?

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କାଳରେ ବଜେଟ୍ ତାଙ୍କ ପାଇଁ ବଡ଼ ଆହ୍ୱାନ । ନିର୍ମଳାଙ୍କ ପେଡ଼ି ଉପରେ ସାଧାରଣ ଜନତା, ଟିକସଦାତା ଓ ରିୟଲ ଇଷ୍ଟେଟ ଦୁନିଆ ନଜର ରଖିଛି । ଆଶା…

ପଦ୍ମଶ୍ରୀ ବିଜେତା କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ, ସେ ଦୀର୍ଘ ଏକ ମାସ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଅଣ୍ଟା ଓ ଆଣ୍ଠୁ ଯନ୍ତ୍ରଣାରେ ପିଡିତ ଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲାର ପାତ୍ରପୁଟ…

ଝରାଫୁଲ ଡେଥ୍ ମିଷ୍ଟ୍ରି, ରିମାଣ୍ଡରେ ଯିବ ରାକେଶ

ଭୁବନେଶ୍ୱର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ । ପୁରା ଘଟଣା ଉପରୁ ପରଦା ଉଠାଇବା ପାଇଁ ଆଜି ରିମାଣ୍ଡ ପାଇଁ ଅନୁମତି ଦେଶପାରନ୍ତି କୋର୍ଟ । ଏ ନେଇ ଯାଜପୁର ଜିଲ୍ଲା ଦୌରାଜଜରେ ଅପିଲ କରିଛି କୁଆଖିଆ ଥାନା ପୋଲିସ । ଗତ ୨୯ ତାରିଖରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ…

ଆଜି ଦାୟିତ୍ବ ନେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି

ଭୁବନେଶ୍ୱର: ଆଜି ଓଡ଼ିଶା ପାଇଁ ଗର୍ବ ଆଉ ଗୌରବର କଥା । ଭାରତୀୟ ସେନାର ଉପମୁଖ୍ୟ ଭାବେ ଆଜି ଦାୟିତ୍ବ ନେବେ ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଦାୟିତ୍ବ ଗ୍ରହଣ କରିବେ ଚଣ୍ଡି ପ୍ରସାଦ ମହାନ୍ତି । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ପୁଅ…